ବୁଥ୍‌କୁ ଯିବା ପୂର୍ବରୁ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ

ଆନନ୍ଦପୁର ( ମୁନା ସିଂହ) : କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ପୋଲିଂ ବୁଥ୍‌କୁ ଯିବା ପୂର୍ବରୁ ପୋଲିଂ କର୍ମଚାରୀଙ୍କ ଆକସ୍ମିକ ମୃତ୍ୟୁ ହୋଇଛି। ମୃତକ ହେଲେ ଚମ୍ପୁଆ ହାଇସ୍କୁଲର କର୍ମଚାରୀ ଅଭୟ କୁମାର ସେଠୀ। ଘସିପୁରାର ୨୧ ନମ୍ବର  ବୁଥ୍ ନଂ ୧୪୯ରେ ତାଙ୍କର ଡ୍ୟୁଟି ପଡ଼ିଥିଲା। ନିର୍ବାଚନ ଡ୍ୟୁଟିକୁ ବାହାରିବା ବେଳେ ଡେସପାଚ୍ ରୁମ୍‌ରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ନିଆଯାଇଥିଲା। ସେଠାରେ ଅଭୟଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

dead-2

Tapas Behera
  • Published: Sunday, 21 April 2019
  • , Updated: 21 April 2019, 05:23 PM IST

ଆନନ୍ଦପୁର ( ମୁନା ସିଂହ) : କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ପୋଲିଂ ବୁଥ୍କୁ ଯିବା ପୂର୍ବରୁ ପୋଲିଂ କର୍ମଚାରୀଙ୍କ ଆକସ୍ମିକ ମୃତ୍ୟୁ ହୋଇଛି। ମୃତକ ହେଲେ ଚମ୍ପୁଆ ହାଇସ୍କୁଲର କର୍ମଚାରୀ ଅଭୟ କୁମାର ସେଠୀ। ଘସିପୁରାର ୨୧ ନମ୍ବର  ବୁଥ୍ ନଂ ୧୪୯ରେ ତାଙ୍କର ଡ୍ୟୁଟି ପଡ଼ିଥିଲା।

ନିର୍ବାଚନ ଡ୍ୟୁଟିକୁ ବାହାରିବା ବେଳେ ଡେସପାଚ୍ ରୁମ୍ରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ନିଆଯାଇଥିଲା। ସେଠାରେ ଅଭୟଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର

Related story