ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ପୁରୀ ଶ୍ରୀମନ୍ଦିର ପରିସରର ଫଟୋ ଭାଇରାଲ୍ ହୋଇଛି। ଏଥର ଫଟୋ ଭାଇରାଲ୍ କରିଛନ୍ତି ଜଣେ ପୁଲିସ୍ ଅଫିସର୍।
ପୁରୀ ସମୁଦ୍ରକୂଳ ଥାନାର ସବ୍ଇନ୍ସପେକ୍ଟର ଦିଲୀପ ପଣ୍ଡା ତାଙ୍କ ଫେସବୁକ୍ ଆକାଉଣ୍ଟରେ ଏହି ଫଟୋକୁ ଅପ୍ଲୋଡ୍ କରିଛନ୍ତି।
ବାଇଶି ପାହାଚରେ ପିଣ୍ଡଦାନ କରିବା ସମୟର ଫଟୋ ସହିତ ବେଢ଼ାରେ ଛିଡ଼ା ହୋଇ ଉଠାଇଥିବା ଫଟୋକୁ ସେ ଫେସ୍ବୁକ୍ରେ ପୋଷ୍ଟ୍ କରିଛନ୍ତି।
ଜଣେ ପୁଲିସ୍ ଅଧିକାରୀଙ୍କ ଏଭଳି କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିଛି। ତେବେ ଏହାକୁ ନେଇ ତାଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ।
https://youtu.be/ccSFIg-bcJ8
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ବବିଙ୍କ ଭାଇ ଭବଙ୍କୁ ବାନ୍ଧିଲା ପୁଲିସ
ଗତକାଲି ବିଳମ୍ବିତ ରାତିରେ ଭବ ଦାସଙ୍କୁ ଘରୁ ଉଠାଇ ଆଣି ଅଟକ ରଖିଥିଲା ପୁଲିସ।
Accident
ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ପ୍ଲାଷ୍ଟିକ୍ ସ୍କ୍ରାପ୍ ଗୋଦାମ
ସର୍ଟ ସର୍କିଟରୁ ଏହି ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।
Politics
ବବିଙ୍କ ଭାଇ ଭବ ଅଟକ; ଅଧାରାତିରେ ଉଠାଇ ଆଣିଲା ପୁଲିସ
ଯାଜପୁର ବିରଜା ହାଟରେ ଜଣେ ବ୍ୟବସାୟୀଙ୍କୁ ଧମକ ଦେବା ସହ ମାଡ଼ ମାରିବ ଅଭିଯୋଗରେ ପୁଲିସ ତାଙ୍କୁ ଅଟକ ରଖିଥିବା ଜଣାଯାଇଛି।