‘ପେଟ୍ରୋଲ ପମ୍ପ ଓ ଗ୍ୟାସ୍‌ ଏଜେନ୍ସୀ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ନ ନେଲେ କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ୱର: ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଗ୍ରହଣ ନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଷ୍ଟ୍ରାୟତ ପେଟ୍ରୋଲ ପମ୍ପ ଓ ଗ୍ୟାସ୍‌ ଷ୍ଟେସନକୁ ତାଗିଦ କରିଛନ୍ତି। ସେ କହିଛନ୍ତି,“ଗତକାଲି ମଧ୍ୟରାତ୍ରୀରୁ ଏହି ନୋଟ୍‌ ପ୍ରଚଳନ ବନ୍ଦ ହୋଇଥିଲେ ମଧ୍ୟ ପେଟ୍ରୋଲ ପମ୍ପ ଓ ଗ୍ୟାସ୍‌ ଏଜେନ୍ସୀରେ ଏହା ୭୨ ଘଣ୍ଟା ପର୍ଯ୍ୟନ୍ତ ଗ୍ରହଣ କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ତେଣୁ ପେଟ୍ରୋଲ ପମ୍ପ ଓ ଗ୍ୟାସ୍‌ […]

Dharmendra

Rakesh Mallick
  • Published: Wednesday, 09 November 2016
  • , Updated: 09 November 2016, 02:49 PM IST

ଭୁବନେଶ୍ୱର: ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଗ୍ରହଣ ନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଷ୍ଟ୍ରାୟତ ପେଟ୍ରୋଲ ପମ୍ପ ଓ ଗ୍ୟାସ୍‌ ଷ୍ଟେସନକୁ ତାଗିଦ କରିଛନ୍ତି।

ସେ କହିଛନ୍ତି,“ଗତକାଲି ମଧ୍ୟରାତ୍ରୀରୁ ଏହି ନୋଟ୍‌ ପ୍ରଚଳନ ବନ୍ଦ ହୋଇଥିଲେ ମଧ୍ୟ ପେଟ୍ରୋଲ ପମ୍ପ ଓ ଗ୍ୟାସ୍‌ ଏଜେନ୍ସୀରେ ଏହା ୭୨ ଘଣ୍ଟା ପର୍ଯ୍ୟନ୍ତ ଗ୍ରହଣ କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ତେଣୁ ପେଟ୍ରୋଲ ପମ୍ପ ଓ ଗ୍ୟାସ୍‌ ଏଜେନ୍ସୀ ଏହି ଟଙ୍କା ନେବାକୁ ବାଧ୍ୟ। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏହି ଟଙ୍କା ନେବାକୁ ଅରାଜି ହେବାର ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠନ ନିଆଯିବ।”

Related story