ଆଠଗଡ଼ ଋଣ ଘୋଟାଲା, ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

କଟକ (ଓଡ଼ିଶା ରିପୋର୍ଟର): ଆଠଗଡ଼ କୋଅପରେଟିଭ ବ୍ୟାଙ୍କ ଋଣ ଜାଲିଆତି ମାମଲାରେ ହାଇକୋର୍ଟରେ ଦାୟର ହୋଇଛି ଜନସ୍ୱାର୍ଥ ମାମଲା। ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ସିବିଆଇ କିମ୍ବା କୋର୍ଟ ତତ୍ତ୍ୱାବଧାନରେ SIT ତଦନ୍ତ କରିବାକୁ ଅପିଲ କରାଯାଇଛି। ଏଥିରେ ମୁଖ୍ୟ ଶାସନ ସଚିବ, ସିବିଆଇ ସହ ମୋଟ ୮ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି। ଘଟଣାରେ ସମବାୟ ମନ୍ତ୍ରୀ ରାଜା ସ୍ୱାଇଁଙ୍କ ଭାଇ ଜଡ଼ିତ ଥିବା ଅଭିଯୋଗ ହୋଇଥିଲା। ଋଣ ନନେଇ […]

orissa-high-court

orissa-high-court

Manoranjan Sial
  • Published: Wednesday, 02 December 2020
  • Updated: 02 December 2020, 04:17 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ଆଠଗଡ଼ କୋଅପରେଟିଭ ବ୍ୟାଙ୍କ ଋଣ ଜାଲିଆତି ମାମଲାରେ ହାଇକୋର୍ଟରେ ଦାୟର ହୋଇଛି ଜନସ୍ୱାର୍ଥ ମାମଲା। ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ସିବିଆଇ କିମ୍ବା କୋର୍ଟ ତତ୍ତ୍ୱାବଧାନରେ SIT ତଦନ୍ତ କରିବାକୁ ଅପିଲ କରାଯାଇଛି। ଏଥିରେ ମୁଖ୍ୟ ଶାସନ ସଚିବ, ସିବିଆଇ ସହ ମୋଟ ୮ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି। ଘଟଣାରେ ସମବାୟ ମନ୍ତ୍ରୀ ରାଜା ସ୍ୱାଇଁଙ୍କ ଭାଇ ଜଡ଼ିତ ଥିବା ଅଭିଯୋଗ ହୋଇଥିଲା।

ଋଣ ନନେଇ ଚାଷୀମାନେ ଜାଲିଆତିରେ ଫସି ଯାଇଛନ୍ତି। ଯେଉଁଥିପାଇଁ ଚାଷୀମାନେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏହାର ପ୍ରତିବାଦରେ ଶତାଧିକ ଚାଷୀ ଦୁଇ ଦିନ ତଳେ ଆଠଗଡ କେନ୍ଦ୍ର ସମବାୟ ବ୍ୟାଙ୍କ ଆଗରେ ହଳ ଲଙ୍ଗଳ, ଧାନ କେଣ୍ଡା ଧରି ଘେରାଓ କରିବା ସହ ଆମରଣ ଅନସନରେ ବସିଥିଲେ।

ଆଠଗଡ ଉପଖଣ୍ଡରେ ଥିବା ୨୬ଟି ସୋସାଇଟର ସମସ୍ତ ଋଣୀଙ୍କ ତାଲିକା ସାର୍ବଜନିନ କରାଯାଉ ଓ ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଚାଷୀମାନେ ଦାବି କରିଥିଲେ। ହେଲେ ପ୍ରଶାସନ ଚାଷୀଙ୍କ ସମସ୍ୟା ଶୁଣିନଥିଲା। ଏହାର ପ୍ରତିବାଦରେ ୪ ଜଣ ଭୁବନେଶ୍ୱର ଆସି ବିଧାନସଭା ସମ୍ମୁଖରେ ଦେହରେ କିରାସିନି ଢ଼ାଳି ଆତ୍ମାହୁତି ଧମକ ଦେଇଥିଲେ। ମାତ୍ର ସେଠାରେ ଉପସ୍ଥିତ ଥିବା ପୁଲିସ ସେମାନଙ୍କୁ ଉଦ୍ଧାର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story