ଅନ୍ଧବିଶ୍ୱାସ: ଅଜଣା ଜ୍ୱରରୁ ମୁକ୍ତି ପାଇବାକୁ ତିନିଛକରେ ଗାଧୋଉଛନ୍ତି ଲୋକେ

ନୀଳଗିରି (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଜାମ୍ବୁଡ଼ଇା ପଞ୍ଚାୟତରେ ଆତଙ୍କ ଖେଳାଇଛି ଅଜଣା ଜ୍ୱର। ଏହି ଜ୍ୱରରେ ବାଘମରା ଓ ପଥରଡୁଣା ଗାଁର ୫୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ଜ୍ୱରର ପ୍ରଭାବରେ ଦେହ ସାରା ଛୋଟ ଛୋଟ ଫୋଟକା ହେବା ସହ ଜ୍ୱର ଆସୁଛି।

ଏପରି ସ୍ଥିତିରେ ଲୋକେ ଅନ୍ଧ ବିଶ୍ୱାସ ଆପଣଉଛନ୍ତି। ଏଥିରୁ ଭଲ ହେବା ପାଇଁ ଗାଁ ନିକଟରେ ଥିବା ତିନି ଛକରେ ପିଲାଠୁ ବୁଢ଼ା ସମସ୍ତେ ଗାଧୋଇଛନ୍ତି।

ଦୂଷିତ ଜଳ ବ୍ୟବହାର ପାଇଁ ଏହି ରୋଗ ବ୍ୟାପୁଥିବା ଅନୁମାନ କରାଯାଉଛି। ଏପର୍ଯ୍ୟନ୍ତ ଚିକିତ୍ସା ପାଇଁ ଗାଁରେ କୌଣସି ଡାକ୍ତରୀ ଟିମ୍ ପହଞ୍ଚି ନଥିବା ଜଣାପଡ଼ିଛି।

Ordigital Desk
• Published: Sunday, 28 January 2018
• Updated: 28 January 2018, 06:25 PM IST

Sports

Latest News

ନୀଳଗିରି (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଜାମ୍ବୁଡ଼ଇା ପଞ୍ଚାୟତରେ ଆତଙ୍କ ଖେଳାଇଛି ଅଜଣା ଜ୍ୱର। ଏହି ଜ୍ୱରରେ ବାଘମରା ଓ ପଥରଡୁଣା ଗାଁର ୫୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ଜ୍ୱରର ପ୍ରଭାବରେ ଦେହ ସାରା ଛୋଟ ଛୋଟ ଫୋଟକା ହେବା ସହ ଜ୍ୱର ଆସୁଛି।

ଏପରି ସ୍ଥିତିରେ ଲୋକେ ଅନ୍ଧ ବିଶ୍ୱାସ ଆପଣଉଛନ୍ତି। ଏଥିରୁ ଭଲ ହେବା ପାଇଁ ଗାଁ ନିକଟରେ ଥିବା ତିନି ଛକରେ ପିଲାଠୁ ବୁଢ଼ା ସମସ୍ତେ ଗାଧୋଇଛନ୍ତି।

ଦୂଷିତ ଜଳ ବ୍ୟବହାର ପାଇଁ ଏହି ରୋଗ ବ୍ୟାପୁଥିବା ଅନୁମାନ କରାଯାଉଛି। ଏପର୍ଯ୍ୟନ୍ତ ଚିକିତ୍ସା ପାଇଁ ଗାଁରେ କୌଣସି ଡାକ୍ତରୀ ଟିମ୍ ପହଞ୍ଚି ନଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos