ଗରମ ଦେଖାଇଲେ ଗୁରୁଜୀ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବର୍ବରତାର ସବୁ ସୀମା ଟପିଗଲା ପରେ ଗ୍ରାଉଣ୍ଡ ଜିରୋରେ ପୁଲିସର ତନାଘନା । ଗତ ୮ ବର୍ଷ ଧରି ଗାଁରୁ ତଡ଼ା ଖାଇ ଏହି ଅପନ୍ତରା ଜାଗାରେ ପଡ଼ି ରହିଥିବା ନିରୀହ ଆଦିବାସୀଙ୍କ କଥା ଆଜି ମନେପଡ଼ିଛି ଖୋର୍ଦ୍ଧା ପୁଲିସକୁ । କାହିଁକି ଏହି ଜଙ୍ଗଲ ନିକଟରେ ପଡ଼ିରହିଛନ୍ତି ସଦର ଥାନା ଡାଳତୋଳା ଆଦିବାସୀ ସାହିର ୬ଟି ପରିବାରଅ ?  ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଘଟଣାସ୍ଥଳରେ ପହଞ୍ଚିଛି ପୁଲିସ।  କିନ୍ତୁ ତଦନ୍ତର ଫୋକସ୍‌ରେ […]

6hm

6hm

Tapas Behera
  • Published: Tuesday, 31 August 2021
  • Updated: 31 August 2021, 08:17 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବର୍ବରତାର ସବୁ ସୀମା ଟପିଗଲା ପରେ ଗ୍ରାଉଣ୍ଡ ଜିରୋରେ ପୁଲିସର ତନାଘନା । ଗତ ୮ ବର୍ଷ ଧରି ଗାଁରୁ ତଡ଼ା ଖାଇ ଏହି ଅପନ୍ତରା ଜାଗାରେ ପଡ଼ି ରହିଥିବା ନିରୀହ ଆଦିବାସୀଙ୍କ କଥା ଆଜି ମନେପଡ଼ିଛି ଖୋର୍ଦ୍ଧା ପୁଲିସକୁ । କାହିଁକି ଏହି ଜଙ୍ଗଲ ନିକଟରେ ପଡ଼ିରହିଛନ୍ତି ସଦର ଥାନା ଡାଳତୋଳା ଆଦିବାସୀ ସାହିର ୬ଟି ପରିବାରଅ ?  ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଘଟଣାସ୍ଥଳରେ ପହଞ୍ଚିଛି ପୁଲିସ।  କିନ୍ତୁ ତଦନ୍ତର ଫୋକସ୍‌ରେ ରହିଛନ୍ତି ସେହି ତଥାକଥିତ ଗୁରୁଜୀ ମାନସ ଦାସ । ଗାଁରେ କୌଣସି ଗଣ୍ଡଗୋଳ ସମୟରେ ମାନସ ଦାସଙ୍କ ଉପସ୍ଥିତି ସମ୍ପର୍କରେ ପଚାରି ଫେରିଯାଇଛି ପୁଲିସ।  ଅଥଚ ସେମାନଙ୍କୁ କେମିତି ନ୍ୟାୟ ମିଳିବ, ପୁଲିସ ସେ ଭରସା କାହାକୁ ଦେଉନି ।  ଏମାନଙ୍କ ମଧ୍ୟରୁ କାହାକୁ ୨୦୧୪ର ଏକ ହତ୍ୟା ମାମଲାରେ ଛନ୍ଦି ଜେଲ୍ ପଠାଇ ଦିଆଯାଇଥିଲା ତ ଆଉ କାହାକୁ ମାଡ଼ ମାରି ଗାଁରୁ ତଡ଼ିଦେଇଥିଲେ ମାନସ ଦାସଙ୍କ ମାନବବାଦ ସଂଗଠନ ସଦସ୍ୟ । ତେବେ ଥାନାକୁ ଡାକି ମାନସ ଦାସଙ୍କୁ ଏକଥା ନପଚାରି ଯନ୍ତ୍ରଣାରେ ଜର୍ଜରିତ ନିର୍ଯାତିତଙ୍କଠୁ ତଥ୍ୟ ଆଦାୟ ପଛର ଉଦ୍ଦେଶ୍ୟ କଣ ? ସେନେଇ ଏହି ପୀଡ଼ିତ ବର୍ଗ ଦ୍ୱନ୍ଦ୍ୱରେ ରହିବା ସହ ମାନସ ଦାସଙ୍କ ସଂପୃକ୍ତି କଥା ଉଠାଇଛନ୍ତି।
https://youtu.be/S5QgfCJyPAI

ତେଣେ ମାନବବାଦ ସଂଗଠନର ମୁଖ୍ୟ ତଥା ଗୁରୁଜୀ ମାନସ ଦାସଙ୍କ ବିରୋଧରେ ତୀବ୍ର ହେବାରେ ଲାଗିଛି ବିଭିନ୍ନ ବର୍ଗଙ୍କ ସ୍ୱର।  ଆଜି ବିଜେପିର ଏକ ଟିମ୍ କଡ଼ବ ଗାଁକୁ ଯାଇ ନିସ୍ତୁକ ମାଡ଼ ଖାଇଥିବା ବାପ, ପୁଅଙ୍କୁ ଏବଂ ଅଭିମାନପୁରକୁ ଯାଇ ହତ୍ୟାର ଶୀକାର ହୋଇଥିଲା ସତ୍ୟବ୍ରତ ନାଏକଙ୍କ ପରିବାରକୁ ଭେଟିଛି। ଏପଟେ ଦଳିତ ଆଦିବାସୀ ସୁରକ୍ଷା ମଞ୍ଚ, ନୀଳମାଧବ ଆଦିବାସୀ ସଂଘ, ଆମ୍ବେଦକର ବିଚାର ମଞ୍ଚ, ବିଶ୍ୱାବସୁ ଶବର ସଂଘ ଆଦି ୧୧ଟି ଅନୁଷ୍ଠାନର ସଦସ୍ୟ ଏବଂ ହିନ୍ଦୁ ଜାଗରଣ ମଞ୍ଚ ଖୋର୍ଦ୍ଧା ଏସ୍ପିଙ୍କୁ ଭେଟି ମାନସ ଦାସଙ୍କ ତୁରନ୍ତ ଗିରଫ ଦାବି କରିଛନ୍ତି।

ତେବେ ଗତ ୪ ଦିନ ଧରି ଗଣମାଧ୍ୟମରେ ଘନ ଘନ ଖବର ପ୍ରସାରଣ ଏବଂ ବିଭିନ୍ନ ସଂଗଠନର ତୀବ୍ର ପ୍ରତିକ୍ରିୟା ପରେ ଖୋର୍ଦ୍ଧା ଏସ୍ପି କହିଛନ୍ତି, ସତ୍ୟବ୍ରତ ହତ୍ୟା ମାମଲାରେ ୭ ଜଣଙ୍କ ମଧ୍ୟରୁ ୬ ଜଣ ଜେଲରେ ଅଛନ୍ତି।  ଯେଉଁମାନେ ପୂର୍ବରୁ କଡ଼ବ ଗାଁର ମାଗୁଣି ନାୟକ ଏବଂ ତାଙ୍କ ପୁଅଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ତେଣୁ ସମସ୍ତଙ୍କୁ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରାଯାଇଛି । ରିମାଣ୍ଡରେ ଆସିଲେ ପଲିଗ୍ରାଫ୍ ଟେଷ୍ଟ କରାଯିବ ଏବଂ ଘଟଣାରେ ଯିଏ ବି ସଂପୃକ୍ତ ଥିବେ, ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେପଟେ ସବୁ ଅଭିଯୋଗକୁ ଆଜି ବି ବାଏଁ ବାଏଁ ଉଡ଼ାଇଦେବା ସହ ତାଙ୍କ ସଂଗଠନ କେବଳ ରାଜ୍ୟ ଭିତରେ ନୁହେଁ, ବାହାରେ ବି ରହିଛି ବୋଲି ବେଶ୍ ଦମ୍ଭର ସହ କହିଛନ୍ତି ମାନସ ଦାସ । ତାସହ ସାମ୍ବାଦିକମାନଙ୍କୁ ଆଇନ୍‌ର ପାଠ ପଢ଼ାଇବାକୁ ବି ପଛାଇ ନାହାଁନ୍ତି  ମାନସ ଦାସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story