କେନାଲକୁ ଓଲଟିଲା ପିକ୍‌ଅପ୍ ଡାଲା ଭର୍ତ୍ତି ରୋହି ଓ ଭାକୁର, ପାଣିରୁ ଛାଣିଲେ ଲୋକେ

ସାଲେପୁର(ଓଡ଼ିଶା ରିପୋର୍ଟର): ପିକ୍‌ଅପ୍ ଡାଲାରେ ଭର୍ତ୍ତି ହୋଇଥିଲା କ୍ଵିଣ୍ଟାଲ କ୍ଵିଣ୍ଟାଲ ରୋହି, ଭାକୁର ମାଛ। ଭାରସାମ୍ୟ ହରାଇ ଏହି ପିକ୍‌ଅପ୍ କେନାଲରେ ଖସି ପଡ଼ିଲା। କେନାଲ ପାଣିରେ ମାଛ ଭାସି ଯାଉଥିବା ଦେଖି କେନାଲକୁ ଡେଇଁଲେ ବହୁ ସଂଖ୍ୟକ ଲୋକେ। ସମସ୍ତେ ମାଛ ଖୋଜିବାରେ ଲାଗି ପଡ଼ିଲେ। ହେଲେ ନିଜେ ନେଲେନି। ଓଲଟା ଗାଡ଼ି ଚାଳକ ଓ ବ୍ୟବସାୟୀଙ୍କୁ ଉଦ୍ଧାର ପରେ ସମସ୍ତ ମାଛ ସେମାନଙ୍କୁ ଦେଇଥିଲେ। ଏଭଳି ମାନବିକତାର ଚିତ୍ର ଆଜି କଟକ ଜିଲ୍ଲା ମାହାଙ୍ଗା […]

pickup

pickup

Niranjan Mishra
  • Published: Wednesday, 24 August 2022
  • Updated: 24 August 2022, 06:48 PM IST

Sports

Latest News

ସାଲେପୁର(ଓଡ଼ିଶା ରିପୋର୍ଟର): ପିକ୍‌ଅପ୍ ଡାଲାରେ ଭର୍ତ୍ତି ହୋଇଥିଲା କ୍ଵିଣ୍ଟାଲ କ୍ଵିଣ୍ଟାଲ ରୋହି, ଭାକୁର ମାଛ। ଭାରସାମ୍ୟ ହରାଇ ଏହି ପିକ୍‌ଅପ୍ କେନାଲରେ ଖସି ପଡ଼ିଲା। କେନାଲ ପାଣିରେ ମାଛ ଭାସି ଯାଉଥିବା ଦେଖି କେନାଲକୁ ଡେଇଁଲେ ବହୁ ସଂଖ୍ୟକ ଲୋକେ। ସମସ୍ତେ ମାଛ ଖୋଜିବାରେ ଲାଗି ପଡ଼ିଲେ। ହେଲେ ନିଜେ ନେଲେନି। ଓଲଟା ଗାଡ଼ି ଚାଳକ ଓ ବ୍ୟବସାୟୀଙ୍କୁ ଉଦ୍ଧାର ପରେ ସମସ୍ତ ମାଛ ସେମାନଙ୍କୁ ଦେଇଥିଲେ। ଏଭଳି ମାନବିକତାର ଚିତ୍ର ଆଜି କଟକ ଜିଲ୍ଲା ମାହାଙ୍ଗା ଥାନା ଇଟାମୁଣ୍ଡଳି ଗାଁ ନିକଟ ଛକରେ ଦେଖିବାକୁ ମିଳିଛି।

ସଧାରଣତଃ କୌଣସି ସ୍ଥାନରେ ମାଲବାହୀ ଗାଡ଼ି ଦୁର୍ଘଟଣା ଘଟିଲେ ସ୍ଥାନୀୟ ଲୋକେ ଗାଡ଼ିରେ ଥିବା ସାମଗ୍ରୀ ବୋହି ନେଇ ଯିବାର ଦୃଶ୍ୟ ଦେଖିବାକୁ ମିଳିଥାଏ। ହେଲେ ଏଠାରେ ସମ୍ପୂର୍ଣ୍ଣ ଓଲଟା ଦୃଶ୍ୟ ଦେଖାଯାଇଛି। ଯାହା ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି।

ସୂଚନା ମୁତାବକ, ଆଜି ସକାଳୁ ଖୁବ୍ ଜୋର ବର୍ଷା ହେଉଥିଲା। ଏହି ସମୟରେ ଏକ ମାଛ ବୋଝେଇ ପିକଅପ ଭ୍ୟାନ ଏହି ସ୍ଥାନ ଦେଇ ଯାଉଥିଲା। କୌଣସି କାରଣରୁ ଭାରସାମ୍ୟ ହରାଇ କେନାଲ ଭିତରକୁ ଓଲଟି ପଡ଼ିଥିଲା ଏହି ଗାଡ଼ି। ଏହା ଦେଖି ସ୍ଥାନୀୟ ଲୋକମାନେ କେନାଲ ଭିତରକୁ ଡେଇଁ ଗାଡ଼ି ଭିତରୁ ଚାଳକ ଓ ମାଛ ବ୍ୟବସାୟୀଙ୍କୁ ଉଦ୍ଧାର କରିଥିଲେ। ପରେ ପାଣିରେ ଭାସି ଯାଉଥିବା ମାଛକୁ ଉଦ୍ଧାର କରି ବ୍ୟବସାୟୀଙ୍କୁ ଦେଇଥିଲେ। ତେବେ ଏହି ଦୁର୍ଘଟଣାରେ କୌଣସି ବ୍ୟକ୍ତି ଆହତ ହୋଇନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story