୪ଟି କଣ୍ଟେନର ଜବତ; ୧୦୦ରୁ ଅଧିକ ଗୋରୁ ଉଦ୍ଧାର

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ବଅଁରପାଳ ନିକଟରୁ ୪ଟି ଗୋରୁ ବୋଝେଇ କଣ୍ଟେନରକୁ ପୁଲିସ୍ ଜବତ କରିଛି। ଏହି ସବୁ କଣ୍ଟେନରରୁ ୧୦୦ରୁ ଅଧିକ ଗୋରୁକୁ ଉଦ୍ଧାର କରାଯାଇଛି। ଏହି ଘଟଣାରେ ପୁଲିସ୍ ଜଣେ ଡ୍ରାଇଭରକୁ ଅଟକ ରଖିଛି। ଅନ୍ୟ ତିନି ଜଣ ଘଟଣାସ୍ଥଳରୁ ଖସି ପଳାଇ ଯାଇଥିଲେ। ଆଜି ଭୋରରେ ଆଠମଲ୍ଲିକରୁ କୋଲକତାକୁ ବେଆଇନ ଭାବେ ଗୋରୁ ଚାଲାଣ ହେଉଥିବା ନେଇ ଅନୁଗୋଳ ପୁଲିସ୍ କୌଣସି ସୂତ୍ରରୁ ଖବର ପାଇଥିଲା। ଏହାପରେ ଅନୁଗୋଳ […]

container

container

Jitendra Garnayak
  • Published: Wednesday, 06 March 2019
  • Updated: 06 March 2019, 09:22 AM IST

Sports

Latest News

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ବଅଁରପାଳ ନିକଟରୁ ୪ଟି ଗୋରୁ ବୋଝେଇ କଣ୍ଟେନରକୁ ପୁଲିସ୍ ଜବତ କରିଛି। ଏହି ସବୁ କଣ୍ଟେନରରୁ ୧୦୦ରୁ ଅଧିକ ଗୋରୁକୁ ଉଦ୍ଧାର କରାଯାଇଛି। ଏହି ଘଟଣାରେ ପୁଲିସ୍ ଜଣେ ଡ୍ରାଇଭରକୁ ଅଟକ ରଖିଛି। ଅନ୍ୟ ତିନି ଜଣ ଘଟଣାସ୍ଥଳରୁ ଖସି ପଳାଇ ଯାଇଥିଲେ।

[caption id="attachment_348465" align="aligncenter" width="750"]truck1 ଟ୍ରକ୍ ଭିତରୁ ଗୋରୁଗୁଡ଼ିକୁ କଢ଼ା ଯାଉଛି।[/caption]

ଆଜି ଭୋରରେ ଆଠମଲ୍ଲିକରୁ କୋଲକତାକୁ ବେଆଇନ ଭାବେ ଗୋରୁ ଚାଲାଣ ହେଉଥିବା ନେଇ ଅନୁଗୋଳ ପୁଲିସ୍ କୌଣସି ସୂତ୍ରରୁ ଖବର ପାଇଥିଲା। ଏହାପରେ ଅନୁଗୋଳ ପୁଲିସ୍‌ର ସ୍ୱତନ୍ତ୍ର ଟିମ୍‌ ବଅଁରପାଳ ଥାନା ପୁଲିସ୍ ସହାୟତାରେ ବଅଁରପାଳ ନିକଟରେ ଚଢ଼ାଉ କରି ୪ଟି କଣ୍ଟେନର ଜବତ କରିଥିଲା ଓ ସେଥିରୁ ୧୦୦ରୁ ଅଧିକ ଗୋରୁକୁ ଉଦ୍ଧାର କରିଥିଲା।

ଏହି ଗୋରୁ ଗୁଡ଼ିକୁ ଭଦ୍ରକ ଓ କୋଲକାତାକୁ ଚାଲାଣ କରାଯାଉଥିଲା ଜଣାପଡ଼ିଛି। ପୁଲିସ୍‌ ଘଟଣାର ଅଧିକ ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story