ପୁଲିସ କରିଦେଲା ମିଷ୍ଟେକ୍, ଭୁଲରେ ଏତଲାକାରୀ ଆଶାଙ୍କ ସ୍ୱାମୀଙ୍କ ନାଁରେ ମାମଲା

ଆଳି(ବନମାଳୀ ସାହୁ): ଜମିବାଡ଼ି ବିବାଦକୁ ନେଇ ପଡ଼ୋଶୀଙ୍କ ନାମରେ ଏତଲା ଦେଲେ ଆଶା କର୍ମୀ। ପୁଲିସ ଏତଲାକୁ ଗ୍ରହଣ କରି ମାମଲା କରିଲା। ହେଲେ ମାମଲାରେ ଆଶାଙ୍କ ସ୍ୱାମୀଙ୍କୁ ଅଭିଯୁକ୍ତ ଦର୍ଶାଇ ଆଇପିସିର ସାଙ୍ଘାତିକ ଦଫା ଲଗାଇଛି। ଯାହାକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ପୁଲିସର କାର୍ଯ୍ୟକଳାପ ଆଲୋଚନାକୁ ଆସିଛି। ତେବେ ଅନୁସନ୍ଧାନରେ ଜଣାପଡ଼ିଛି, ପୁଲିସ ଅଭିଯୁକ୍ତଙ୍କ ନାମ ସ୍ଥାନରେ ଭୁଲ କରି ଏତଲାକାରୀଙ୍କ ସ୍ୱାମୀଙ୍କ ନାମ ଯୋଡ଼ି ଦେଇଛି। କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ […]

kabita

kabita

Niranjan Mishra
  • Published: Monday, 26 December 2022
  • Updated: 26 December 2022, 06:09 PM IST

Sports

Latest News

ଆଳି(ବନମାଳୀ ସାହୁ): ଜମିବାଡ଼ି ବିବାଦକୁ ନେଇ ପଡ଼ୋଶୀଙ୍କ ନାମରେ ଏତଲା ଦେଲେ ଆଶା କର୍ମୀ। ପୁଲିସ ଏତଲାକୁ ଗ୍ରହଣ କରି ମାମଲା କରିଲା। ହେଲେ ମାମଲାରେ ଆଶାଙ୍କ ସ୍ୱାମୀଙ୍କୁ ଅଭିଯୁକ୍ତ ଦର୍ଶାଇ ଆଇପିସିର ସାଙ୍ଘାତିକ ଦଫା ଲଗାଇଛି। ଯାହାକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ପୁଲିସର କାର୍ଯ୍ୟକଳାପ ଆଲୋଚନାକୁ ଆସିଛି। ତେବେ ଅନୁସନ୍ଧାନରେ ଜଣାପଡ଼ିଛି, ପୁଲିସ ଅଭିଯୁକ୍ତଙ୍କ ନାମ ସ୍ଥାନରେ ଭୁଲ କରି ଏତଲାକାରୀଙ୍କ ସ୍ୱାମୀଙ୍କ ନାମ ଯୋଡ଼ି ଦେଇଛି।

କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଗଞ୍ଜା ଗାଁର ବାସିନ୍ଦା କବିତା ବେହେରାଙ୍କ ସ୍ୱାମୀ ବିଜୟ ସେନାପତି ଏଭଳି ଘଟଣାର ଶିକାର ହୋଇଛନ୍ତି। ଯାହାକୁ ନେଇ ଉଭୟ କବିତା ଓ ତାଙ୍କ ସ୍ୱାମୀ ଚିନ୍ତାରେ ପଡ଼ିଛନ୍ତି। ବୁଦ୍ଧିବାଟ ନ ପାଇ ସେମାନେ ନ୍ୟାୟ ପାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ଅବଗତ କରିଛନ୍ତି।

ସୂଚନା ଅନୁଯାଇ, ଦୀର୍ଘ ୨ବର୍ଷ ହେବ ଗଞ୍ଜା ଗାଁର କବିତା ବେହେରାଙ୍କ ପରିବାର ସହିତ ପୋଡ଼ଶୀଙ୍କର ଜମିବାଡ଼ି ବିବାଦ ଲାଗିରହିଥିଲା। ପୋଡ଼ଶୀ ବିଭିନ୍ନ ସମୟରେ କବିତାଙ୍କ ପରିବାର ଲୋକଙ୍କୁ ଗାଳିଗୁଲଜ କରିବା ସହ ଧମକ ଚମକ ଦେଇଆସୁଥିଲେ। ଏନେଇ କବିତା ରାଜକନିକା ଥାନାରେ ବାରମ୍ବାର ଅଭିଯୋଗ କରି ସମାଧାନ ନିମନ୍ତେ ପୁଲିସର ହସ୍ତକ୍ଷେପ ଲୋଡ଼ୁଥିଲେ। ହେଲେ ପୁଲିସ ଶୁଣୁ ନ ଥିଲା। ତେବେ ପରେ କବିତାଙ୍କ ଏତଲା କ୍ରମେ ରାଜକନିକା ପୁଲିସ ମାମଲା ରୁଜୁ କଲା। ହେଲେ କବିତାଙ୍କ ସ୍ୱାମୀ ବିଜୟ ସେନାପତିଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଇ ମାମଲା କପିରେ ନାମ ପଞ୍ଜୀକୃତ କରାଯାଇଛି। ଯାହାକୁ ନେଇ କବିତା ଓ ତାଙ୍କ ସ୍ୱାମୀ ଚିନ୍ତାରେ ପଡ଼ିଛନ୍ତି।

ରାଜକନିକା ଥାନା ଆଇଆଇସି ବିଲ୍ଵମଙ୍ଗଳ ସେଠୀ କହିଛନ୍ତି, ପ୍ରିଣ୍ଟିଂ ମିଷ୍ଟେକ ଯୋଗୁ ଏମିତି ହୋଇଛି। କୋର୍ଟଙ୍କୁ ଏନେଇ ଭୁଲ ସଂଶୋଧନ ପ୍ରାର୍ଥନା ନିବେଦନ ଦିଆଯାଇଛି। ଚିନ୍ତା କରିବାର କିଛି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story