ବୋମା ଫିଙ୍ଗିଥିବା ଯୁବକଙ୍କ ଫଟୋ ଜାରି, ଧରାଇଦେଲେ ମିଳିବ ପୁରସ୍କାର

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ କାର୍‌ ଉପରେ ବୋମା ଫିଙ୍ଗିଥିବା ଯୁବକଙ୍କ ଫଟୋ ଜାରି ହୋଇଛି। ବୋମା ମାଡ଼ ହୋଇଥିବା ସ୍ଥାନରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିବା ଭିଡିଓରୁ ୩ଟି ଫଟୋ ଜାରି କରିଛି ପୁଲିସ। ଏଥିସହ ଅଭିଯୁକ୍ତଙ୍କୁ ଧରାଇ ଦେଲେ ପୁରସ୍କାର ଦିଆଯିବ ବୋଲି କେନ୍ଦୁଝର ଏସ୍‌ପି ମିତ୍ରଭାନୁ ମହାପାତ୍ର ଘୋଷଣା କରିଛନ୍ତି। ଗତ ରବିବାର ଭାରତୀୟ ମଜଦୁର ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଅତିଥିଭାବେ ଯୋଗଦେବାକୁ ଯାଇଥିଲେ ମୋହନ ମାଝୀ। ସଭା […]

Bom

Bom

Manoranjan Sial
  • Published: Tuesday, 12 October 2021
  • Updated: 12 October 2021, 07:43 PM IST

Sports

Latest News

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ କାର୍‌ ଉପରେ ବୋମା ଫିଙ୍ଗିଥିବା ଯୁବକଙ୍କ ଫଟୋ ଜାରି ହୋଇଛି। ବୋମା ମାଡ଼ ହୋଇଥିବା ସ୍ଥାନରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିବା ଭିଡିଓରୁ ୩ଟି ଫଟୋ ଜାରି କରିଛି ପୁଲିସ। ଏଥିସହ ଅଭିଯୁକ୍ତଙ୍କୁ ଧରାଇ ଦେଲେ ପୁରସ୍କାର ଦିଆଯିବ ବୋଲି କେନ୍ଦୁଝର ଏସ୍‌ପି ମିତ୍ରଭାନୁ ମହାପାତ୍ର ଘୋଷଣା କରିଛନ୍ତି।

ଗତ ରବିବାର ଭାରତୀୟ ମଜଦୁର ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଅତିଥିଭାବେ ଯୋଗଦେବାକୁ ଯାଇଥିଲେ ମୋହନ ମାଝୀ। ସଭା ସରିଲା ପରେ ସେ ଫେରୁଥିବା ବେଳେ କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ମଣ୍ଡୁଆ ନିକଟରେ ତାଙ୍କ ଗାଡ଼ି ଉପରକୁ ବୋମାମାଡ଼ ହୋଇଥିଲା। ଏନେଇ ବିଧାୟକ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ୨୪ ଘଣ୍ଟା ଭିତରେ ଅଭିଯୁକ୍ତକୁ ଧରିବ ବୋଲି ପ୍ରତିଶ୍ରୁତି ଦେଇଥିଲା।

ବିଧାୟକଙ୍କ ଗାଡ଼ି ଉପରକୁ ବୋମା ମାଡ଼ ହେବାକୁ ୨୪ ଘଣ୍ଟାରୁ ଅଧିକ ସମୟ ବିତିଥିଲେ ମଧ୍ୟ ପୁଲିସ ଅଭିଯୁକ୍ତଙ୍କୁ ଧରି ପାରିନି। ଏହାର ପ୍ରତିବାଦରେ ବିଜେପି ରାସ୍ତାକୁ ଓହ୍ଲାଇଥିଲା। ଆଜି ଗାନ୍ଧି ଛକଠାରେ ୪୯ ନମ୍ୱର ଜାତୀୟ ରାଜପଥକୁ ଅବରୋଧ କରିଥିଲେ ବିଜେପି କର୍ମୀ। ଆଉ ଏଥିରେ ସାମିଲ ହୋଇଥିଲେ ମୋହନ ମାଝୀଙ୍କ ସମେତ ବିଜେପିର ୯ ଜଣ ବିଧାୟକ। ସେମାନେ ହେଲେ- ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ରେଙ୍ଗାଳି ବିଧାୟକ ନାଉରି ନାଏକ, ବାରିପଦା ବିଧାୟକ ପ୍ରକାଶ ସୋରେନ, ଯଶୀପୁର ବିଧାୟକ ଗଣେଶ ରାମ ଖୁଣ୍ଟିଆ, ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ, ଲୁଇସିଙ୍ଗା ବିଧାୟକ ମୁକେଶ ମହାଲିଙ୍ଗ, ବଡ଼ସାହି ବିଧାୟକ ସନାତନ ବିଜୁଳି, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଓ ଶାରସକଣା ବିଧାୟକ ବୁଡାନ ମୁର୍ମୁ।

ଆଜି ସର୍କିଟ ହାଉସରେ ବସିଥିଲା ବୈଠକ। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ୭ ଦିନ ସମୟ ମାଗିଲେ କେନ୍ଦୁଝର ଏସ୍‌ପି। ୭ ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଧରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଏସ୍‌ପି। ଆଉ ଏସ୍‌ପିଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି ବିଜେପି ବିଧାୟକ। ୭ ଦିନ ମଧ୍ୟରେ ଗିରଫ ନହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ନେଇଛନ୍ତି ବିଜେପି ବିଧାୟକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story