ପୋଲରୁ ଖସିଲା ପୁଲିସ୍‌ ଗାଡ଼ି

ଫୁଲବାଣୀ (ତ୍ରିନାଥ ସାହୁ):  ପୋଲରୁ ଖସିଲା ପୁଲିସ୍‌ ଗାଡ଼ି। ଏଥିରେ ଆଇଆଇସି ଓ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ଏ ଦୁର୍ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳରେ। ଆଜି ସକାଳେ ଏକ ଗାଡ଼ିରେ ଗଞ୍ଜେଇ ଯାଉଥିବା ସନ୍ଦେହରେ ରାଇକିଆ ଥାନା ପୁଲିସ୍ ପିଛା କରିଥିଲା। ତେବେ ମଣ୍ଡାକିଆ ଗ୍ରାମ ନିକଟ ଏକ ପୋଲ ଅତିକ୍ରମ କରୁଥିବା ବେଳେ ପୁଲିସ୍ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗାଡ଼ିଟି ଦ୍ରୁତ ଗତିରେ ଯାଉଥିବାରୁ ପ୍ରଥମେ ଭାରସାମ୍ୟ ହରାଇ ପୋଲ […]

police-1--1

police-1--1

Niharika Rout
  • Published: Monday, 13 January 2020
  • Updated: 13 January 2020, 03:30 PM IST

Sports

Latest News

ଫୁଲବାଣୀ (ତ୍ରିନାଥ ସାହୁ):  ପୋଲରୁ ଖସିଲା ପୁଲିସ୍‌ ଗାଡ଼ି। ଏଥିରେ ଆଇଆଇସି ଓ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ଏ ଦୁର୍ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳରେ।

ଆଜି ସକାଳେ ଏକ ଗାଡ଼ିରେ ଗଞ୍ଜେଇ ଯାଉଥିବା ସନ୍ଦେହରେ ରାଇକିଆ ଥାନା ପୁଲିସ୍ ପିଛା କରିଥିଲା। ତେବେ ମଣ୍ଡାକିଆ ଗ୍ରାମ ନିକଟ ଏକ ପୋଲ ଅତିକ୍ରମ କରୁଥିବା ବେଳେ ପୁଲିସ୍ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗାଡ଼ିଟି ଦ୍ରୁତ ଗତିରେ ଯାଉଥିବାରୁ ପ୍ରଥମେ ଭାରସାମ୍ୟ ହରାଇ ପୋଲ ବାଡ଼ାରେ ପିଟି ହୋଇଥିଲା ଓ ପରେ ପୋଲରୁ ପ୍ରାୟ ୨୦ ଫୁଟ ତଳକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ଗାଡ଼ିରେ ଥିବା ରାଇକିଆ ଥାନା IIC ଅଲେଖ ଗରଡ଼ିଆ ଏବଂ ଗାଡ଼ି ଡ୍ରାଇଭର ମିଥୁନ ପ୍ରଧାନ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ରାଇକିଆ ମେଡିକାଲରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story