ବନ୍ଦ ଯୋଗୁଁ ଶ୍ରଦ୍ଧାଳୁ ହନ୍ତସନ୍ତ: ବୁଡ଼ ପକାଇବା ପରେ ଫେରି ପାରୁନାହାନ୍ତି

କୋଣାର୍କ: ରାଜ୍ୟର ବିଭିନ୍ନ ଅଞ୍ଚଳ ପରି କୋଣାର୍କରେ ମଧ୍ୟ ଓଡ଼ିଶା ବନ୍ଦର ପ୍ରଭାବ ପଡ଼ିଛି। ଆଜି ମାଘ ସପ୍ତମୀ ଅବସରରେ  ଚନ୍ଦ୍ରଭାଗାକୁ ବୁଡ଼ ପକାଇବାକୁ ଆସିଥିବା ଲକ୍ଷାଧିକ ଶ୍ରଦ୍ଧାଳୁ ଗାଡ଼ି ମୋଟର ନପାଇ ଫସି ରହିଛନ୍ତି। ଆଜି ଏଠାରେ ହଜାର ହଜାର ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି।

ରେଳରୋକ ଯୋଗୁଁ ଭୁବନେଶ୍ୱର ସମତେ ରାଜ୍ୟର ବିଭିନ୍ନ ଷ୍ଟେସନରେ ଯାତ୍ରୀମାନେ ଅଟକି ରହିଛନ୍ତି।  ଟ୍ରେନରେ ଚିକିତ୍ସା ପାଇଁ ଯାଉଥିବା ରୋଗୀ ମଧ୍ୟ ଭାରି ହଇରାଣ ହୋଇଛନ୍ତି। ସେହିପରି ବିଭିନ୍ନ ବସଷ୍ଟାଣ୍ଡରେ ମଧ୍ୟ ଯାତ୍ରୀମାନେ କୁଆଡ଼େ ଯାଇ ନ ପାରି ଫସି ରହିଛନ୍ତି।

କୁନ୍ଦୁଲିରେ ଗଣଦୁଷ୍କର୍ମର ଶିକାର ହୋଇଥିବା ନାବାଳିକା ଆତ୍ମହତ୍ୟା କରିବା ଘଟଣାରେ ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହ ତାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଦାବି ହୋଇଛି।

Ordigital Desk
• Published: Wednesday, 24 January 2018
• Updated: 24 January 2018, 10:42 AM IST

Sports

Latest News

କୋଣାର୍କ: ରାଜ୍ୟର ବିଭିନ୍ନ ଅଞ୍ଚଳ ପରି କୋଣାର୍କରେ ମଧ୍ୟ ଓଡ଼ିଶା ବନ୍ଦର ପ୍ରଭାବ ପଡ଼ିଛି। ଆଜି ମାଘ ସପ୍ତମୀ ଅବସରରେ  ଚନ୍ଦ୍ରଭାଗାକୁ ବୁଡ଼ ପକାଇବାକୁ ଆସିଥିବା ଲକ୍ଷାଧିକ ଶ୍ରଦ୍ଧାଳୁ ଗାଡ଼ି ମୋଟର ନପାଇ ଫସି ରହିଛନ୍ତି। ଆଜି ଏଠାରେ ହଜାର ହଜାର ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି।

ରେଳରୋକ ଯୋଗୁଁ ଭୁବନେଶ୍ୱର ସମତେ ରାଜ୍ୟର ବିଭିନ୍ନ ଷ୍ଟେସନରେ ଯାତ୍ରୀମାନେ ଅଟକି ରହିଛନ୍ତି।  ଟ୍ରେନରେ ଚିକିତ୍ସା ପାଇଁ ଯାଉଥିବା ରୋଗୀ ମଧ୍ୟ ଭାରି ହଇରାଣ ହୋଇଛନ୍ତି। ସେହିପରି ବିଭିନ୍ନ ବସଷ୍ଟାଣ୍ଡରେ ମଧ୍ୟ ଯାତ୍ରୀମାନେ କୁଆଡ଼େ ଯାଇ ନ ପାରି ଫସି ରହିଛନ୍ତି।

କୁନ୍ଦୁଲିରେ ଗଣଦୁଷ୍କର୍ମର ଶିକାର ହୋଇଥିବା ନାବାଳିକା ଆତ୍ମହତ୍ୟା କରିବା ଘଟଣାରେ ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହ ତାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଦାବି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos