ଟ୍ରେନ୍ ଟିକେଟ୍ ଦଲାଲ ଗିରଫ

ବାଲେଶ୍ୱର (ଓଡ଼ିଶା ରିପୋର୍ଟର)ବାଲେଶ୍ୱର ଷ୍ଟେସନରୁ ଟ୍ରେନ୍ ଟିକେଟ୍ ଦଲାଲକୁ ଗିରଫ କଲା ଖଡଗପୁର CIF ଏବଂ ବାଲେଶ୍ୱର RPF । ଗିରଫ ଅଭିଯୁକ୍ତ ଜଣଙ୍କ ପଶ୍ଚିମବଙ୍ଗ ଦାନ୍ତୁନ୍ ନାକଷୁଣି ଗାଁର ନିତାଇ ଦାସ । ତାଙ୍କ ପାଖରୁ ୨ ଲକ୍ଷ ୩୦ ହଜାର ୪୪୦ ଟଙ୍କାର ଟିକେଟ୍ ସହ କିଛି କ୍ୟାସ୍ ଜବତ କରିଛି ପୁଲିସ। ଆଜି ବାଲେଶ୍ୱରରେ ଟିକେଟ୍ କାଟୁଥିବାବେଳେ ନିତାଇଙ୍କୁ ଧରିଥିଲା ଖଡପୁର CIF ଏବଂ ବାଲେଶ୍ୱର RPF।

bb

Tapas Behera
  • Published: Sunday, 16 June 2019
  • , Updated: 16 June 2019, 03:33 PM IST

Related story