ଦିଲସାଦ୍‌ ହତ୍ୟା ମାମଲାରେ ବିଜେଡି ନେତାଙ୍କ ସମେତ ୩ ଜଣଙ୍କୁ ବାନ୍ଧିଲା ପୁଲିସ

ରାଉରକେଲା (ପବନ ତିୱାରୀ): ଦିଲସାଦ ଖାଁ ହତ୍ୟା ମାମଲାରେ ରାଉରକେଲା ପୁଲିସ ଆଜି ବିଜେଡି ନେତା ବୁଲୁ ମହାନ୍ତିଙ୍କୁ ଗିରଫ କରିଛି। ତାଙ୍କ ସହ ଅନ୍ୟ ୩ ଜଣଙ୍କୁ ମଧ୍ୟ ଗିରଫ କରିଛି। ପୂର୍ବରୁ ଏହି ମାମଲାରେ ପୁଲିସ ୯ ଜଣଙ୍କୁ ଗିରଫ ହୋଇଥିଲେ। ଆଜି ସୁଦ୍ଧା ଏପର୍ଯ୍ୟନ୍ତ ୧୨ ଜଣଙ୍କୁ ପୁଲିସ ଗିରଫ କରିସାରିଲାଣି। ତେବେ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୋଜାଖୋଜି ଚାଲିଛି, ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ରାଉରକେଲା ଏସ୍‌ପି କେ.ଶିବା ସୁବ୍ରମଣି କହିଛନ୍ତି। ଜୁନ […]

councial-rkl

councial-rkl

Manoranjan Sial
  • Published: Thursday, 18 June 2020
  • Updated: 18 June 2020, 06:42 PM IST

Sports

Latest News

ରାଉରକେଲା (ପବନ ତିୱାରୀ): ଦିଲସାଦ ଖାଁ ହତ୍ୟା ମାମଲାରେ ରାଉରକେଲା ପୁଲିସ ଆଜି ବିଜେଡି ନେତା ବୁଲୁ ମହାନ୍ତିଙ୍କୁ ଗିରଫ କରିଛି। ତାଙ୍କ ସହ ଅନ୍ୟ ୩ ଜଣଙ୍କୁ ମଧ୍ୟ ଗିରଫ କରିଛି। ପୂର୍ବରୁ ଏହି ମାମଲାରେ ପୁଲିସ ୯ ଜଣଙ୍କୁ ଗିରଫ ହୋଇଥିଲେ। ଆଜି ସୁଦ୍ଧା ଏପର୍ଯ୍ୟନ୍ତ ୧୨ ଜଣଙ୍କୁ ପୁଲିସ ଗିରଫ କରିସାରିଲାଣି। ତେବେ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୋଜାଖୋଜି ଚାଲିଛି, ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ରାଉରକେଲା ଏସ୍‌ପି କେ.ଶିବା ସୁବ୍ରମଣି କହିଛନ୍ତି।

ଜୁନ ୭ ତାରିଖ ସଞ୍ଜ ବେଳେ ଦିଲସାଦ ଖାଁ ରେଳୱେ କଲୋନୀ ଅଞ୍ଚରେ ଥିଲେ। ଏହି ସମୟରେ ତାଙ୍କ ଉପରେ ସଙ୍ଘବଦ୍ଧ ଭାବେ ଆକ୍ରମଣ ହୋଇଥିଲା। ଫଳରେ ଦିଲସାଦ ଖାଁଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ସେଠାରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ତା’ପର ଦିନ ଅର୍ଥାତ ୮ ତାରିଖରେ ଦିଲସାଦଙ୍କ ସମର୍ଥକମାନେ ତାଙ୍କ ଶବାଧାରକୁ ଶୋଭାଯାତ୍ରାରେ ମହତାବ ରୋଡ୍‌ସ୍ଥିତ କବରସ୍ଥାନକୁ ନିଆଯାଇଥିଲା। ଏହି ଶୋଭାଯାତ୍ରାରେ ହଜାର ହଜାର ଲୋକ ସାମିଲ ହୋଇଥିଲେ।

ମହାମାରୀ କରୋନା ବେଳେ ଶୋଭାଯାତ୍ରାରେ ସାମିଲ ହୋଇଥିବା ଲୋକମାନେ ମାସ୍କ ପିନ୍ଧିନଥିଲେ। ଏପରିକି ସାମାଜିକ ଦୂରକୁ ଫୁ’ କରି ଦେଇଥିଲେ। ଯାହାର ଭିଡିଓ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହା ପରେ ରାଉରକେଲା ପୁଲିସ ତତ୍ପର ହୋଇଥିଲା। ଶୋଭାଯାତ୍ରାରେ ସାମିଲ ହୋଇଥିବା ୫୦୦ ଜଣରୁ ଅଧିକ ଲୋକଙ୍କୁ ଚିହ୍ନଟ କରିଥିଲା। ସେମାନଙ୍କ ଭିତରୁ ୧୫ ଜଣ କାରଣ ଦର୍ଶାଅ ନୋଟିସ୍‌ କରାଯାଇଥିଲା।

ଅଭିଯୋଗରୁ ପ୍ରକାଶ, ପୂର୍ବରୁ ଦିଲସାନ୍‌ ବିଜେଡି ନେତା ବୁଲୁଙ୍କ ଉପରକୁ ବୋମା କରିଥିଲେ। ଏଥିରେ ପ୍ରତିଶୋଧ ପରାୟଣା ହୋଇ ବୁଲୁ ତାଙ୍କ ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story