କଂସ ମହାରାଜଙ୍କ ସହ ସେଲ୍‌ଫି

ବରଗଡ଼ (ଓଡ଼ିଶା ରିପୋର୍ଟର): ଗତକାଲି ନଗର ଭ୍ରମଣରେ ବାହାରିଥିବା କଂସ ମହାରାଜ ପଞ୍ଚଥିଲେ ବରଗଡ଼ ଟାଉନ ଥାନାରେ।  ଆପଣ ଏହାକୁ ମଥୁରା ନଗରୀ ଟାଉନ ଥାନା ବି କହିପାରିବେ। କାରଣ ଧନୁଯାତ୍ରା ପାଇଁ ବରଗଡ଼ ଟାଉନ ଏବେ ପାଲଟିଛି ମଥୁରା ନଗରୀ।  ଗତକାଲି  ଥାନାରେ ବସିଥିଲା କଂସ ମହାରାଜଙ୍କ ଦରବାର। ମହାରାଜଙ୍କୁ ପାଖରେ ପାଇ ଖୁସି ହୋଇଯାଇଥିଲେ ଥାନାର ସମସ୍ତ ଅଧିକାରୀ ଓ କର୍ମଚାରୀ। ଜଣେ ଅଧିକାରୀ ଏହି ସୁଯୋଗକୁ ହାତ ଛଡ଼ା କରି ନଥିଲେ। ମହାରାଜ […]

Thanababu

Rakesh Mallick
  • Published: Saturday, 30 December 2017
  • , Updated: 30 December 2017, 03:50 PM IST

ବରଗଡ଼ (ଓଡ଼ିଶା ରିପୋର୍ଟର): ଗତକାଲି ନଗର ଭ୍ରମଣରେ ବାହାରିଥିବା କଂସ ମହାରାଜ ପଞ୍ଚଥିଲେ ବରଗଡ଼ ଟାଉନ ଥାନାରେ।  ଆପଣ ଏହାକୁ ମଥୁରା ନଗରୀ ଟାଉନ ଥାନା ବି କହିପାରିବେ। କାରଣ ଧନୁଯାତ୍ରା ପାଇଁ ବରଗଡ଼ ଟାଉନ ଏବେ ପାଲଟିଛି ମଥୁରା ନଗରୀ।  ଗତକାଲି  ଥାନାରେ ବସିଥିଲା କଂସ ମହାରାଜଙ୍କ ଦରବାର। ମହାରାଜଙ୍କୁ ପାଖରେ ପାଇ ଖୁସି ହୋଇଯାଇଥିଲେ ଥାନାର ସମସ୍ତ ଅଧିକାରୀ ଓ କର୍ମଚାରୀ। ଜଣେ ଅଧିକାରୀ ଏହି ସୁଯୋଗକୁ ହାତ ଛଡ଼ା କରି ନଥିଲେ। ମହାରାଜ ଆସନ ଗ୍ରହଣ କରିବା ପରେ ସଙ୍ଗେ ସଙ୍ଗେ ଜଣେ ଥାନା ବାବୁ ତାଙ୍କ ସହିତ ଏକ ସେଲ୍‌ଫି ନେଇଥିଲେ। ରାଜା ବି ମନା କରି ନଥିଲେ।

Related story