ଅନ୍ୟ ଏକ ଜଗନ୍ନାଥ ମନ୍ଦିରରେ ଶ୍ରୀମନ୍ଦିର ସେବାୟତ ପୂଜା କରୁଥିବା ଫଟୋ ଭାଇରାଲ୍‌

ପୁରୀ(ଓଡ଼ିଶା ରିପୋର୍ଟର): ପରମବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପୂଜା ନିର୍ଦ୍ଦିଷ୍ଟ ରୀତିନୀତି ଅନୁଯାୟୀ ହୋଇଥାଏ। ଶ୍ରୀମନ୍ଦିର ସ୍ଵତ୍ୱଲିପି ଅନୁସାରେ ଶ୍ରୀମନ୍ଦିର ସେବାୟତମାନେ ଏହି ସମସ୍ତ ନୀତି କରିଥା’ନ୍ତି। ଏଭଳି ନୀତିକାନ୍ତି ଅନ୍ୟ କୌଣସି ମନ୍ଦିରରେ ଦେଖିବାକୁ ମିଳିନଥାଏ। ହେଲେ ଏବେ ଶ୍ରୀମନ୍ଦିରର ସେବାୟତମାନେ ଅନ୍ୟ ଏକ ଜଗନ୍ନାଥ ମନ୍ଦିରରେ ପୂଜା କରୁଥିବାର ଫଟୋ ସୋଶାଲ୍‌ ମିଡ଼ିଆରେ ଭାଇରାଲ ହୋଇଛି। ଯାହାକୁ ନେଇ ନାନା ଆଲୋଚନା ଓ ପର୍ଯ୍ୟାଲୋଚନା ଆରମ୍ଭ ହେଇଛି। ଭାଇରାଲ୍‌ ହୋଇଥିବା ଫଟୋରେ ଦେଖିବାକୁ ମିଳିଛି, ମହାପ୍ରଭୁ ଶ୍ରୀବଳଭଦ୍ର, […]

PHOTO-OF-PURI-SEVAYATS--OFFERING-BHOG-TO-THE-LORDS-IN-ANOTHER-TEMPLE-GOES-VIRAL

Manoranjan Sial
  • Published: Monday, 29 July 2019
  • Updated: 29 July 2019, 08:05 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ପରମବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପୂଜା ନିର୍ଦ୍ଦିଷ୍ଟ ରୀତିନୀତି ଅନୁଯାୟୀ ହୋଇଥାଏ। ଶ୍ରୀମନ୍ଦିର ସ୍ଵତ୍ୱଲିପି ଅନୁସାରେ ଶ୍ରୀମନ୍ଦିର ସେବାୟତମାନେ ଏହି ସମସ୍ତ ନୀତି କରିଥା’ନ୍ତି। ଏଭଳି ନୀତିକାନ୍ତି ଅନ୍ୟ କୌଣସି ମନ୍ଦିରରେ ଦେଖିବାକୁ ମିଳିନଥାଏ। ହେଲେ ଏବେ ଶ୍ରୀମନ୍ଦିରର ସେବାୟତମାନେ ଅନ୍ୟ ଏକ ଜଗନ୍ନାଥ ମନ୍ଦିରରେ ପୂଜା କରୁଥିବାର ଫଟୋ ସୋଶାଲ୍‌ ମିଡ଼ିଆରେ ଭାଇରାଲ ହୋଇଛି। ଯାହାକୁ ନେଇ ନାନା ଆଲୋଚନା ଓ ପର୍ଯ୍ୟାଲୋଚନା ଆରମ୍ଭ ହେଇଛି।

