ରାଜ୍ୟରେ ଜନତା ଭୟଭୀତ, ଅଚିନ୍ତାରେ ମୁଖ୍ୟମନ୍ତ୍ରୀ: ବିରୋଧୀ ଦଳ ନେତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦିନକୁ ଦିନ ମହିଳା ବିରୋଧୀ ହିଂସା ଓ ବଳାକ୍ରାର ବଢିବାରେ ଲାଗିଛି। ଯାହାକୁ ନେଇ ସାଧାରଣ ଲୋକେ ଭୟଭୀତ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିନ୍ତାଶୂନ୍ୟ ହୋଇ ବସି ରହିଛନ୍ତି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଅଭିଯୋଗ କରିଛନ୍ତି। ଆଜି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନାଏକ କହିଛନ୍ତି ଯେ, ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ମହିଳାବିରୋଧୀ ହିଂସା ଯେଭଳି ବଢ଼ିବାରେ ଲାଗିଛି ତାକୁ […]

pradeep-nayak

pradeep-nayak

Manoranjan Sial
  • Published: Tuesday, 17 December 2019
  • Updated: 17 December 2019, 09:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦିନକୁ ଦିନ ମହିଳା ବିରୋଧୀ ହିଂସା ଓ ବଳାକ୍ରାର ବଢିବାରେ ଲାଗିଛି। ଯାହାକୁ ନେଇ ସାଧାରଣ ଲୋକେ ଭୟଭୀତ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିନ୍ତାଶୂନ୍ୟ ହୋଇ ବସି ରହିଛନ୍ତି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଅଭିଯୋଗ କରିଛନ୍ତି।

ଆଜି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନାଏକ କହିଛନ୍ତି ଯେ, ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ମହିଳାବିରୋଧୀ ହିଂସା ଯେଭଳି ବଢ଼ିବାରେ ଲାଗିଛି ତାକୁ ଦେଖିଲେ ରାଜ୍ୟରେ ଗୃହ ବିଭାଗ ନଥିବା ଭଳି ଲାଗୁଛି। ରାଜ୍ୟରେ ପୁଲିସ ବିଭାଗ କାମ କରୁନାହିଁ। ଅପରାଧୀମାନଙ୍କର ଆଉ ପୁଲିସ ପ୍ରତି ଭୟ ନାହିଁ। ମହିଳା ବିରୋଧୀ ହିଂସାର ବିଚାର ପାଇଁ ଆନ୍ଧ୍ରପ୍ରଦେଶରେ ୭୨ଟି,ତାମିଲନାଡୁରେ ୬୯ଟି, ପଶ୍ଚିମବଙ୍ଗରେ ୮୮ଟି ଓ ମହାରାଷ୍ଟ୍ରରେ ୧୦୦ଟି ଫାଷ୍ଟଟ୍ରାକ କୋର୍ଟ ଅଛି। ମାତ୍ର ଓଡ଼ିଶାରେ ଏହାର ସଂଖ୍ୟା ହେଉଛି ଶୂନା ଯଦି ଦେଶର ଅନ୍ୟ ରାଜ୍ୟମାନେ ଫାଷ୍ଟଟ୍ରାକ କୋର୍ଟ ସ୍ଥାପନ କରିପାରିଲେ ଓଡ଼ିଶା ସରକାର କାହିଁକି ପାରଲେ ନାହିଁ। ରାଜ୍ୟ ସରକାର ତା’ର ଜବାବ ଦିଅନ୍ତୁ ବୋଲି ଶ୍ରୀ ନାଏକ ଦାବି କରିଛନ୍ତି।

ସେ କହିଛନ୍ତି ଯେ, ମହିଳା ବିରୋଧୀ ହିଂସାର ବିଚାର କରିବା ପାଇଁ ହେଉଥିବା ଫାଷ୍ଟଟ୍ରାକ କୋର୍ଟ ପାଇଁ କେନ୍ଦ୍ର ସରକାର ୬୦% ଅର୍ଥ ଦେଉଛନ୍ତି। ହେଲେ ଓଡ଼ିଶା ସରକାର ଏହାକୁ ଖର୍ଚ୍ଚ କରିବାରେ ବିଫଳ। ୫ଥର ପାଇଁ କ୍ରମାଗତ ଶାସନରେ ରହିଲା ପରେ ବି ରାଜ୍ୟ ସରକାର ବଳାକ୍ରାର ମାମଲାର ବିଚାର ନିମନ୍ତେ ଫାଷ୍ଟଟ୍ରାକ କୋର୍ଟ ଗଠନ କରିପାରିଲେ ନାହିଁ। କୋର୍ଟ ସ୍ଥାପନା କରିବେ ବୋଲି ଏବେ କହୁଛନ୍ତି। ରାଜ୍ୟ ସରକାର ଏହି ନିଷ୍ପତ୍ତି ସେପ୍ଟେମ୍ବର ମାସରୁ ନେଲେଣି। ଏବେ ସୁଦ୍ଧା ୩ ମାସ ବିତିଗଲାଣି ହେଲେ ଏହା ଉପରେ କିଛି ଅଗ୍ରଗତି ହୋଇନାହିଁ । ରାଜ୍ୟରେ ଏବେ ମାତ୍ର ୬ଟି ମହିଳା ଥାନା ଅଛି। ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ମହିଳା ଥାନା ସ୍ଥାପନା କାହିଁକି ହୋଇପାରିନାହିଁ। ରାଜ୍ୟ ସରକାର ୨ ମାସ ଭିତରେ ରାଜ୍ୟରେ ସମସ୍ତ ୩୦ ଜିଲ୍ଲାରେ ମହିଳା ଥାନା ସ୍ଥାପନା କରନ୍ତୁ। ରାଜ୍ୟରେ ପୁଲିସ ବିଭାଗରେ ଏକ ସ୍ପେସିଆଲ ସ୍କ୍ୱାର୍ଡ ଗଠନ ହେଉ। ଯେତେ ବି ବଳାକ୍ରାର ମାମାଲା ଆସୁଛି ସେ ସମସ୍ତ ମାମଲାର ତଦନ୍ତ ସେହି ସ୍ପେସିଆଲ ସ୍କ୍ୱାର୍ଡ କରୁ ବୋଲି ସେ ଦାବି କରିଛନ୍ତି।

ରାଜ୍ୟର ବିଭିନ୍ନ ଭାଗରେ ବହୁ ମହିଳା ଓ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ଏତେ ମହିଳା ଦୁର୍ଷ୍କମ ପରେ କେବେ ମୁଖ୍ୟମନ୍ତ୍ରୀଙ୍କର ନିଦ ଭାଙ୍ଗିବ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳୀନରେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଏବଂ ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story