‘ବିଜେଡି ଚାଷୀର ବଳ ନୁହେଁ କାଳ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିର ବଳ ହେଉଛି ଚାଷୀଙ୍କ ଟଙ୍କା। ଚାଷୀଙ୍କ ଟଙ୍କାକୁ ପୁଞ୍ଜି କରି ନିର୍ବାଚନ ମଇଦାନକୁ ଓହ୍ଲାଇଛି ବିଜେଡି।  ମିଲର୍ସ ଆଗରେ ରାଜ୍ୟ ସରକାର ହାତ ଟେକି ଦେଇଥିବା ବେଳେ ଚାଷୀଙ୍କ ପ୍ରତି ନାହିଁ ସାମାନ୍ୟ ଦରଦ । ଯେଉଁ ଚାଷୀଙ୍କ ଟଙ୍କା ବଳରେ ନିର୍ବାଚନ ବୈତରଣୀ ପାର ହେବାକୁ ବସିଛି ଦଳ, ସେହି ଚାଷୀର ଧାନ ମଣ୍ଡିରେ ପଡ଼ିଥିବା ବେଳେ ସେଥିପ୍ରତି କିନ୍ତୁ ନିଘା ନାହିଁ।  ତେଣୁ  ୨୨ ବର୍ଷ ହେଲା ଶାସନ ଗାଦିରେ […]

press meet

press meet

Niharika Rout
  • Published: Friday, 04 February 2022
  • Updated: 04 February 2022, 02:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିର ବଳ ହେଉଛି ଚାଷୀଙ୍କ ଟଙ୍କା। ଚାଷୀଙ୍କ ଟଙ୍କାକୁ ପୁଞ୍ଜି କରି ନିର୍ବାଚନ ମଇଦାନକୁ ଓହ୍ଲାଇଛି ବିଜେଡି।  ମିଲର୍ସ ଆଗରେ ରାଜ୍ୟ ସରକାର ହାତ ଟେକି ଦେଇଥିବା ବେଳେ ଚାଷୀଙ୍କ ପ୍ରତି ନାହିଁ ସାମାନ୍ୟ ଦରଦ । ଯେଉଁ ଚାଷୀଙ୍କ ଟଙ୍କା ବଳରେ ନିର୍ବାଚନ ବୈତରଣୀ ପାର ହେବାକୁ ବସିଛି ଦଳ, ସେହି ଚାଷୀର ଧାନ ମଣ୍ଡିରେ ପଡ଼ିଥିବା ବେଳେ ସେଥିପ୍ରତି କିନ୍ତୁ ନିଘା ନାହିଁ।  ତେଣୁ  ୨୨ ବର୍ଷ ହେଲା ଶାସନ ଗାଦିରେ ବସିଥିବା ବିଜୁ ଜନତା ଦଳ ଚାଷୀର ବଳ ନୁହେଁ, ଏହି  ଦଳ ଚାଷୀ ପାଇଁ କାଳ। ଏପରି କହି ବିଜେଡି ଉପରେ ଆଜି ଗର୍ଜିଛନ୍ତି ବିଜେପି କୃଷକ ମୋର୍ଚ୍ଚାର ପ୍ରଦେଶ ସଭାପତି ପ୍ରଦୀପ ପୁରୋହିତ ।

ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦୀପ ପୁରୋହିତ କହିଛନ୍ତି,  ଚାଷୀଙ୍କ ପ୍ରତି ରାଜ୍ୟ ସରକାରଙ୍କର ଟିକେ ବି ଦରଦ ନାହିଁ। ମିଲର୍ସଙ୍କ  ଜରିଆରେ ଚାଷୀଙ୍କୁ ଶୋଷଣ କରିବାର ବାଟ ଫିଟାଇଛନ୍ତି ସରକାର। ସରକାରଙ୍କ ନଜର ଚାଷୀ ଉପରେ ନାହିଁ। ଚାଷୀ କିପରି ଧାନ ବିକିବେ, କିପରି ସର୍ବନିମ୍ନ ସହାୟକ ମୂଲ୍ୟ ୧୯୪୦ ପାଇବେ ତାକୁ ଛାଡ଼ି ବିଜେଡି ପ୍ରାର୍ଥୀ କିପରି ଜିତିବେ ସେଥିରେ ମସଗୁଲ ଦଳର ହେଭିୱେଟ ନେତା।

ଏହାବାଦ ସେ କହିଛନ୍ତି, ପ୍ରତି କୁଇଣ୍ଟାଲରେ ୮ କେଜି, ୧୦ କେଜି ଧାନ କଟନି, ଛଟନି କରାଯାଉଛି । କଟନି ଛଟନି ଅଧିକାର ମିଲର୍ସଙ୍କୁ ଦେଲା କିଏ। ୬୦ ଲକ୍ଷ ମେଟ୍ରିକ ଟନ ଧାନ କିଣିବାକୁ କେନ୍ଦ୍ର ସରକାର ଟାର୍ଗେଟ ଦେଇଛନ୍ତି। ୨୦ ହଜାର କୋଟିର ଧାନ କିଣା ହେବ। କଟନିଛଟନି କରି ସର୍ବନିମ୍ନ ୩ କେଜି ଲେଖା ବି ମିଲର୍ସ ଖାତାକୁ ଗଲେ ପାଖାପାଖି ୫୦୦ କୋଟି ମିଲର୍ସ ଏବର୍ଷ ଖରିଫ ଋତୁରେ ଲୁଟ କରିବେ। ଯାହାକି ବିଜେଡି ଖାତାକୁ ଯିବ ।   ନିର୍ବାଚନରେ ବିଜେଡିର ବଳ ହେଉଛି ଚାଷୀ ଟଙ୍କା । ଚାଷୀଙ୍କ ଟଙ୍କାରେ ଜିତିବାକୁ ମଇଦାନକୁ ଓହ୍ଲାଇଛି ଦଳ।

