ବାରରେ ପୁଅ-ଝିଅ ଖେଳୁଥିଲେ, ରେଡ୍ କରିବାକୁ ଯାଇ ଫସିଗଲେ ଅଧିକାରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅଂଚଳରେ ଥିବା BBI ବାର ନାମରେ ଥାନାରେ ଅଭିଯୋଗ କଲେ ବିଏମସି କର୍ତ୍ତୃପକ୍ଷ । କୋଭିଡ ନିୟମ ଭାଙ୍ଗି ସିଲ କରିବାକୁ ଯାଉଥିବା ସମୟରେ ସରକାରୀ କର୍ମଚାରୀଙ୍କୁ ଲିଫ୍ଟ ରେ ବନ୍ଦ କରିଦେଇଥିଲେ ବାର କର୍ତ୍ତୃପକ୍ଷ । ପ୍ରାୟ ୪୦ ମିନିଟ ଧରି ଲିଫ୍ଟ ରେ ଫସି ରହିଥିଲେ ବିଏମସି କର୍ମଚାରୀ । ଏନେଇ ଚନ୍ଦ୍ରଶେଖର ପୁର ଥାନାରେ ଅଭିଯୋଗ କରାଯାଇଛି । ଏହାସହ ସମ୍ପୃକ୍ତ ବାରକୁ ମଧ୍ୟ ବିଏମସି […]

590

590

Tapas Behera
  • Published: Sunday, 19 September 2021
  • Updated: 19 September 2021, 04:01 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅଂଚଳରେ ଥିବା BBI ବାର ନାମରେ ଥାନାରେ ଅଭିଯୋଗ କଲେ ବିଏମସି କର୍ତ୍ତୃପକ୍ଷ । କୋଭିଡ ନିୟମ ଭାଙ୍ଗି ସିଲ କରିବାକୁ ଯାଉଥିବା ସମୟରେ ସରକାରୀ କର୍ମଚାରୀଙ୍କୁ ଲିଫ୍ଟ ରେ ବନ୍ଦ କରିଦେଇଥିଲେ ବାର କର୍ତ୍ତୃପକ୍ଷ । ପ୍ରାୟ ୪୦ ମିନିଟ ଧରି ଲିଫ୍ଟ ରେ ଫସି ରହିଥିଲେ ବିଏମସି କର୍ମଚାରୀ । ଏନେଇ ଚନ୍ଦ୍ରଶେଖର ପୁର ଥାନାରେ ଅଭିଯୋଗ କରାଯାଇଛି । ଏହାସହ ସମ୍ପୃକ୍ତ ବାରକୁ ମଧ୍ୟ ବିଏମସି ପକ୍ଷରୁ ସିଲ୍ କରି ଦିଆଯାଇଛି। ଗତକାଲି ଭୁବନେଶ୍ୱରରେ ନାଇଟ କର୍ଫ୍ୟୁ ଚାଲିଥିବା ସମୟରେ ବାର ଖୋଲାଥିଲା । ଭିତରେ ବହୁ ସଂଖ୍ୟାରେ ଲୋକ ଥିଲେ । ଡ୍ୟାନ୍ସ ସାଙ୍ଗକୁ ମଦର ଆସର ଜମିଥିଲା । ସ୍ଥାନୀୟ ପୁଲିସ ସହାୟତାରେ ରେଡ କରିଥିଲା ବିଏମସି ।

କେବଳ BBI ବାର ନୁହେଁ, UPARE ବାର କୁ ସିଲ କରିଛି ବିଏମସି ।"ଉପରେ" ବାରରେ ବିଏମସି ଜେଡ଼ିସି ଓ କର୍ମଚାରୀଙ୍କୁ ଲିଫ୍ଟରେ ଅଟକ ରଖିବା ଘଟଣାରେ ୫  ଅଭିଯୁକ୍ତଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ । ବିଏମସି କର୍ମଚାରୀଙ୍କୁ ଅଟକ ରଖିବା ଅଭିଯୋଗରେ ଦଫା 307 ସହିତ ଅନ୍ୟାନ୍ୟ ଦଫାରେ ଗିରଫ କରିଛି ପୁଲିସ I

ଗତକାଲି କୋଭିଡ ଗାଇଡ଼ ଲାଇନ ଉଲଂଘନ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା ବାର। ଖବର ପାଇ ଅତର୍କିତ ଚଢ଼ାଉ କରିଥିଲେ ବିଏମସି ସ୍କ୍ୱାର୍ଡ଼ ଓ କମିଶନରେଟ ପୁଲିସ ଅଧିକାରୀ। ହେଲେ ଚୋରି ଉପରେ ସିନା ଚୋରି ଭଳି ନିଜକୁ ସୁରକ୍ଷା ଦେବାକୁ ଯାଇ ବିଏମସି ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ ଓ ଅନ୍ୟ ଜଣେ ଅଫିସରଙ୍କୁ ଲିଫ୍ଟ ଭିତରେ ଜାଣିଶୁଣି ଲାଇନ କାଟି ବନ୍ଦ କରିଦେଲେ ବାର ମ୍ୟାନେଜର।  ୪୦ ମିନିଟ ଧରି ଲିଫ୍ଟରେ ଫସି ରହିଲେ ଜେଡିସି ଅଂଶୁମାନ। ବାରମ୍ବାର ଆଲାରାମ ମାରିଥିଲେ ମଧ୍ୟ ବ୍ୟାକପ୍ ଇଲେକ୍ଟ୍ରି ଥିବା ସତ୍ତ୍ୱେ ଲିଫ୍ଟ ଚାଲୁ କରିନଥିଲେ ବାର କର୍ତ୍ତୃପକ୍ଷ। ପୁଲିସ ଓ ବିଏମସିର ଅନ୍ୟ ଅଧିକାରୀ ପହଞ୍ଚି କହିବା ପରେ ୪୦ ମିନିଟ ପରେ ଲିଫ୍ଟ ଚାଲୁ କରିଥିଲେ ବାର କର୍ତ୍ତୃପକ୍ଷ। ଜଣେ ଓଏଏସ ଅଧିକାରୀଙ୍କୁ ନିଜ କର୍ତ୍ତବ୍ୟ ସମ୍ପାଦନ ସମୟରେ ବାଧା ସୃଷ୍ଟି ଓ ହତ୍ୟା ଉଦ୍ୟମରେ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବିଏମସି ଜେଡିସି। ଏହା ସହିତ ବାରକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ କରିଛି ବିଏମସି। କେବଳ ଉପରେ UPARE ନୁହେଁ ବିବିଆଇ BBIକୁ ମଧ୍ୟ ସିଲ କରିଛି ବିଏମସି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story