ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ଜେଲ୍‌, ଜରିମାନା

ଫୁଲବାଣୀ(ତ୍ରିନାଥ ସାହୁ): ୨୦୧୯ ମସିହାରେ ଘଟିଥିବା ସ୍କୁଲ ଛାତ୍ରୀ ଦୁଷ୍କର୍ମ ମାମଲାର ଆଜି ରାୟ ପ୍ରକାଶ ପାଇଛି। ଫୁଲବାଣୀ ପୋକ୍ସୋ କୋର୍ଟ ମାମଲାକୁ ବିଚାର କରି ଅଭିଯୁକ୍ତକୁ ୨୫ ବର୍ଷ ଜେଲ୍‌ ଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ବର୍ଷେ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ରାୟରେ ଶୁଣାଇଛନ୍ତି। ନାବାଳିକା ଜଣକ ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିଲେ। ସ୍କୁଲ ଯିବା ଆସିବା ସମୟରେ ଅଭିଯୁକ୍ତ ଜିରିମା […]

Phulbani

Phulbani

Manoranjan Sial
  • Published: Tuesday, 02 August 2022
  • Updated: 02 August 2022, 04:40 PM IST

Sports

Latest News

ଫୁଲବାଣୀ(ତ୍ରିନାଥ ସାହୁ): ୨୦୧୯ ମସିହାରେ ଘଟିଥିବା ସ୍କୁଲ ଛାତ୍ରୀ ଦୁଷ୍କର୍ମ ମାମଲାର ଆଜି ରାୟ ପ୍ରକାଶ ପାଇଛି। ଫୁଲବାଣୀ ପୋକ୍ସୋ କୋର୍ଟ ମାମଲାକୁ ବିଚାର କରି ଅଭିଯୁକ୍ତକୁ ୨୫ ବର୍ଷ ଜେଲ୍‌ ଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ବର୍ଷେ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ରାୟରେ ଶୁଣାଇଛନ୍ତି।

ନାବାଳିକା ଜଣକ ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିଲେ। ସ୍କୁଲ ଯିବା ଆସିବା ସମୟରେ ଅଭିଯୁକ୍ତ ଜିରିମା ପ୍ରଧାନ ତାକୁ ଚକ୍‌ଲେଟ୍‌ ଦେବାର ବାହାନା କରି ନିଜ ଘରକୁ ଡାକି ନେଉଥିଲା। ଆଉ ସେଠାରେ ତାଙ୍କୁ ବାରମ୍ୱାର ଦୁଷ୍କର୍ମ କରୁଥିଲା। ଯେଉଁଥିପାଇଁ ନାବାଳିକା ଜଣକ ଗର୍ଭବତୀ ହୋଇଯାଇଥିଲେ। ନାବାଳିକାଙ୍କ ପେଟ କାଟିବାରୁ ସେ ତାଙ୍କ ମାଆଙ୍କୁ କହିଥିଲେ। ଏହା ପରେ ନାବାଳିକା ଗର୍ଭବତୀ ହୋଇଥିବା ଜଣାପଡ଼ିଥିଲା।

ପୀଡ଼ିତାଙ୍କ ପରିବାର ଏନେଇ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଜିରିମା ପ୍ରଧାନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି ଏହି ମାମଲାରେ ରାୟ ପ୍ରକାଶ ପାଇଛି। ୧୩ ଜଣ ସାକ୍ଷୀଙ୍କ ବୟାନ୍‌ ଓ ଡାକ୍ତରୀ ରିପୋର୍ଟକୁ ଆଧାର କରି ଅଭିଯୁକ୍ତ ଜିରିମା ପ୍ରଧାନକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ପୋକ୍ସୋ କୋର୍ଟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story