ଓୟୁଏଟିରେ ହେବ ଆହତ ଅଜଗରର ଅସ୍ତ୍ରୋପଚାର

ଭୁବନେଶ୍ୱର: ଭୁବନେଶ୍ୱର ଓୟୁଏଟିରେ ଉଦ୍ଧାର ହୋଇଥିବା ଆହତ ଅଜଗର ସାପର ଆଜି ଅସ୍ତ୍ରୋପଚାର କରାଯିବ। ଗତକାଲି ଖୋର୍ଦ୍ଧା ବରୁଣେଇ ପାହାଡ ନିକଟରୁ ଏହି ଅଜଗର ସାପଟିକୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।  ଆହତ ଅବସ୍ଥାରେ ଉଦ୍ଧାର କରି ସାପଟିକୁ ସ୍ଥାନୀୟ ଲୋକେ ବନ ବିଭାଗକୁ ହସ୍ତାନ୍ତର କରିଥିଲେ।  ପ୍ରାୟ ୧୪-୧୫  ଫୁଟ ଲମ୍ବର ଏହି  ଅଜଗରଟି ବରୁଣେଇ ପାହାଡ଼ରୁ ଆସି ରାସ୍ତା ପାର ହେଉଥିବା ବେଳେ ଗାଡି ଧକ୍କାରେ ଆହତ ହୋଇଥିବା ଅନୁମାନ କରାଯାଉଛି।

paithan-resque-from-in-barunai

paithan-resque-from-in-barunai

Rakesh Mallick
  • Published: Monday, 13 November 2017
  • Updated: 13 November 2017, 12:55 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story