୧୭ ମାସରେ ମିରାକଲ୍‌ : ବିଦାୟ ବେଳେ ଗୁମସୁମ୍‌ ଗଜପତି

ଗଜପତି(ଆଦର୍ଶ ଦାଶ): ୧୭ ମାସର ଚାକିରି। କିନ୍ତୁ ୧୭ ବର୍ଷର ସଂପର୍କ ଭଳି ମନେହେଉଛି  । ସେ ଗଜପତି ଜିଲ୍ଲାବାସୀଙ୍କ ମଧ୍ୟରୁ କାହାର ଝିଅ, କାହାର ଭଉଣୀ ପୁଣି କାହାର ମା’ ଭଳି ଥିଲେ । ତାଙ୍କ ବଦଳି ଗଜପିତିବାସୀଙ୍କୁ ବ୍ୟଥିତ କରିଛି। ଗଜପତି ଏସପି ଥିବା ବେଳେ ସାରା ଶର୍ମାଙ୍କ ବଦଳି ପରେ ଏଭଳି ଝୁରି ହେଉଛନ୍ତି ଗଜପତି ଜିଲ୍ଲାର ଆବାଳ ବୃଦ୍ଧ ବନିତା । ସେପଟେ ଗଜପତିକୁ ବି ଝୁରି ହେଉଛନ୍ତି ନିଜେ ସାରା […]

Sara-1

Sara-1

Tapas Behera
  • Published: Monday, 20 July 2020
  • Updated: 20 July 2020, 07:25 PM IST

Sports

Latest News

ଗଜପତି(ଆଦର୍ଶ ଦାଶ): ୧୭ ମାସର ଚାକିରି। କିନ୍ତୁ ୧୭ ବର୍ଷର ସଂପର୍କ ଭଳି ମନେହେଉଛି  । ସେ ଗଜପତି ଜିଲ୍ଲାବାସୀଙ୍କ ମଧ୍ୟରୁ କାହାର ଝିଅ, କାହାର ଭଉଣୀ ପୁଣି କାହାର ମା’ ଭଳି ଥିଲେ । ତାଙ୍କ ବଦଳି ଗଜପିତିବାସୀଙ୍କୁ ବ୍ୟଥିତ କରିଛି। ଗଜପତି ଏସପି ଥିବା ବେଳେ ସାରା ଶର୍ମାଙ୍କ ବଦଳି ପରେ ଏଭଳି ଝୁରି ହେଉଛନ୍ତି ଗଜପତି ଜିଲ୍ଲାର ଆବାଳ ବୃଦ୍ଧ ବନିତା । ସେପଟେ ଗଜପତିକୁ ବି ଝୁରି ହେଉଛନ୍ତି ନିଜେ ସାରା । ଗଜପତିରୁ ବଦଳି ହୋଇଥିବା ସାରା ଭିଜିଲାନ୍ସ ଡିପାର୍ଟମେଣ୍ଟକୁ ଯାଇଛନ୍ତି।

୧୯୯୨ ମସିହାରେ ଗଞ୍ଜାମ ଠାରୁ ଭିନ୍ନ ହୋଇଉଠିଥିଲା ଗଜପତି ଜିଲ୍ଲା  । ୧୯୯୨ ମସିହାରୁ ୨୦୨୦ ମଧ୍ୟରେ ଜିଲ୍ଲାବାସୀ ଦେଖିଛନ୍ତି ଅନେକ ଏସପି । ଜିଲ୍ଲା ଗଠନ ପରେ ପ୍ରଥମ ମହିଳା ଆପିଏଏସ ଭାବେ ଗଜପତି ଜିଲ୍ଲାରେ ୨୦୧୯ ମସିହା ମାର୍ଚ୍ଚ ମାସରେ ଆସିଥିଲେ ସାରା  । ଗଜପତି ଜିଲ୍ଲାରେ ମାତ୍ର ୧୭ ମାସର ଚାକିରି କାଳରେ ସାରା ଶର୍ମା ଲୋକଙ୍କୁ ଏଭଳି ନିଜ ସଂପର୍କର ଜାଲରେ ବାନ୍ଧି ଦେଇଛନ୍ତି ଯେ, ସେ ଏଠାରୁ ବଦଳି ହୋଇଗଲାପରେ ବି ଝୁରୁଛନ୍ତି ଲୋକେ।

