ବନ୍ଧା ହେଲେ ପୁଲିସ୍ ବାବୁ, ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ

ବରଗଡ଼(ଦୀପକ ଶର୍ମା/ସୋମେଶ ଚନ୍ଦ୍ର ମହାନ୍ତି): ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ବରଗଡ଼ ଜିଲ୍ଲା ସୋହେଲା ଥାନାର ଏଏସ୍ଆଇ ବନମାଳୀ କୁଅଁରଙ୍କୁ ଗିରଫ କରାଯାଇଛି। ଏଥିସହ ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ କୈବଲ୍ୟ ନାଗ ଓରଫ ରିଙ୍କୁ ନାଗକୁ ମଧ୍ୟ ପୁଲିସ୍ ଗିରଫ କରିଛି। ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ଆସିବା ପରେ କୈବଲ୍ୟ ଓରଫ ରିଙ୍କୁକୁ ପୁଲିସ୍ ଗତକାଲି ଠାରୁ ଅଟକ ରଖି ପଚରାଉଚରା କରୁଥିଲା। ସେହିଭଳି ଦୁଷ୍କର୍ମ କରିଥିବା ଅଭିଯୋଗରେ ବନମାଳୀଙ୍କୁ ସସ୍‌ପେଣ୍ଡ […]

123

123

Jitendra Garnayak
  • Published: Monday, 11 February 2019
  • Updated: 11 February 2019, 01:03 PM IST

Sports

Latest News

ବରଗଡ଼(ଦୀପକ ଶର୍ମା/ସୋମେଶ ଚନ୍ଦ୍ର ମହାନ୍ତି): ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ବରଗଡ଼ ଜିଲ୍ଲା ସୋହେଲା ଥାନାର ଏଏସ୍ଆଇ ବନମାଳୀ କୁଅଁରଙ୍କୁ ଗିରଫ କରାଯାଇଛି। ଏଥିସହ ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ କୈବଲ୍ୟ ନାଗ ଓରଫ ରିଙ୍କୁ ନାଗକୁ ମଧ୍ୟ ପୁଲିସ୍ ଗିରଫ କରିଛି।

ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ଆସିବା ପରେ କୈବଲ୍ୟ ଓରଫ ରିଙ୍କୁକୁ ପୁଲିସ୍ ଗତକାଲି ଠାରୁ ଅଟକ ରଖି ପଚରାଉଚରା କରୁଥିଲା। ସେହିଭଳି ଦୁଷ୍କର୍ମ କରିଥିବା ଅଭିଯୋଗରେ ବନମାଳୀଙ୍କୁ ସସ୍‌ପେଣ୍ଡ କରାଯାଇଥିଲା।

ଅଭିଯୋଗ ଅନୁଯାୟୀ, ଗତ ୮ ତାରିଖ ଦିନ ମେଲଛାମୁଣ୍ଡା ଥାନା ଅଞ୍ଚଳର ଏହି ନାବାଳିକା ଜଣଙ୍କ ଟ୍ୟୁସନ୍‌କୁ ଯାଇ ଆଉ ଘରକୁ ଫେରି ନଥିଲେ। ପରେ ମେଲଛାମୁଣ୍ଡା ଥାନା ପୁଲିସ୍ ତାଙ୍କୁ ସୋହେଲାରୁ ଉଦ୍ଧାର କରିଥିଲା ଓ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।

ଉଦ୍ଧାର ପରେ ନାବାଳିକା ଜଣଙ୍କ ପରିବାର ଲୋକଙ୍କୁ କହିଥିଲେ ଯେ ତାଙ୍କୁ ଦୁଷ୍କର୍ମ କରାଯାଇଛି। ଏହା ପରେ ତାଙ୍କ ବାପା ସୋହେଲା ଥାନାରେ ଏକ ଏତଲା ଦେଇଥିଲେ।

ସେ ତାଙ୍କ ଏତଲାରେ ଦର୍ଶାଇଥିଲେ ଯେ ରିଙ୍କୁ ନାଗ ତାଙ୍କ ଝିଅକୁ ଅପହରଣ କରି ସୋହେଲା ନେଇ ଯାଇଥିଲା। ସେ ତାକୁ ସେଠାରେ ଏଏସ୍ଆଇ ବନମାଳୀ କୁଅଁରଙ୍କ ଭଡ଼ା ଘରେ ରଖି ଦୁଷ୍କର୍ମ କରିଥିଲା ଓ ତା’ପରେ ଘରେ ତାଲା ପକାଇ ସେଠାରୁ ପଳାଇଥିଲା। ସନ୍ଧ୍ୟାରେ ଏଏସ୍ଆଇ ଝିଅକୁ ଥାନା ପରିସରରେ ଥିବା ତାଙ୍କ ଷ୍ଟାଫ୍ କ୍ୱାର୍ଟର୍ସକୁ ନେଇ ଯାଇଥିଲେ। ସେ ସେଠାରେ ତାଙ୍କ ଝିଅକୁ ବିଭିନ୍ନ ପ୍ରକାର ଶାରୀରିକ ନିର୍ଯାତନା ଦେଇଥିଲେ। ନିର୍ଯାତନା ଯୋଗୁ ଝିଅ ବେହୋସ ହୋଇଯାଇଥିଲା। ଝିଅ ଚେତା ଫେରି ପାଇବା ପରେ ଦେଖିଥିଲା ଯେ ଏଏସ୍‌ଆଇ ଏକ ଧଳା ଟାୱେଲ୍ ପିନ୍ଧି ତା’ ଶରୀରର ସମ୍ବେଦନଶୀଳ ଅଙ୍ଗ ଗୁଡ଼ିକରେ ହସ୍ତଚାଳନା କରୁଥିଲେ। ଏଏସ୍‌ଆଇ ଯୋଜନାବଦ୍ଧ ଭାବେ ରିଙ୍କୁ ସହ ମିଶି ତାଙ୍କ ଝିଅକୁ ଅପହରଣ କରିବା ସହ ଦୁଷ୍କର୍ମ କରିଥିବା ତାଙ୍କର ସନ୍ଦେହ ହେଉଥିବା ନେଇ ସେ ଅଭିଯୋଗ କରିଛନ୍ତି।

ସୋହେଲା ଥାନା ପୁଲିସ୍ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିବା ସହିତ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story