ସୋଶାଲ୍‌ ମିଡିଆରେ କୋଇଲି ବୈକୁଣ୍ଠ ଫଟୋ ଭାଇରାଲ

ପୁରୀ(ଓଡ଼ିଶା ରିପୋର୍ଟର): ପୁଣି ଭାଇରାଲ୍ ହୋଇଛି ଶ୍ରୀମନ୍ଦିର ଭିତର ବେଢ଼ାର ଫଟୋ। ଫେସବୁକ୍‌ରେ କୋଇଲି ବୈକୁଣ୍ଠର ଫଟୋ ଦେଖିବାକୁ ମିଳିଛି। ଏହାକୁ ଗୁଜରାଟର ହିତେଶ ସୁନାନି ନାମକ ଜଣେ ବ୍ୟକ୍ତି ନିଜ ଫେସବୁକ୍ ଆକାଉଣ୍ଟରେ ଅପଲୋଡ୍ କରିଛନ୍ତି। ସେ କେମିତି ଏହି ଫଟୋ ଉଠାଇଛନ୍ତି କିମ୍ବା କେଉଁଠୁ ଏହା ପାଇଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି। ଏତେ କଟକଣା ସତ୍ତ୍ୱେ ଶ୍ରୀମନ୍ଦିର କୋଇଲି ବୈକୁଣ୍ଠର ଫଟୋ ଉତ୍ତୋଳନ କେମିତି କରାଯାଇଛି ବୋଲି ଭକ୍ତଙ୍କ ମହଲରେ ପ୍ରଶ୍ନବାଚୀ ସୃଷ୍ଟି […]

rttt999

rttt999

Tapaswini Nayak
  • Published: Friday, 09 November 2018
  • Updated: 09 November 2018, 08:22 AM IST

ପୁରୀ(ଓଡ଼ିଶା ରିପୋର୍ଟର): ପୁଣି ଭାଇରାଲ୍ ହୋଇଛି ଶ୍ରୀମନ୍ଦିର ଭିତର ବେଢ଼ାର ଫଟୋ। ଫେସବୁକ୍‌ରେ କୋଇଲି ବୈକୁଣ୍ଠର ଫଟୋ ଦେଖିବାକୁ ମିଳିଛି। ଏହାକୁ ଗୁଜରାଟର ହିତେଶ ସୁନାନି ନାମକ ଜଣେ ବ୍ୟକ୍ତି ନିଜ ଫେସବୁକ୍ ଆକାଉଣ୍ଟରେ ଅପଲୋଡ୍ କରିଛନ୍ତି। ସେ କେମିତି ଏହି ଫଟୋ ଉଠାଇଛନ୍ତି କିମ୍ବା କେଉଁଠୁ ଏହା ପାଇଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି।

ଏତେ କଟକଣା ସତ୍ତ୍ୱେ ଶ୍ରୀମନ୍ଦିର କୋଇଲି ବୈକୁଣ୍ଠର ଫଟୋ ଉତ୍ତୋଳନ କେମିତି କରାଯାଇଛି ବୋଲି ଭକ୍ତଙ୍କ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ସହିତ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ପ୍ରତି ମଧ୍ୟ ଅଙ୍ଗୁଳି ଉଠିଛି।

ଆଗରୁ ମଧ୍ୟ ଅନେକ ଥର ଶ୍ରୀମନ୍ଦିରର ଫଟୋ ଭାଇରାଲ୍ ହୋଇଥିଲା। ବାରମ୍ବାର ଏପରି ହେବା ସତ୍ତ୍ୱେ କାହିଁକି ତାକୁ ରୋକା ଯାଇ ପାରୁନି ବୋଲି ଶ୍ରୀଜଗନ୍ନାଥ ପ୍ରେମୀ କ୍ଷୋଭ ପ୍ରକାଶ କରିଛନ୍ତି।

ଅଧିକ ପଢ଼ନ୍ତୁ-ଶ୍ରୀମନ୍ଦିର ପରିସରର ଫଟୋ ଭାଇରାଲ୍କଲେ ପୁଲିସ୍ବାବୁ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story