ଧାରଣା ବେଳେ ଟୋକନ ଦେବାକୁ ମିଳିଥିଲା ପ୍ରତିଶ୍ରୁତି, ହଠାତ୍ ୩ ଚାଷୀ ନେତାଙ୍କୁ ଗିରଫ କଲା ପୁଲିସ

ବରଗଡ଼(ଓଡ଼ିଶା ରିପୋର୍ଟର): ୩ ଚାଷୀ ନେତାଙ୍କୁ ଗିରଫ କଲା ପୁଲିସ। ପ୍ରତିବାଦରେ ଅତାବିରା ଥାନା ସମ୍ମୁଖରେ ଧାରଣା ଦେଲେ ଚାଷୀ। ଗତକାଲି ରାତି ପ୍ରାୟ ୩ଟାରେ ଅତାବିରା ଥାନା ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ପ୍ରତିବାଦରେ ରାତିରୁ ଚାଷୀମାନେ ଥାନା ସମ୍ମୁଖରେ ବସିଛନ୍ତି। ଧାରଣାକାରୀଙ୍କ ଅଭିଯୋଗ ମୁତାବକ, ଧାନ ର ଅଭାବୀ ବିକ୍ରିକୁ ନେଇ ଗତ ୨ ତାରିଖରେ ଚାଷୀମାନେ ଗୁଡଭଗା ଠାରେ ରାସ୍ତାରେ ବସି ଧାରଣା ଦେଇଥିଲେ। ଏଥିରେ ପ୍ରାୟ ୪୫ ଜଣ ଚାଷୀଙ୍କ ନାମରେ […]

farmer

farmer

Niranjan Mishra
  • Published: Sunday, 18 December 2022
  • Updated: 18 December 2022, 04:32 PM IST

Sports

Latest News

ବରଗଡ଼(ଓଡ଼ିଶା ରିପୋର୍ଟର): ୩ ଚାଷୀ ନେତାଙ୍କୁ ଗିରଫ କଲା ପୁଲିସ। ପ୍ରତିବାଦରେ ଅତାବିରା ଥାନା ସମ୍ମୁଖରେ ଧାରଣା ଦେଲେ ଚାଷୀ। ଗତକାଲି ରାତି ପ୍ରାୟ ୩ଟାରେ ଅତାବିରା ଥାନା ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ପ୍ରତିବାଦରେ ରାତିରୁ ଚାଷୀମାନେ ଥାନା ସମ୍ମୁଖରେ ବସିଛନ୍ତି।

ଧାରଣାକାରୀଙ୍କ ଅଭିଯୋଗ ମୁତାବକ, ଧାନ ର ଅଭାବୀ ବିକ୍ରିକୁ ନେଇ ଗତ ୨ ତାରିଖରେ ଚାଷୀମାନେ ଗୁଡଭଗା ଠାରେ ରାସ୍ତାରେ ବସି ଧାରଣା ଦେଇଥିଲେ। ଏଥିରେ ପ୍ରାୟ ୪୫ ଜଣ ଚାଷୀଙ୍କ ନାମରେ ପୁଲିସ ରାସ୍ତା ଅବରୋଧ ମାମଲା ରୁଜୁ କରିଛି। ଅତାବିରା ପୁଲିସ, ଗତକାଲି ଚାଷୀ ନେତା ବୀରେନ୍ଦ୍ର କରଙ୍କ ସହିତ ଅନ୍ୟ ୩ ଜଣ ଚାଷୀଙ୍କୁ  ଉଠାଇ ଆଣିଥିଲା। ତାଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି। ଯାହାକୁ ନେଇ ଏବେ ଅସନ୍ତୋଷ ଦେଖା ଦେଇଛି।

ଚାଷୀମାନେ ସେମାନଙ୍କ ହକ୍ ପାଇବା ପାଇଁ ଲଢେଇ କରି ଆସୁଥିବା ବେଳେ ପୁଲିସ୍ ଓ ରାଜ୍ୟ ସରକାରଙ୍କ ଏଭଳି କଠୋର ମାନୋଭାବ ନିନ୍ଦା ଜନକ। ଚାଷୀଙ୍କ ସ୍ୱରକୁ ଚାପି ଦେବା ନିମନ୍ତେ କରାଯାଉଥିବା ଅପେଚେଷ୍ଟାକୁ ଆଦୌ ବରଦାସ୍ତ କରାଯିବନି। ରାସ୍ତାରେ ଧାରଣା ଦେବା ପରେ ସେମାନଙ୍କୁ ଉପଜିଲ୍ଲାପାଳ, ସିଏସ୍‌ଓ ପ୍ରମୁଖ ଭେଟି ଚାଷୀଙ୍କୁ ଆବଶ୍ୟକ ଟୋକନ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଧାରଣା ହଟାଇବାକୁ ବୁଝାସୁଝା କରିଥିଲେ। ତେଣୁ ଚାଷୀମାନେ ଧାରଣାରୁ ଉଠିଥିଲେ। ହେଲେ ହଠାତ୍ ପୁଲିସ ଚାଷୀ ନେତାଙ୍କୁ ଗିରଫ କରିଛି। ଗିରଫ ଚାଷୀ ନେତାମାନଙ୍କୁ ତୁରନ୍ତ ଜେଲରୁ ମୁକୁଳାଇବାକୁ ପ୍ରଶାସନ ପଦକ୍ଷେପ ନ ନେଲେ ଅନ୍ଦୋଳନ ଜୋରଦାର ହେବ ବୋଲି ଓଡ଼ିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story