ବିଗତ ୨୨ ବର୍ଷ ହେଲା ବିଜେଡି ଶାସନ କରୁଥିବା ବେଳେ ଏବେବି ରାଜ୍ୟର ପ୍ରାୟ ୭୦% ମଣ୍ଡିରେ ପିଣ୍ଡି ନାହିଁ। ମଣ୍ଡି ବ୍ୟବସ୍ଥା ସୁଦୃଢ ନାହିଁ।  ଚାଷୀ ଧାନ ରଖିବେ କେଉଁଠି। ଏ ଯାଏ ୫ ହଜାର ଟୋକନ ଲାପ୍ସ ହୋଇଗଲାଣି। ମେସେଜ ପାଇବା ପରେ ଚାଷୀ ମଣ୍ଡିକୁ ଧାନ ଆଣୁଛି। ଏହାପରେ ବି ମାସାଧୀକ କାଳ ଧାନ ମଣ୍ଡିରେ ପଡ଼ୁଛି। ସେଠାରେ ବର୍ଷାରେ ଧାନ ନଷ୍ଟ ହେଲେ ଦାୟୀ କିଏ । RMC ୨% କମିଶନ ପାଉଛି, ଦେଢଶ କୋଟି ଗଚ୍ଛିତ ରଖିଛି , ହେଲେ ଚାଷୀକୁ ଗୋଟିଏ ତାରପୋଲିନ ବି ମିଳୁନି । ଅପରପକ୍ଷେ, ଧାନ ଓଦା ହେଲେ, ୫ କେଜି ଧାନ ବଦଳରେ କୁଇଣ୍ଟାଲ ପିଛା ୧୫ କେଜି କାଟୁଛି ମିଲର୍ସ । ନ ହେଲେ ନେବୁନି ବୋଲି ବି ଧମକ ଦେଉଥିବା କହିଛନ୍ତି ବିଜେପି କୃଷକ ମୋର୍ଚ୍ଚାର ପ୍ରଦେଶ ସଭାପତି । ତେଣୁ ଚାଷୀ କମ୍‌ ଦାମରେ ମିଲର୍ସକୁ ଧାନ ଦେବାକୁ ବାଧ୍ୟ ହେଉଛି।  ଚାଷୀ ଏବେ ଦୁର୍ଦ୍ଦିନରେ ଥିବା ବେଳେ ବିଜେଡି ନେତା ଲୁଟିଥିବା ୫ଶହ କୋଟିରେ ଗାଁ ଗାଁ ବୁଲି ଭୋଟ ମାଗୁଛନ୍ତି । ତେଣୁ ଏହି ଦଳ ନିଃସନ୍ଦେହରେ ଚାଷୀ ପାଇଁ କାଳ ବୋଲି କହିଛନ୍ତି ପ୍ରଦୀପ ପୁରୋହିତ।   

ଏହାବାଦ ସେ କହିଛନ୍ତି,  ନଭେମ୍ବର ୧ରେ ମଣ୍ଡି ଖୋଲିବା କଥା, ହେଲେ ନଭେମ୍ବର ଶେଷରେ ତ କେଉଁଠି ଡିସେମ୍ବରରେ ଖୋଲିଲେ। ତେଣୁ ଯେଉଁ ଚାଷୀ ପାଖରେ ଧାନ ଥିଲା, ଟଙ୍କା ଆବଶ୍ୟକ ଥିଲା,  ସେମାନେ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହେଲେ। ଏପରିକି ହଜାରେରୁ କମ୍‌ ଟଙ୍କାରେ ମିଲର୍ସଙ୍କୁ ବିକିଲେ। ହେଲେ ଖାଦ୍ୟ ମନ୍ତ୍ରୀ ୧୯୪୦ରୁ  ଗୋଟିଏ ବି କମ୍‌ ଟଙ୍କାରେ ମିଲର୍ସ ଧାନ କିଣିଲେ ବନ୍ଧା ହେବେ ବୋଲି  କହୁଥିବା ବେଳେ ଏବ କିନ୍ତୁ ଚୁପ୍‌ ବସିଛନ୍ତି। ନ୍ୟାର୍ଯ୍ୟ ଦାବି ପାଇଁ ବହୁ ଜିଲ୍ଲରେ ଚାଷୀ ରାଜରାସ୍ତାକୁ ଓହ୍ଲାଉଛି। ହେଲେ ଏହା ସରକାର କାନରେ ପଡ଼ୁନି। ମିଲର୍ସଙ୍କ ଟଙ୍କା ତାଙ୍କ କାନକୁ ଢାଙ୍କି ଦେଇଛି ବୋଲି କହିଛନ୍ତି ବିଜେପି କୃଷକ ମୋର୍ଚ୍ଚାର ପ୍ରଦେଶ ସଭାପତି ପ୍ରଦୀପ ପୁରୋହିତ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story