ପିପିଲିର ପୂର୍ବତନ ଆଇଆଇସି ଅମୂଲ୍ୟ ଚମ୍ପତ୍ତିରାୟଙ୍କୁ ପୁନଃନିଯୁକ୍ତି

ପୁରୀ: ପିପିଲି ଥାନାର ପୂର୍ବତନ ଆଇଆଇସି ଅମୂଲ୍ୟ ଚମ୍ପତ୍ତିରାୟଙ୍କୁ ପୁନଃନିଯୁକ୍ତି ଦିଆଯାଇଛି। ଅମୂଲ୍ୟଙ୍କୁ ପୁରୀ ପୋଲିସ ମୁଖ୍ୟାଳୟରେ ଅବସ୍ଥାପିତ କରିଛନ୍ତି ପୋଲିସ ଡିଜି।  ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଅମୂଲ୍ୟଙ୍କୁ ପୁନଃ ଅବସ୍ଥାପିତ କରାଯାଇଛି । ୨୦୧୨ ମସିହାରେ ବହୁ ଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ମାମଲାରେ ବରଖାସ୍ତ ହୋଇଥିଲେ ଅମୂଲ୍ୟ ଚମ୍ପତ୍ତିରାୟ। ତେବେ ସରକାରଙ୍କ ନିଷ୍ପତ୍ତି ବିରୋଧରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

iic

Rakesh Mallick
  • Published: Friday, 13 October 2017
  • , Updated: 13 October 2017, 01:20 PM IST

ପୁରୀ: ପିପିଲି ଥାନାର ପୂର୍ବତନ ଆଇଆଇସି ଅମୂଲ୍ୟ ଚମ୍ପତ୍ତିରାୟଙ୍କୁ ପୁନଃନିଯୁକ୍ତି ଦିଆଯାଇଛି। ଅମୂଲ୍ୟଙ୍କୁ ପୁରୀ ପୋଲିସ ମୁଖ୍ୟାଳୟରେ ଅବସ୍ଥାପିତ କରିଛନ୍ତି ପୋଲିସ ଡିଜି।  ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଅମୂଲ୍ୟଙ୍କୁ ପୁନଃ ଅବସ୍ଥାପିତ କରାଯାଇଛି ।

୨୦୧୨ ମସିହାରେ ବହୁ ଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ମାମଲାରେ ବରଖାସ୍ତ ହୋଇଥିଲେ ଅମୂଲ୍ୟ ଚମ୍ପତ୍ତିରାୟ। ତେବେ ସରକାରଙ୍କ ନିଷ୍ପତ୍ତି ବିରୋଧରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Related story