ବାଣୀବିହାର ହଷ୍ଟେଲ୍‌ରୁ ୬୦ରୁ ଅଧିକ ଅଣଛାତ୍ର ବିଦା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଣୀବିହାର ପରିସରରେ ରହୁଥିବା ୬୦ରୁ ଅଧିକ ଅଣଛାତ୍ରଙ୍କୁ ଗତକାଲି ବାହାର କରି ଦିଆଯାଇଛି। ୪ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମିଳିତ ଭାବେ ୭ ନମ୍ବର ଛାତ୍ରାବାସରେ ଚଢ଼ାଉ କରି ଏହି ଅଣଛାତ୍ରମାନଙ୍କୁ ବାହାର କରିଥିଲେ। ଏହାସହ ହଷ୍ଟେଲ୍‌ରୁ ବହୁ ପରିମାଣର ମଦ ବୋତଲ ଜବତ କରାଯାଇଛି। ହଷ୍ଟେଲ୍‌ର କିଛି ରୁମ୍‌କୁ ଅନେକ ଦିନ ଧରି ଏହି ଅଣଛାତ୍ରମାନେ କବ୍‌ଜା କରି ବାର୍ଷିକ ଭଡ଼ା ଆକାରରେ ମଧ୍ୟ ପ୍ରଦାନ କରିଥିଲେ। […]

vanibihar

vanibihar

Jitendra Garnayak
  • Published: Monday, 11 March 2019
  • Updated: 11 March 2019, 08:08 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଣୀବିହାର ପରିସରରେ ରହୁଥିବା ୬୦ରୁ ଅଧିକ ଅଣଛାତ୍ରଙ୍କୁ ଗତକାଲି ବାହାର କରି ଦିଆଯାଇଛି।

୪ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମିଳିତ ଭାବେ ୭ ନମ୍ବର ଛାତ୍ରାବାସରେ ଚଢ଼ାଉ କରି ଏହି ଅଣଛାତ୍ରମାନଙ୍କୁ ବାହାର କରିଥିଲେ। ଏହାସହ ହଷ୍ଟେଲ୍‌ରୁ ବହୁ ପରିମାଣର ମଦ ବୋତଲ ଜବତ କରାଯାଇଛି।

ହଷ୍ଟେଲ୍‌ର କିଛି ରୁମ୍‌କୁ ଅନେକ ଦିନ ଧରି ଏହି ଅଣଛାତ୍ରମାନେ କବ୍‌ଜା କରି ବାର୍ଷିକ ଭଡ଼ା ଆକାରରେ ମଧ୍ୟ ପ୍ରଦାନ କରିଥିଲେ।

ଚଢ଼ାଉ ପରେ ୭ ନମ୍ବର ହଷ୍ଟେଲ୍‌କୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଜ ଅଧୀନକୁ ନେଇଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story