୫ ଜଣଙ୍କୁ ହତ୍ୟା ଘଟଣାରେ ୬ ଅଟକ

ବଣାଇ (ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାର ଇନ୍ଦୁପୁର ଗାଁରେ ଜଣେ ମହିଳା ଓ ତାଙ୍କ ଚାରି ଛୁଆଙ୍କୁ ହତ୍ୟା ଘଟଣାରେ ପୁଲିସ୍ ୬ ଜଣଙ୍କୁ ଅଟକ ରଖିଛି। ସେମାନଙ୍କ ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ କୋଦାଳ ଓ ଶାବଳ ଜବତ ହୋଇଛି ବୋଲି ସୂଚନା ମିଳିଛି। ଅଟକ ଅଭିଯୁକ୍ତ ମାନେ ମୃତକଙ୍କ ପଡୋଶୀ ବୋଲି ଜଣାପଡ଼ିଛି। ଗତକାଲି ଦିନ ତମାମ ଘଟଣାର ଖୋଳତାଡ଼ କରିବା ପରେ ଅପରାହ୍ଣରେ ଗାଁ ନିକଟ କୂଅ ଭିତରୁ ସମସ୍ତଙ୍କ ମୃତଦେହ ଉଦ୍ଧାର […]

deadbody

deadbody

Jitendra Garnayak
  • Published: Sunday, 27 January 2019
  • Updated: 27 January 2019, 12:17 PM IST

Sports

Latest News

ବଣାଇ (ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାର ଇନ୍ଦୁପୁର ଗାଁରେ ଜଣେ ମହିଳା ଓ ତାଙ୍କ ଚାରି ଛୁଆଙ୍କୁ ହତ୍ୟା ଘଟଣାରେ ପୁଲିସ୍ ୬ ଜଣଙ୍କୁ ଅଟକ ରଖିଛି। ସେମାନଙ୍କ ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ କୋଦାଳ ଓ ଶାବଳ ଜବତ ହୋଇଛି ବୋଲି ସୂଚନା ମିଳିଛି। ଅଟକ ଅଭିଯୁକ୍ତ ମାନେ ମୃତକଙ୍କ ପଡୋଶୀ ବୋଲି ଜଣାପଡ଼ିଛି।

ଗତକାଲି ଦିନ ତମାମ ଘଟଣାର ଖୋଳତାଡ଼ କରିବା ପରେ ଅପରାହ୍ଣରେ ଗାଁ ନିକଟ କୂଅ ଭିତରୁ ସମସ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତକମାନେ ହେଲେ ମାଙ୍ଗିରି ମୁଣ୍ଡା, ତାଙ୍କର ୨ ଝିଅ ଓ ୨ ପୁଅ।

ପ୍ରଥମେ ପାଣିରେ ଭାସୁଥିବା ଅବସ୍ଥାରେ ମାଙ୍ଗିରି ଓ ତାଙ୍କ ବଡ଼ ଝିଅର ମୃତଦେହକୁ ପୁଲିସ୍ ଉଦ୍ଧାର କରିଥିଲା। ପରେ ଅନ୍ୟ ତିନି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ମାଙ୍ଗିରିଙ୍କ ସ୍ୱାମୀ ବାହାରେ ରହନ୍ତି। ସେ ଗତକାଲି ଘରକୁ ଫେରିଥିଲେ। ହେଲେ ଘରେ ସ୍ତ୍ରୀ ଓ ଛୁଆଙ୍କୁ ପାଇ ନଥିଲେ। ଘରେ ରକ୍ତ ଛିଟା ପଡ଼ିଥିବା ଓ ଭଙ୍ଗାରୁଜା ହୋଇଥିବାରୁ କୌଣସି ଅଘଟଣ ଘଟିଥିବା ଆଶଙ୍କାରେ ସେ ପୁଲିସ୍‌ରେ ଏତଲା ଦେଇଥିଲେ। ଗୁଣିଗାରେଡ଼ି ସନ୍ଦେହରେ ଏହି ହତ୍ୟାକାଣ୍ଡ ହୋଇଥିବା ପୁଲିସ୍ ଅନୁମାନ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story