ଭାଇରାଲ୍‌ ହୋଇଥିବା ଫଟୋରେ ଦେଖିବାକୁ ମିଳିଛି, ମହାପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ପ୍ରତିମା ଆଗରେ ତିନି ଜଣ ସେବକ ବସି ପୂଜାର୍ଚ୍ଚନା କରୁଛନ୍ତି। ଚତୁର୍ଦ୍ଧାମୂର୍ତ୍ତିଙ୍କ ସମ୍ମୁଖରେ ମାଟି ପାତ୍ରରେ ଅନେକ ପ୍ରକାର ବ୍ୟଞ୍ଜନ ବଢ଼ା ହୋଇଛି। ଶ୍ରୀମନ୍ଦିର ସେବାୟତଙ୍କ ଏଭଳି ପୂଜା କରୁଥିବାର ଚିତ୍ର ଭାଇରାଲ ହେବା ପରେ ଶ୍ରୀମନ୍ଦିରର ନୀଳକନ୍ଦରରେ ପୂଜାପାଉଥିବା ଶ୍ରୀଜିଉଙ୍କ ପୂଜାର୍ଚ୍ଚନାକୁ ନେଇ ଅନେକ ଅସମାହିତ ପ୍ରଶ୍ନ ଉଠିଛି। କାରଣ ପରବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ରୀତିନୀତି, ବିଧିବିଧାନ, ପୂଜାର୍ଚ୍ଚନା ସବୁ ଭିନ୍ନ ଓ ଅନନ୍ୟ। ମଙ୍ଗଳାଆରତୀଠାରୁ ଆରମ୍ଭ କରି ଅବକାଶ ନୀତି, ଗୋପାଳ ବଲ୍ଲଭ, କୋଠଭୋଗ, ଭୋଗ ମଣ୍ଡପ ଏବଂ ସନ୍ଧ୍ୟା ଆଳତୀଠାରୁ ବଡ଼ଶୃଙ୍ଗାର ବେଶ ପ୍ରତ୍ୟକଟି ରୀତିନୀତି ସ୍ୱତନ୍ତ୍ର ଭାବେ କରାଯାଇଥାଏ। ଅନ୍ୟ କୌଣସି ମନ୍ଦିରରେ ଏଭଳି ନୀତିକାନ୍ତି ଦେଖାଯାଇନଥାଏ। ଆଉ ଏହି ସମସ୍ତ ରୀତିନୀତି ଶ୍ରୀମନ୍ଦିର ସ୍ଵତ୍ଵଲିପି ଅନୁସାରେ ଶ୍ରୀମନ୍ଦିର ସେବାୟତମାନେ କରିଥାନ୍ତି।

ଭାଇରାଲ୍‌ ଫଟୋକୁ ନେଇ ସେବାୟତଙ୍କ ଭିତରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କିଛି ସେବାୟତ ଏହାକୁ ନାପସନ୍ଦ କରିଥିବା ବେଳେ ପୂଜାପଣ୍ଡା ନିଯୋଗର ସମ୍ପାଦକ ତଥା ପରିଚାଳନା କମିଟି ସଦସ୍ୟ ଏହା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ଶ୍ରୀମନ୍ଦିର ସେବାୟତ ଯେଉଁ ସ୍ଥାନକୁ ଯାଇଥାନ୍ତି, ସେଠାରେ ପୂଜାର୍ଚ୍ଚନା କରି ସେହି ବ୍ୟଞ୍ଜନକୁ ଭୋଗ ରୂପରେ ପାଇଥାନ୍ତି ବୋଲି ସେମାନେ କହିଛନ୍ତି।

ସେପଟେ ଏଭଳି ଭାଇରାଲ ଫଟୋଚିତ୍ର କୌଣସି ଯଥାର୍ଥତା ନାହିଁ ବୋଲି କେତେକ ସେବାୟତ କରିଛନ୍ତି। ଯେଉଁ ସେବାୟତମାନେ ପୁରୀ ବାହାରକୁ ଯାଇଥାନ୍ତି, ସେହି ସ୍ଥାନରେ ଯେଉଁ ମନ୍ଦିର ରହିଥାଏ ସେଠାରେ ସେମାନେ ବ୍ୟଞ୍ଜନ ପ୍ରସ୍ତୃତ କରିବା ପରେ ପୂଜାର୍ଚ୍ଚନା କରି ଭୋଗ ଲଗାଇଥାନ୍ତି। ସେଠାରେ ଶ୍ରୀମନ୍ଦିର ଭଳି ପୂଜାର୍ଚ୍ଚନା କରାଯାଇନଥାଏ। ଏପରିକି ଷୋଡ଼ଶ ଉପଚାର ପୂଜା କରାଯାଇନଥାଏ ବୋଲି ପୂଜାପଣ୍ଡା ନିଯୋଗ ସମ୍ପାଦକ ମାଧବ ପୂଜାପଣ୍ଡା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story