ଯାତ୍ରୀଙ୍କଠାରୁ ଲୁଟ୍ କରିବାକୁ ଘାଟିରେ ଲୁଚି ବସିଥିଲେ, ଧରିପକାଇଲା ପୁଲିସ୍‌

ଭଞ୍ଜନଗର (ପ୍ରଦୀପ କୁମାର ସ୍ୱାଇଁ): ଯାତ୍ରୀଙ୍କଠାରୁ ଲୁଟ୍ କରିବାକୁ ସୋମବାର ବିଳମ୍ବିତ ରାତିରେ କିଛି ଡକାୟତ ଦାରିଙ୍ଗବାଡ଼ି ଘାଟିରେ ଲୁଚି ବସିଥିଲେ। ଏନେଇ ଗଞ୍ଜାମ ଜିଲ୍ଲା ସୋରଡ଼ା ପୁଲିସ୍କୁ କୌଣସି ସୂତ୍ରରୁ ଖବର ମିଳିଥିଲା। ଗାଜଲବଡ଼ି ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ଏହି ସୂଚନା ପାଇ ସେମାନେ ସେଠାକୁ ଯାଇଥିଲେ। ପୁଲିସ୍‌କୁ ଦେଖି ଡକାୟତମାନେ ଦୌଡ଼ି ପଳାଇ ଯାଉଥିଲେ। ପୁଲିସ୍ ଗୋଡ଼ାଇ ଗୋଡ଼ାଇ ୫ ଜଣଙ୍କୁ କାବୁ କରିଥିଲା। ଗିରଫ ଡକାୟତମାନେ ହେଲେ ଆସ୍କାର ପାକଲାପଲ୍ଲୀ ଗାଁର […]

dacoit

dacoit

Jitendra Garnayak
  • Published: Wednesday, 20 March 2019
  • Updated: 20 March 2019, 09:42 AM IST

Sports

Latest News

ଭଞ୍ଜନଗର (ପ୍ରଦୀପ କୁମାର ସ୍ୱାଇଁ): ଯାତ୍ରୀଙ୍କଠାରୁ ଲୁଟ୍ କରିବାକୁ ସୋମବାର ବିଳମ୍ବିତ ରାତିରେ କିଛି ଡକାୟତ ଦାରିଙ୍ଗବାଡ଼ି ଘାଟିରେ ଲୁଚି ବସିଥିଲେ। ଏନେଇ ଗଞ୍ଜାମ ଜିଲ୍ଲା ସୋରଡ଼ା ପୁଲିସ୍କୁ କୌଣସି ସୂତ୍ରରୁ ଖବର ମିଳିଥିଲା। ଗାଜଲବଡ଼ି ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ଏହି ସୂଚନା ପାଇ ସେମାନେ ସେଠାକୁ ଯାଇଥିଲେ। ପୁଲିସ୍‌କୁ ଦେଖି ଡକାୟତମାନେ ଦୌଡ଼ି ପଳାଇ ଯାଉଥିଲେ। ପୁଲିସ୍ ଗୋଡ଼ାଇ ଗୋଡ଼ାଇ ୫ ଜଣଙ୍କୁ କାବୁ କରିଥିଲା।

ଗିରଫ ଡକାୟତମାନେ ହେଲେ ଆସ୍କାର ପାକଲାପଲ୍ଲୀ ଗାଁର ଟୁକୁନା ପରିଡ଼ା ଓ ଚକାନୟନ ନାହାକ, ବୁଗୁଡ଼ା ଅନ୍ତର୍ଗତ ଗଉଡ଼ିଆବରଦାର ପ୍ରମୋଦ ପ୍ରଧାନ, କବିସୂର୍ଯ୍ୟନଗରର ରବୀନ୍ଦ୍ର ଦଳାଇ ଓ ଭଞ୍ଜନଗରର ଭାଗିରଥି ନାୟକ।

ସେମାନଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ, ଦୁଇଟି ବୋମା, ଦୁଇଟି ଖଣ୍ଡା ଓ ଦୁଇଟି ବାଇକ୍‌ ଜବତ କରାଯାଇଛି।

ସେମାନଙ୍କ ନାଁରେ ବିଭିନ୍ନ ଥାନାରେ ଚୋରି, ଡକାୟତି ଭଳି ଅନେକ ମାମଲା ରହିଛି ବୋଲି ସୋରଡ଼ା ଥାନା ଆଇଆଇସି ପ୍ରଭାତ ସାହୁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story