ପର୍ଯ୍ୟଟନ ବିଭାଗର ଟାର୍ଗେଟ: ପ୍ରତିବର୍ଷ ଓଡ଼ିଶାକୁ ଆସିବେ ୨କୋଟି ଘରୋଇ ପର୍ଯ୍ୟଟକ

ଭୁବନେଶ୍ୱର: ପ୍ରତିବର୍ଷ ଓଡ଼ିଶାକୁ ୨କୋଟି ଘରୋଇ ପର୍ଯ୍ୟଟକ ଏବଂ ୨ଲକ୍ଷ ବିଦେଶୀ ପର୍ଯ୍ୟଟକ ଆସିବା ନେଇ  ଟାର୍ଗେଟ ରଖିଛନ୍ତି ରାଜ୍ୟ ସରକାର। ଆସନ୍ତା ୪ବର୍ଷ ଭିତରେ ଏହି ଟାର୍ଗେଟ ପୁରଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧକ୍ଷ୍ୟତାରେ ବସିଥିବା ଓଡ଼ିଶା ଟୁରିଜିମ ପ୍ରମୋସନ କାଉନସିଲରେ ଏହି ପଦକ୍ଷେପ ନିଆଯାଇଛି। ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ରାଜ୍ୟର ୮ଟି ଥାନାରେ ଟୁରିଜିମ୍ ପୋଲିସି ବ୍ୟବସ୍ଥା ଉପରେ ଗୁରୁତ୍ୱରୋପ କରାଯାଇଛି । ୨୦୧୩ରେ ରାଜ୍ୟରେ  […]

navin

navin

Rakesh Mallick
  • Published: Sunday, 28 June 2015
  • Updated: 28 June 2015, 01:58 AM IST

Sports

Latest News

ଭୁବନେଶ୍ୱର: ପ୍ରତିବର୍ଷ ଓଡ଼ିଶାକୁ ୨କୋଟି ଘରୋଇ ପର୍ଯ୍ୟଟକ ଏବଂ ୨ଲକ୍ଷ ବିଦେଶୀ ପର୍ଯ୍ୟଟକ ଆସିବା ନେଇ  ଟାର୍ଗେଟ ରଖିଛନ୍ତି ରାଜ୍ୟ ସରକାର। ଆସନ୍ତା ୪ବର୍ଷ ଭିତରେ ଏହି ଟାର୍ଗେଟ ପୁରଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧକ୍ଷ୍ୟତାରେ ବସିଥିବା ଓଡ଼ିଶା ଟୁରିଜିମ ପ୍ରମୋସନ କାଉନସିଲରେ ଏହି ପଦକ୍ଷେପ ନିଆଯାଇଛି। ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ରାଜ୍ୟର ୮ଟି ଥାନାରେ ଟୁରିଜିମ୍ ପୋଲିସି ବ୍ୟବସ୍ଥା ଉପରେ ଗୁରୁତ୍ୱରୋପ କରାଯାଇଛି । ୨୦୧୩ରେ ରାଜ୍ୟରେ  ପର୍ଯ୍ୟଟନ ପଲିସି ହେବାପରେ ଏହା ହେଉଛି ପ୍ରଥମ କାଉନସିଲ ବୈଠକ।

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos