ରାସ୍ତାରେ ଫସି ରହିଛନ୍ତି ପୋଲିଂ କର୍ମଚାରୀ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ଜିଲ୍ଲା ବାଣିଗୋଛା ନିକଟ ବୃତ୍ତଙ୍ଗ ନଦୀ ପାଖରେ ଅଧା ରାସ୍ତାରେ ଫସି ରହିଛନ୍ତି ପୋଲିଂ କର୍ମଚାରୀ। ରାସ୍ତା ଧସି ଯାଇଥିବାରୁ ପୋଲିଂ କର୍ମଚାରୀଙ୍କୁ ନେଇ ଆସୁଥିବା ମିନି ବସ୍‌ଟି ଅଟକି ରହିଛି। ଏ ସମ୍ପର୍କରେ କଣ୍ଟ୍ରୋଲ୍‌ ରୁମ୍‌କୁ ଫୋନ୍‌ କରାଯାଇଥିଲେ ସୁଦ୍ଧା ପୋଲିଂ କର୍ମଚାରୀମାନଙ୍କୁ ଉଦ୍ଧାର କରାଯାଇପାରିନି। ଆଜି ନିର୍ଦ୍ଧାରିତ ସମୟରେ ଓ ଶାନ୍ତିଶୃଙ୍ଖଳାରେ ବାଣିଗୋଛା ବୁଥ୍‌ରେ ନିର୍ବାଚନ ସରିଛି। ମତଦାନ ସରିବା ପରେ ଦୁଇଟି ବୁଥ୍‌ର EVM ମେସିନ ସହ ୧୬ […]

bus

bus

Manoranjan Sial
  • Published: Thursday, 18 April 2019
  • Updated: 18 April 2019, 09:17 PM IST

Sports

Latest News

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ଜିଲ୍ଲା ବାଣିଗୋଛା ନିକଟ ବୃତ୍ତଙ୍ଗ ନଦୀ ପାଖରେ ଅଧା ରାସ୍ତାରେ ଫସି ରହିଛନ୍ତି ପୋଲିଂ କର୍ମଚାରୀ। ରାସ୍ତା ଧସି ଯାଇଥିବାରୁ ପୋଲିଂ କର୍ମଚାରୀଙ୍କୁ ନେଇ ଆସୁଥିବା ମିନି ବସ୍‌ଟି ଅଟକି ରହିଛି। ଏ ସମ୍ପର୍କରେ କଣ୍ଟ୍ରୋଲ୍‌ ରୁମ୍‌କୁ ଫୋନ୍‌ କରାଯାଇଥିଲେ ସୁଦ୍ଧା ପୋଲିଂ କର୍ମଚାରୀମାନଙ୍କୁ ଉଦ୍ଧାର କରାଯାଇପାରିନି।

ଆଜି ନିର୍ଦ୍ଧାରିତ ସମୟରେ ଓ ଶାନ୍ତିଶୃଙ୍ଖଳାରେ ବାଣିଗୋଛା ବୁଥ୍‌ରେ ନିର୍ବାଚନ ସରିଛି। ମତଦାନ ସରିବା ପରେ ଦୁଇଟି ବୁଥ୍‌ର EVM ମେସିନ ସହ ୧୬ ଜଣ ପୋଲିଂ କର୍ମଚାରୀ ଏକ ମିନି ବସ୍‌ରେ ଆସୁଥିଲେ। ବାଣିଗୋଛା ନିକଟ ବୃତ୍ତଙ୍ଗ ନଦୀ ପାଖରେ ରାସ୍ତା ଧସି ଯିବାରୁ ଗାଡ଼ି ଆଗକୁ ଯାଇପାରିନଥିଲା। ପୋଲିଂ କର୍ମଚାରୀମାନେ ଏ ସମ୍ପର୍କରେ କଣ୍ଟ୍ରୋଲ୍‌ ରୁମ୍‌କୁ ଫୋନ କରିଥିଲେ। ଖବର ଲେଖା ହେବା ପର୍ଯ୍ୟନ୍ତ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ପାରିନଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story