ଜମି କେଳେଙ୍କାରୀ ମାମଲା: ପୂର୍ବତନ ଅତିରିକ୍ତ ତହସିଲଦାର ଓ ଦମ୍ପତିଙ୍କୁ ଉଠାଇନେଲା ପୁଲିସ୍‌

ଢେଙ୍କାନାଳ(ରାଜଶ୍ରୀ ଶତପଥି): ବେଆଇନ ଭାବେ ଜମିର କିସମ ବଦଳାଇଥିବା ଅଭିଯୋଗରେ ପୂର୍ବତନ ଅତିରିକ୍ତ ତହସିଲଦାର ଓ ଦଲାଲ ସାଜିଥିବା ସ୍ୱାମୀ ସ୍ତ୍ରୀଙ୍କୁ ପୁଲିସ ଅଟକ ରଖିଛି। ଢେଙ୍କାନାଳ ସଦର ତହସିଲ ଅନ୍ତର୍ଗତ ସାନଷାଠିଏବାଟିଆ ଜମି କେଳେଙ୍କାରୀ ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରାଯାଇଛି। ପୂର୍ବତନ ଅତିରିକ୍ତ ତହସିଲଦାର ଓ ଦଲାଲ୍ ଦମ୍ପତିଙ୍କୁ ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଥିବା ଜଣାଯାଇଛି। ସୂଚନାଥାଉ କି, ସାନଷାଠିଏ ବାଟିଆ ଅଞ୍ଚଳର ୫୨୨ନମ୍ବର ପ୍ଲଟର ୩୧ ଡେସିମିଲ ପରିମିତ ଜଳାଶୟ […]

dhenkanal

dhenkanal

Tapaswini Nayak
  • Published: Friday, 10 September 2021
  • Updated: 10 September 2021, 12:28 PM IST

Sports

Latest News

ଢେଙ୍କାନାଳ(ରାଜଶ୍ରୀ ଶତପଥି): ବେଆଇନ ଭାବେ ଜମିର କିସମ ବଦଳାଇଥିବା ଅଭିଯୋଗରେ ପୂର୍ବତନ ଅତିରିକ୍ତ ତହସିଲଦାର ଓ ଦଲାଲ ସାଜିଥିବା ସ୍ୱାମୀ ସ୍ତ୍ରୀଙ୍କୁ ପୁଲିସ ଅଟକ ରଖିଛି। ଢେଙ୍କାନାଳ ସଦର ତହସିଲ ଅନ୍ତର୍ଗତ ସାନଷାଠିଏବାଟିଆ ଜମି କେଳେଙ୍କାରୀ ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରାଯାଇଛି। ପୂର୍ବତନ ଅତିରିକ୍ତ ତହସିଲଦାର ଓ ଦଲାଲ୍ ଦମ୍ପତିଙ୍କୁ ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଥିବା ଜଣାଯାଇଛି।

ସୂଚନାଥାଉ କି, ସାନଷାଠିଏ ବାଟିଆ ଅଞ୍ଚଳର ୫୨୨ନମ୍ବର ପ୍ଲଟର ୩୧ ଡେସିମିଲ ପରିମିତ ଜଳାଶୟ ଜମିକୁ ଦଲାଲଙ୍କ ସହ ମିଳିମିଶି ତତ୍କାଳୀନ ଅତିରିକ୍ତ ତହସିଲଦାର ଓ ରାଜସ୍ୱ କର୍ମଚାରୀ ବେଆଇନ ଭାବରେ ଶାରଦରେ ପରିବର୍ତ୍ତନ କରିଥିଲେ।  ଏହା ପ୍ରଘଟ ହେବା ପରେ ଜିଲ୍ଲାପାଳ  ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ ତହସିଲଦାରଙ୍କ ପକ୍ଷରୁ ଟାଉନ ଥାନାରେ ୧୧ ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ଏମାନଙ୍କ ମଧ୍ୟରେ ତତ୍କାଳୀନ ଅତିରିକ୍ତ ତହସିଲଦାର, ୫ ଜଣ ଅମିନ, ୨ଜଣ ଡାଟା ଏଣ୍ଟ୍ରି ଅପରେଟର, ୨ଜଣ ରେକର୍ଡ଼ କିପର ଓ ଆବେଦନକାରୀ ଜମି ଦଲାଲ୍ ଅଛନ୍ତି।

ତେବେ ଟାଉନ ଥାନା ଅଧିକାରୀ ମାମଲା ରୁଜୁ କରିବା ସହିତ ପୂର୍ବତନ ଅତିରିକ୍ତ ତହସିଲଦାର ଓ ଦଲାଲ୍ ଦମ୍ପତିଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।  ଏହି ଘଟଣାକୁ ନେଇ ପୂର୍ବରୁ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ପ୍ରାୟ ଦେଢ ବର୍ଷରୁ ଅଧିକ ସମୟ ଫାଇଲ ତଳେ ଚିଠି ଚାପି ହୋଇ ରହିଥିଲା। ଏବେ ଘଟଣା ପଦାରେ ପଡିବା ପରେ ପ୍ରଶାସନ ତତ୍ପରତା ଦେଖାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story