ନିର୍ଭିକ ସାମ୍ବାଦିକ ଥିଲେ ଅରିନ୍ଦମ: ଏସ୍‌ଆର୍‌ସି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଟକ ମୁଣ୍ଡଳୀଠାରେ ଘଟିଥିବା ବୋଟ୍‌ ଟ୍ରାଜେଡିରେ ଅକାଳରେ ଝଡ଼ି ପଡ଼ିଥିବା ଦୁଃସାହସୀ ତଥା ଓଟିଭିର ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଏସ୍‌ଆର୍‌ସି ପ୍ରଦୀପ ଜେନା। ପ୍ରଭୁ ଜଗନ୍ନାଥଙ୍କ ନିକଟରେ ସେ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି। ଏଥିସହ ଗୁରୁତର ଥିବା ଓଟିଭିର କ୍ୟାମେରାମ୍ୟାନ୍‌ ପ୍ରଭାତ ସିହ୍ନାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏସ୍‌ଆର୍‌ସି ଟ୍ୱିଟ୍‌ କରି କହିଛନ୍ତି, ‘ଅରିନ୍ଦମ ଥିଲେ ଜଣେ ଦୁଃସାହାସିକ ଟିଭି ସାମ୍ବାଦିକ […]

Arindam and SRC

Arindam and SRC

Madhupriya Mistry
  • Published: Saturday, 25 September 2021
  • Updated: 25 September 2021, 12:14 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଟକ ମୁଣ୍ଡଳୀଠାରେ ଘଟିଥିବା ବୋଟ୍‌ ଟ୍ରାଜେଡିରେ ଅକାଳରେ ଝଡ଼ି ପଡ଼ିଥିବା ଦୁଃସାହସୀ ତଥା ଓଟିଭିର ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଏସ୍‌ଆର୍‌ସି ପ୍ରଦୀପ ଜେନା। ପ୍ରଭୁ ଜଗନ୍ନାଥଙ୍କ ନିକଟରେ ସେ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି। ଏଥିସହ ଗୁରୁତର ଥିବା ଓଟିଭିର କ୍ୟାମେରାମ୍ୟାନ୍‌ ପ୍ରଭାତ ସିହ୍ନାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଏସ୍‌ଆର୍‌ସି ଟ୍ୱିଟ୍‌ କରି କହିଛନ୍ତି, 'ଅରିନ୍ଦମ ଥିଲେ ଜଣେ ଦୁଃସାହାସିକ ଟିଭି ସାମ୍ବାଦିକ । ସେ ସବୁ ଦିନ ନିଜ କାମକୁ ଚାଲେଞ୍ଜିଂ ଭାବେ ଗ୍ରହଣ କରୁଥିଲେ। ସେ ଦର୍ଶକଙ୍କୁ ସର୍ବଦା ଭଲ ଖବର ଦେଖାଇବାକୁ ଚେଷ୍ଟା କରୁଥିଲେ। ଛୋଟରୁ ବି ଅତି ଛୋଟ ଖବର ସେ ଦର୍ଶକଙ୍କ ପାଖରେ ପହଞ୍ଚାଇବା ପାଇଁ ଚେଷ୍ଟା କରୁଥିଲେ।' ଯୁବ ସାମ୍ବାଦିକରୁ ସେ କିଭଳି ଜଣେ ପ୍ରଫେସନାଲ ସାମ୍ବାଦିକ ପାଲଟିଲେ ତାହା ମୁଁ ଦେଖିଛି ବୋଲି ପ୍ରଦୀପ ଜେନା କହିଛନ୍ତି।

ସେ ଆହୁରି କହିଛନ୍ତି, ସାମ୍ବାଦିକତାର ରତ୍ନ ଥିଲେ ଅରିନ୍ଦମ। ସେ ଜଣେ ପ୍ରଭାବୀ, ଦୁଃସାହସିକ ଏବଂ ନିର୍ଭିକ ସାମ୍ବାଦିକ ବୋଲି ପ୍ରମାଣ କରି ଦେଖାଇଛନ୍ତି।  ଅରିନ୍ଦମ ଜଣେ ଶାନ୍ତ ସ୍ୱଭାର ବ୍ୟକ୍ତି ଥିଲେ। ତାଙ୍କର ଏଭଳି ସ୍ୱଭାବ ଯୋଗୁଁ ତାଙ୍କୁ ଦର୍ଶକମାନେ ମଧ୍ୟ ବେଶ୍‌ ଭଲ ପାଉଥିଲେ। ଗତ ୨ ବର୍ଷ ହେବ ଅରିନ୍ଦମ ବାତ୍ୟା, ବନ୍ୟା ତଥା କରୋନା ଖବର କଭର କରୁଥିବା ମୁଁ ଦେଖିଛି। ତାଙ୍କ  ଖବର ପରିବେଷଣ ଶୈଳୀ ମଧ୍ୟ ବେଶ୍‌ ଚତ୍ମକାର ଥିଲା। ମୁଁ ତାଙ୍କୁ ସର୍ବଦା ମନେ ପକାଇବି। ତାଙ୍କୁ ଭୁଲି ପାରିବି ନାହିଁ। ଏବେ ଆଉ ଏକ ବାତ୍ୟ ଆସିବା ସମ୍ଭାବନା ରହିଛି।

ଏସ୍‌ଆର୍‌ସି କାର୍ଯ୍ୟାଳୟ ଏବଂ ମିଡିଆ ବନ୍ଧୁମାନେ ଯେଉଁମାନେ ବାତ୍ୟ ଖବର କଭର କରିବେ, ସେମାନେ ନିଶ୍ଚିତ ରୂପେ ତାଙ୍କୁ ମନେ ପକାଇବେ। ଆମେ ଜଣେ ସାହାସୀ ସାମ୍ବାଦିକଙ୍କୁ ହରାଇଲୁ। ଅରିନ୍ଦମଙ୍କୁ ହରାଇ ତାଙ୍କ ବନ୍ଧୁବାନ୍ଧବ ସମ୍ପର୍କୀୟଙ୍କ ସମେତ ଅଗଣିତ ଦର୍ଶକ ଖୁବ୍‌ ମର୍ମାହତ।'

ସୂଚନା ମୁତାବକ, କଟକ ମୁଣ୍ଡଳୀରେ ଫସିଥିବା ଏକ ହାତୀ ସମ୍ପର୍କରେ ଖବର ସଂଗ୍ରହ ପାଇଁ ଓଡ୍ରାଫ୍ ଟିମ୍ ସହ ଗତକାଲି ଅରିନ୍ଦମ ବୋଟ୍‌ରେ ମହାନଦୀ ଭିତରକୁ ଯାଇଥିଲେ। ମାତ୍ର ପ୍ରଖର ସ୍ରୋତରେ ବୋଟ୍‌ଟି ଓଲଟି ପଡ଼ିବାରୁ ନଦୀରେ ଭାସି ଯାଇଥିଲେ ଅରିନ୍ଦମଙ୍କ ସହ ଓଟିଭି କ୍ୟାମେରାମ୍ୟାନ୍ ପ୍ରଭାତ ସିହ୍ନା। ଏହାପରେ ଉଭୟଙ୍କୁ ଉଦ୍ଧାର କରାଯାଇ କଟକ ଏସସିବିକୁ ଅଣାଯାଇଥିବା ବେଳେ ସେଠାରେ ଅରିନ୍ଦମଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଏହି ଦୁର୍ଘଟଣାରେ ଗୁରୁତର ହୋଇଥିବା ୫ ଜଣ ଏବେ ବି SCBରେ ଚିକିତ୍ସାଧୀନ ଅଛନ୍ତି।  ସେମାନଙ୍କ ମଧ୍ୟରୁ ଓଟିଭିର କ୍ୟାମେରାମ୍ୟାନ ପ୍ରଭାତ ସିହ୍ନା ଓ ଅନ୍ୟ ୨  ଓଡ୍ରାଫ୍ ଟିମ୍ କର୍ମଚାରୀ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। । ଅନ୍ୟ ୨ ଜଣ ଓଡ୍ରାଫ୍ କର୍ମଚାରୀ ଏସସିବି କାଜୁଆଲିଟିରେ ଭର୍ତ୍ତି ହୋଇଛନ୍ତି। ଏସସିବି ପକ୍ଷରୁ ଏକ ଡାକ୍ତରୀ ଟିମ୍‌ ଗଠନ କରାଯାଇ ସମସ୍ତ ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯାଉଛି।  ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଥିବା ମେଡିକାଲ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ଦିଆଯାଇଛି।

https://twitter.com/PradeepJenaIAS/status/1441460017215926277?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story