କୁଖ୍ୟାତ ଆନ୍ତଃରାଜ୍ୟ ଚୋର ହେମନ୍ତ ଦାସ ଗିରଫ, କରିଛି ଶହେରୁ ଅଧିକ ଚୋରି

ବାରିପଦା(ମାନିକ୍ ଲାଲ୍ ପାଣି): କୁଖ୍ୟାତ ଆନ୍ତଃରାଜ୍ୟ ଚୋର ହେମନ୍ତ ଦାସ ଗିରଫ। ତା’ ବିରୋଧରେ ରହିଛି ୧୦୦ରୁ ଅଧିକ ମାମଲା। ବାରିପଦା ଟାଉନ୍ ଥାନା ପୁଲିସ ଏହି ବଡ଼ ଚୋରକୁ ଧରିଛି। ଗିରଫ ଚୋର ଜଣଙ୍କ ଖୋର୍ଦ୍ଧା ଜିଲ୍ଲା ବରଗଡ଼ ଥାନା ଅଞ୍ଚଳର ବୋଲି ଜଣାପଡିଛି। ସେ ମଦ ଦୋକାନରୁ ଦାମୀ ମଦ ଓ ଟଙ୍କା ଚୋରି କରିଥିବା ନେଇ ପୁଲିସ ପ୍ରମାଣ ପାଇବା ପରେ ଏହି ଗିରଫଦାରି କରିଛି। ପୁଲିସ ସୂଚନା ମୁତାବକ, ବାରିପଦା ସହରର […]

arrest

arrest

Niranjan Mishra
  • Published: Tuesday, 23 August 2022
  • Updated: 23 August 2022, 06:37 PM IST

Sports

Latest News

ବାରିପଦା(ମାନିକ୍ ଲାଲ୍ ପାଣି): କୁଖ୍ୟାତ ଆନ୍ତଃରାଜ୍ୟ ଚୋର ହେମନ୍ତ ଦାସ ଗିରଫ। ତା’ ବିରୋଧରେ ରହିଛି ୧୦୦ରୁ ଅଧିକ ମାମଲା। ବାରିପଦା ଟାଉନ୍ ଥାନା ପୁଲିସ ଏହି ବଡ଼ ଚୋରକୁ ଧରିଛି। ଗିରଫ ଚୋର ଜଣଙ୍କ ଖୋର୍ଦ୍ଧା ଜିଲ୍ଲା ବରଗଡ଼ ଥାନା ଅଞ୍ଚଳର ବୋଲି ଜଣାପଡିଛି। ସେ ମଦ ଦୋକାନରୁ ଦାମୀ ମଦ ଓ ଟଙ୍କା ଚୋରି କରିଥିବା ନେଇ ପୁଲିସ ପ୍ରମାଣ ପାଇବା ପରେ ଏହି ଗିରଫଦାରି କରିଛି।

ପୁଲିସ ସୂଚନା ମୁତାବକ, ବାରିପଦା ସହରର ବାଲେଶ୍ଵର ଗୋଲେଇ ନିକଟରେ ଥିବା ଏକ ବିଦେଶୀ ମଦ ଦୋକାନରୁ ଗତ ୨୧ତାରିଖରେ ସଟର କାଟି ବ୍ୟାପକ ପରିମାଣର ନାମି ଦାମି କମ୍ପାନୀର ବିଦେଶୀ ମଦ ବୋତଲ ସହ ୧ ଲକ୍ଷ ଟଙ୍କା ଚୋରି ହୋଇଥିଲା। ଏ ନେଇ ଦୋକାନ ମାଲିକ ସଞ୍ଜିବ ମହାନ୍ତି ବାରିପଦା ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ପୁଲିସ ଦୋକାନର ସିସିଟିଭି ଫୁଟେଜକୁ ନେଇ ତଦନ୍ତ ଆରମ୍ଭ କରିଥିଲେ। ଯେଉଁଥିରୁ ଏହି ଘଟଣାରେ ହେମନ୍ତର ସମ୍ପୃକ୍ତି ଥିବା ଜାଣିବାକୁ ପାଇଥିଲା।

ଆଜି ହେମନ୍ତ ବାରିପଦା ରେଳ ଷ୍ଟେସନ ନିକଟରେ ବୁଲୁଥିବା ବେଳେ ତାଙ୍କୁ ଗିରଫ କରିଛି। ତାଙ୍କ ଠାରୁ ପୁଲିସ ଏକ ଲକ୍ଷ ଟଙ୍କା, ମଦ ଏବଂ ଚୋରି ବ୍ୟବହୃତ ଆରି ଜବତ କରିଛି। ମଦ ଦୋକାନରୁ ମଦ ଚୋରି କରିବାରେ ସମ୍ପୃକ୍ତ ରହିଖିବା ଅନ୍ୟ ଚୋରମାନଙ୍କୁ ଧରିବାକୁ ପୁଲିସ ତାଙ୍କୁ ପଚରାଉଚରା କରୁଛି।

ହେମନ୍ତଙ୍କ ନାମରେ ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ମହାରାଷ୍ଟ୍ରର ବିଭିନ୍ନ ଥାନାରେ ଶହେରୁ ଅଧିକ ମାମଲା ରହିଛି। ଏପରିକି ସେ ମୁମ୍ବାଇର ତାଜ ହୋଟେଲରେ ବି ଚୋରି କରିଥିବା ପୁଲିସ ନିକଟରେ ସ୍ୱୀକାର କରିଛନ୍ତି। ସେ ମଦ ଦୋକାନରୁ ଚୋରି କରିଥିବା ମଧ୍ୟ ପୁଲିସ ନିକଟରେ ସ୍ୱୀକାର କରିଥିବା  ବାରିପଦା ପୁଲିସ ଏସଡିପିଓ କେ.କେ. ହରିପ୍ରସାଦ କହିଛନ୍ତି।

ସୂଚନା ଥାଉକି, ନିକଟରେ କଟକରେ ଧରାପଡ଼ି ଆଉ ଚୋରି କରିବିନି ହେମନ୍ତ ପୁଲିସ ନିକଟରେ କହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story