ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଇଣ୍ଡିଆନ୍ ଆଇଡଲ୍ ବିଜୟିନୀ ଅନନ୍ୟା

ନୂଆଦିଲ୍ଲୀ: ଇଣ୍ଡିଆନ୍ ଆଇଡଲ୍ ଜୁନିୟର ସିଜନ୍ ଟୁ’ ର  ବିଜେତା ଓଡ଼ିଆ ଝିଅ ଅନନ୍ୟା ଶ୍ରୀତମ ନନ୍ଦ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ମୋଦି ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଆଶୀର୍ବାଦ ଦେଇଥିବା ଅନ୍ୟନ୍ୟା କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଇ ଅନନ୍ୟା ମୋଦିଙ୍କୁ ଭେଟିଥିଲେ। ଅନନ୍ୟାଙ୍କ ସହ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ତାଙ୍କ ବାପା ପ୍ରସନ୍ନ ନନ୍ଦ, ମାଆ ପ୍ରଶାନ୍ତି ମିଶ୍ର ଓ ବଡ଼ ଭଉଣୀ ମଧ୍ୟ ଉପସ୍ଥିତ ଥିଲେ। ଭୁବନେଶ୍ୱରର […]

ananya

ananya

Rakesh Mallick
  • Published: Tuesday, 15 September 2015
  • Updated: 15 September 2015, 04:54 PM IST

Sports

Latest News

ananyaନୂଆଦିଲ୍ଲୀ: ଇଣ୍ଡିଆନ୍ ଆଇଡଲ୍ ଜୁନିୟର ସିଜନ୍ ଟୁ' ର  ବିଜେତା ଓଡ଼ିଆ ଝିଅ ଅନନ୍ୟା ଶ୍ରୀତମ ନନ୍ଦ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ମୋଦି ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଆଶୀର୍ବାଦ ଦେଇଥିବା ଅନ୍ୟନ୍ୟା କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଇ ଅନନ୍ୟା ମୋଦିଙ୍କୁ ଭେଟିଥିଲେ। ଅନନ୍ୟାଙ୍କ ସହ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ତାଙ୍କ ବାପା ପ୍ରସନ୍ନ ନନ୍ଦ, ମାଆ ପ୍ରଶାନ୍ତି ମିଶ୍ର ଓ ବଡ଼ ଭଉଣୀ ମଧ୍ୟ ଉପସ୍ଥିତ ଥିଲେ। ଭୁବନେଶ୍ୱରର ୧୪ ବର୍ଷିୟା ଅନନ୍ୟା ଏହି ମ୍ୟୁଜିକ୍ ରିଏଲିଟି ସୋ"ର ଟାଇଟଲ୍ ଜିତି ସାରା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos