ଶିକାର କରିବାକୁ ଯାଇ ନିଜେ ଟଳି ପଡ଼ିଲେ

ବାଲିଗୁଡ଼ା(ଅଜିତ ନାୟକ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ବି.ଡକେବାଡ଼ି ଗାଁରେ ଗୁଳି ମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାଁ  କ୍ରିଷ୍ଣା ନାୟକ। ଗତ ଶନିବାର ବିଳମ୍ୱିତ ରାତିରେ ଗାଁର ୪ରୁ ୫ ଜଣ ବ୍ୟକ୍ତି ସିଆଙ୍ଗବାଲି ଅଞ୍ଚଳରେ ଥିବା ଜଙ୍ଗଲକୁ ଶିକାର କରିବାକୁ ଯାଇଥିଲେ। ହେଲେ ଶିକାର ସମୟରେ କ୍ରିଷ୍ଣାଙ୍କ ଦେହରେ ଗୁଳି ବାଜିବାରୁ ତାଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ତେବେ କିଭଳି ଓ କେଉଁ ପରିସ୍ଥିତିରେ ତାଙ୍କ ଦେହରେ ଗୁଳି ବାଜିଲା […]

baliguda

baliguda

Jyoshna Pradhan
  • Published: Monday, 02 December 2019
  • Updated: 02 December 2019, 01:15 PM IST

Sports

Latest News

ବାଲିଗୁଡ଼ା(ଅଜିତ ନାୟକ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ବି.ଡକେବାଡ଼ି ଗାଁରେ ଗୁଳି ମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାଁ  କ୍ରିଷ୍ଣା ନାୟକ।

ଗତ ଶନିବାର ବିଳମ୍ୱିତ ରାତିରେ ଗାଁର ୪ରୁ ୫ ଜଣ ବ୍ୟକ୍ତି ସିଆଙ୍ଗବାଲି ଅଞ୍ଚଳରେ ଥିବା ଜଙ୍ଗଲକୁ ଶିକାର କରିବାକୁ ଯାଇଥିଲେ। ହେଲେ ଶିକାର ସମୟରେ କ୍ରିଷ୍ଣାଙ୍କ ଦେହରେ ଗୁଳି ବାଜିବାରୁ ତାଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ତେବେ କିଭଳି ଓ କେଉଁ ପରିସ୍ଥିତିରେ ତାଙ୍କ ଦେହରେ ଗୁଳି ବାଜିଲା ତାହା ଜଣାପଡ଼ି ନାହିଁ।

ଗତକାଲି କ୍ରିଷ୍ଣାଙ୍କ ସାଥୀରେ ଶିକାର ପାଇ ଯାଇଥିବା ଅନ୍ୟ ଯୁବକମାନେ ତାଙ୍କ ମୃତଦେହକୁ ଗାଁକୁ ଆଣିଥିଲେ। ଏନେଇ ଆଜି ଖବର ପାଇ ଦାରିଙ୍ଗବାଡ଼ି ପୁଲିସ୍‌ ଗାଁକୁ ଯାଇ ତଦନ୍ତ ଆରମ୍ଭ କରିଛି। ଏଥିସହ ପୁଲିସ୍‌  କ୍ରିଷ୍ଣାଙ୍କ ସହ ଶିକାର ପାଇଁ ଯାଇଥିବା ୩ ଜଣ ଶିକାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି।

ନିଜ ବନ୍ଧୁକରୁ ଗୁଳି ଫୁଟି କ୍ରିଷ୍ଣାଙ୍କ ମୃତ୍ୟୁ ଘଟିଛି ନା ତାଙ୍କ ସାଥୀ ଶିକାରୀ ହତ୍ୟା କରିଛନ୍ତି ସେ ନେଇ ପୁଲିସ ଅଧିକ ଛାନଭିନ୍‌ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story