ଅଜଣା ଗାଡ଼ି ଧକ୍କାରେ ପୋଲିସ ଏଏସ୍‌ଆଇ ମୃତ

Ordigital Desk
  • Published: Wednesday, 14 March 2018
  • , Updated: 14 March 2018, 09:35 AM IST
<p>ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍ ରାଜଘାଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ପୋଲିସ ଏଏସଆଇ ଓ ତାଙ୍କ ଶାଳିଙ୍କ ମୃତ୍ୟୁ ଘଟିଛି। ମୃତକ ଏଏସ୍&zwnj;ଆଇ ହେଲେ ବିଜୟ ଦାଶ। ସେ ଜଳେଶ୍ୱର ଏସ୍&zwnj;ଡିପିଓ ଅଫିସରେ କାର୍ଯ୍ୟ କରୁଥିଲେ। ଦୁର୍ଘଟଣା କେତେବେଳେ ଘଟିଛି ଏବଂ କେଉଁ ପରିସ୍ଥିତିରେ ଘଟିଛି ତାହା ସ୍ପଷ୍ଟ ହୋଇନି। ପୋଲିସ୍&zwnj; ଘଟଣାର ତଦନ୍ତ କରୁଛି।</p>

Related story