ନଦୀ ପଠାରେ ଗଦାଗଦା କୀଟନାଶକ

ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ନାଗାବଳୀ ନଦୀ ପଠାରେ ବହୁ ସଂଖ୍ୟାରେ କୀଟନାଶକ ପଡ଼ିଥିବା ଦେଖିବାକୁ ମିଳିଛି। ନଦୀର ଡୁମାଗୁଡ଼ା ଓ ବଡ଼ପତିଗୁଡ଼ା ଘାଟ ନିକଟରେ ଏହି କୀଟନାଶକ ପଡ଼ିଛି। ଏଗୁଡିକ ତାମିଲନାଡୁ ଓ ଆନ୍ଧ୍ରରେ ପ୍ରସ୍ତୁତ ହେଉଥିବା ଡବା ଗୁଡିକରେ ଲେଖା ଅଛି। ତେବେ ଏତେ ସଂଖ୍ୟକ କୀଟନାଶକ ପ୍ୟାକେଟ୍‌କୁ କିଏ ଓ କାହିଁକି ଫିଙ୍ଗିଛି, ତାହା ଜଣାପଡ଼ିନାହିଁ।

pestiides

Rakesh Mallick
  • Published: Wednesday, 22 November 2017
  • , Updated: 22 November 2017, 12:35 PM IST

Related story