ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଘରେ ପୋଲିସର ଚଢ଼ାଉ

ବରଗଡ଼(ଓଡ଼ିଶା ରିପୋର୍ଟର): ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଘରେ ଆଜି ପୋଲିସ ଚଢ଼ାଉ କରିଛି। ମନ୍ତ୍ରୀଙ୍କ ସୋହେଲା ବାସଭବନରେ ଚଢାଉ କରାଯାଇଛି। ବିଜେପୁର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ମନ୍ତ୍ରୀଙ୍କ ଘରେ ଅର୍ଥ କାରବାର ଚାଲିଥିବା ପୋଲିସ୍‌ କୌଣସି ସୂତ୍ରରୁ ଖବର ପାଇଁ ଚଢ଼ାଉ କରିଥିଲା। ସର୍ବବିଶେଷ ରିପୋର୍ଟ ଅନୁସାରେ ସୁଶାନ୍ତଙ୍କ ଘରୁ ପୋଲିସ କିଛି ପାଇ ନ ଥିବା ଜଣାପଡ଼ିଛି।

bjd

Rakesh Mallick
  • Published: Tuesday, 20 February 2018
  • , Updated: 20 February 2018, 12:03 PM IST

ବରଗଡ଼(ଓଡ଼ିଶା ରିପୋର୍ଟର): ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଘରେ ଆଜି ପୋଲିସ ଚଢ଼ାଉ କରିଛି। ମନ୍ତ୍ରୀଙ୍କ ସୋହେଲା ବାସଭବନରେ ଚଢାଉ କରାଯାଇଛି। ବିଜେପୁର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ମନ୍ତ୍ରୀଙ୍କ ଘରେ ଅର୍ଥ କାରବାର ଚାଲିଥିବା ପୋଲିସ୍‌ କୌଣସି ସୂତ୍ରରୁ ଖବର ପାଇଁ ଚଢ଼ାଉ କରିଥିଲା।

ସର୍ବବିଶେଷ ରିପୋର୍ଟ ଅନୁସାରେ ସୁଶାନ୍ତଙ୍କ ଘରୁ ପୋଲିସ କିଛି ପାଇ ନ ଥିବା ଜଣାପଡ଼ିଛି।

Related story