‘ତିନିମାସ ପାଇଁ ନ କଟୁ ମୋବାଇଲ ଇନ୍‌କମିଂ କଲ୍‌’

ଭୁବନେଶ୍ୱର (ଓଡିଶା ରିପୋର୍ଟର):  କରୋନା ସଂକ୍ରମଣ ରୋକିବାକୁ ସମଗ୍ର ଦେଶକୁ ଲକ୍ ଡାଉନ୍ ଘୋଷଣା କରାଯାଇଛି। ଏପରି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ି ଅନ୍ୟ ସବୁ ଦୋକାନ ବନ୍ଦ ରହିଛି । ଏପରି ସମୟରେ ମୋବାଇଲ ଦୋକାନ ବନ୍ଦ ରହୁଥିବାରୁ ବହୁ ଲୋକେ ରିଚାର୍ଜ କରିବାରୁ ବଞ୍ଚିତ ହେଉଛନ୍ତି।  ଫଳରେ ମୋବାଇଲ କମ୍ପାନୀଗୁଡିକ ଗ୍ରାହକଙ୍କ ସଂଯୋଗ କାଟି ଦେଉଛନ୍ତି ।ଏଥିଯୋଗୁ  ଦୂରଦୂରାନ୍ତରେ ରହୁଥିବା ନିଜ ପରିବାରବର୍ଗଙ୍କ ସହ ଯୋଗାଯୋଗ କରିପାରୁନାହାନ୍ତି  ବହୁ ଲୋକ । ତେଣୁ ଲକ୍‌ଡାଉନ୍‌ […]

Untitled-8888

Untitled-8888

Tapaswini Nayak
  • Published: Thursday, 09 April 2020
  • Updated: 09 April 2020, 11:33 AM IST

ଭୁବନେଶ୍ୱର (ଓଡିଶା ରିପୋର୍ଟର):  କରୋନା ସଂକ୍ରମଣ ରୋକିବାକୁ ସମଗ୍ର ଦେଶକୁ ଲକ୍ ଡାଉନ୍ ଘୋଷଣା କରାଯାଇଛି। ଏପରି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ି ଅନ୍ୟ ସବୁ ଦୋକାନ ବନ୍ଦ ରହିଛି ।

ଏପରି ସମୟରେ ମୋବାଇଲ ଦୋକାନ ବନ୍ଦ ରହୁଥିବାରୁ ବହୁ ଲୋକେ ରିଚାର୍ଜ କରିବାରୁ ବଞ୍ଚିତ ହେଉଛନ୍ତି।  ଫଳରେ ମୋବାଇଲ କମ୍ପାନୀଗୁଡିକ ଗ୍ରାହକଙ୍କ ସଂଯୋଗ କାଟି ଦେଉଛନ୍ତି ।ଏଥିଯୋଗୁ  ଦୂରଦୂରାନ୍ତରେ ରହୁଥିବା ନିଜ ପରିବାରବର୍ଗଙ୍କ ସହ ଯୋଗାଯୋଗ କରିପାରୁନାହାନ୍ତି  ବହୁ ଲୋକ ।

ତେଣୁ ଲକ୍‌ଡାଉନ୍‌ ସମୟରେ  ମୋବାଇଲ ଫୋନ୍ ବ୍ୟବହାରକାରୀଙ୍କ ଇନ୍‌କମିଂ କଲ୍‌ ସୁବିଧା ପ୍ରତ୍ୟାହାର ନ ହେଉ। ଏଥିପାଇଁ ଅତିକମ୍‌ରେ ତିନି ମାସ ପାଇଁ ଟେଲିକମ କମ୍ପାନୀମାନେ ଇନ୍‌କମିଂ କଲ୍‌ ସୁବିଧା ଯୋଗାଇଦେବାକୁ ସରକାର କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦିଅନ୍ତୁ। ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ କେନ୍ଦ୍ର ଟେଲି ଯୋଗାଯୋଗ ମନ୍ତ୍ରାଳୟକୁ ଚିଠି ଲେଖିଛନ୍ତି । 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story