କେବଳ ମହିଳା ନୁହଁନ୍ତି , ପୁରୁଷ ଏବଂ କିନ୍ନର ସବୁ ବର୍ଗର ଲୋକେ ତାଙ୍କର ଲୋକାଭିମୁଖୀ ଏବଂ ଜନ ସଚେତନତା ଧର୍ମୀ କାର୍ଯ୍ୟକ୍ରମକୁ ମନେ ପକାଇ ଝୁରି ହୋଇଛନ୍ତି  । ସେ ଜିଲ୍ଲାରେ ଯୋଗଦେବା ପରେ ପ୍ରଥମେ ଜିଲ୍ଲାରେ ମହିଳା ସୁରକ୍ଷା ପାଇଁ ସ୍ୱତନ୍ତ୍ର ଭାବେ ସି-ଟିମ ଗଠନ କରି ଚର୍ଚ୍ଚାକୁ ଆସିଥିଲେ ଏହି ଲେଡି ଆପିଏଏସ  । ଏହି କାର୍ଯ୍ୟକ୍ରମ ସଂପର୍କରେ ଲୋକଙ୍କୁ ସଚେତନ କରାଇବା ପାଇଁ ନିଜେ ଗାଇଥିଲେ ସଚେତନତାର ଗୀତ  । ଯାହା ଆଜି ବି ଜିଲ୍ଲାବାସୀଙ୍କ ମୋବାଇଲରେ ବାଜି ଉୁଠୁଛି  ।

ଏହାପରେ ଜିଲ୍ଲାରେ ଶିଶୁମାନଙ୍କ ସୁରକ୍ଷା ପାଇଁ ଶିଶୁ ମିତ୍ର ଥାନା, ଶିଶୁ ଅଦାଲତ ଆଦି ପ୍ରତିଷ୍ଠା କରିବା ହେଉ କିମ୍ବା କିନ୍ନର ମାନଙ୍କୁ ଥଇଥାନ କରିବା ପାଇଁ ଅବା ସ୍ୱତନ୍ତ୍ର ଓମଫୋଡ ପାର୍ଲର ନିର୍ମାଣ କରିବା ହେଉ ସବୁଥିରେ ତାଙ୍କ ଛାପ ରହିଛି। ସବୁ ବେଳେ କିଛି ନିଆରା ଢଙ୍ଗରେ ଲୋକଙ୍କ ସେବା କରିବା ପ୍ରୟାସ କରିଥାନ୍ତି ସେ। ନାଲି ଆଖି ବଦଳରେ ଲୋକଙ୍କୁ ସଚେତନ କରି ଆଇନ ଶୃଙ୍ଖଳା ପରିସ୍ଥିତିକୁ ସଜାଡ଼ିବାରେ ସେ ବିଶ୍ୱାସ ରଖୁଥିଲେ । ତେଣୁ ତ ମୋଟର ଯାନ ଆଇନ ସଂପର୍କରେ ଲୋକଙ୍କ ଠାରୁ ଫାଇନ ଆଦାୟ କରିବା ବଦଳରେ କଲରା, ଅଳାଁ ଦେଇ ସଚେତନ କରାଇଥିଲେ  । ଠିକ ସେହିଭଳି କରୋନା ମାହାମାରୀ ସମୟରେ ଅମାନିଆଙ୍କୁ ଦଣ୍ଡ ବିଧାନ ବଦଳରେ କରୋନା ସଂପର୍କିତ ଗୀତ ଏବଂ ପ୍ରଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକଙ୍କୁ ସଚେତନ କରାଇଥିଲେ ସାରା। ସବୁ ବେଳେ କିଛି ନିଆରା କାର୍ଯ୍ୟକ୍ରମ ପାଇଁ ଚର୍ଚ୍ଚାରେ ରହିଥିବା ସରା ଶର୍ମାଙ୍କ ବଦଳିକୁ ଲୋକେ ଗ୍ରହଣ କରିପାରୁନାହିାଁନ୍ତି  । ମହିଳା,ପୁରୁଷ ଏବଂ କିନ୍ନର ସବୁ ବର୍ଗର ଲୋକେ ତାଙ୍କର ସେହି ନିଆରା କାର୍ଯ୍ୟକ୍ରମକୁ ମନେ ପକାଇ ଝୁରି ହେଉଛନ୍ତି  । ସାରା କେବଳ ଜନ ସଚେତନତା କରୁଥିଲେ ତାହା ନୁହେଁ, ଲୋକଙ୍କୁ ସାଙ୍ଗରେ ନେଇ ପୁଲିସର କାର୍ଯ୍ୟକ୍ରମକୁ ଆଗକୁ ବଢାଇବାରେ ସେ ବିଶ୍ୱାସ କରୁଥିଲେ  ।

ତେଣୁ କରୋନା ମାହାମାରୀ ମସୟରେ ଜାରି ହୋଇଥିବା ଲକଡାଉନ ବେଳେ ଆନ୍ଧ୍ର ସୀମାରେ ଅନୁପ୍ରବେଶ ରୋକିବା ପାଇଁ ସୀମାନ୍ତବର୍ତୀ ଗ୍ରାମବାସୀଙ୍କ ସହାୟତା ନେଇଥିଲେ । ଯାହା ବେଶ ଫଳ ପ୍ରଦ ହୋଇଥିଲା  । ଏସପିଙ୍କ ଏଭଳି କାର୍ଯ୍ୟକ୍ରମ ପାଇଁ ଗାଁ ଠାରୁ ସହର ପର୍ଯ୍ୟନ୍ତ ବିଭି୍ନ୍ନ ସାହି ବସ୍ତିରେ ଲୋକେ ତାଙ୍କୁ ସମ୍ମାନିତ କରିଥିଲେ।   କେବଳ ସେତିକି ନୁହେଁ ଦିନେ କାଳେ ସରକାରୀ ବାବୁଙ୍କ ପାଦ ପଡି ନ ଥିବା ପାହାଡି ଇଲାକାରେ ପହଁଚି ସେଠାରେ ରହୁଥିବା ଗରିବ ଆଦିବାସୀଙ୍କ ଦୁଃଖ ବୁଝିବା ସହ ସେମାନଙ୍କୁ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେଇ ନିଜ ଉତ୍ତର ଦାୟିତ୍ୱ ମଧ୍ୟ ବହନ କରିଥିଲେ ଏହି ଲେଡି ଆପିଏଏସ  । ତାଙ୍କର ଏଭଳି କାର୍ଯ୍ୟକ୍ରମ ପାଇଁ କେବଳ ଗଜପତିବାସୀ ଝୁରୁ ଛନ୍ତି ତାହା ନୁହେଁ ନିଜେ ସାରା ମଧ୍ୟ ପାସୋରୀ ପାରୁନାହିଁନ୍ତି ଜିଲ୍ଲାବାସୀଙ୍କ ଭଲ ପାଇବା  । ତେଣୁ ସେ ନିଜ ଫେସ୍‌ବୁକ୍‌ରେ କରିଥିବା ନିଜର ପୋଷ୍ଟରେ ସେ ଗଜପତି ଜିଲ୍ଲାକୁ କେତେ ଭଲ ପାଆଁନ୍ତି ତାହା ପ୍ରମାଣିତ କରିଛି  ।

ଜିଲ୍ଲା ଗଠନ ହେବାର ୨୮ ବର୍ଷ ବିତିଲାଣି । ଏହାରି ଭିତରେ ଜିଲ୍ଲାବାସୀ ୧୫ରୁ ଅଧିକ ଏସପିକୁ ଦେଖିଲେଣି  । ସମସ୍ତଙ୍କର କାମ କରିବା ଶୈଳି ଭିନ୍ନ ଭିନ୍ନ ପ୍ରକାର  । ତେବେ ସାରାଙ୍କ ପୁଲିସ ଠାଣି ବଦଳରେ ଲୋକଙ୍କ ବିଶ୍ୱାସ ଭାଜନ ହୋଇ କାମ କରିବାର ଶୈଳି ପୁଲିସ ଲୋକଙ୍କ ବନ୍ଧୁ ବୋଲି ପ୍ରମାଣିତ କରିଥିଲା  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story