ପ୍ରକାଶ ପାଇଲା ଜେଇଇ ମେନ୍ ରାଙ୍କ କାର୍ଡ

ଭୁବନେଶ୍ୱର :  ଆଜି ପ୍ରକାଶ ପାଇଛି ଜେଇଇ ମେନ୍ ରାଙ୍କ କାର୍ଡ। ଜେଇଇ ମେନ ୱେବସାଇଟରୁ ଛାତ୍ରଛାତ୍ରୀ ସେମାନଙ୍କ ରାଙ୍କକାର୍ଡ ଡାଉନଲୋଡ୍ କରିପାରିବେ। ଏହି ରାଙ୍କ ଅନୁସାରେ ଛାତ୍ରଛାତ୍ରୀମାନେ ନାମଲେଖାଇ ପାରିବେ। ରାଜ୍ୟରେ ଥିବା ସରକାରୀ ଓ ବେସରକାରୀ ଇଂଜିନିୟରିଂ କଲେଜରେ ଆଡମିଶନ ପାଇଁ ଓଜେଇଇ କର୍ତ୍ତୃପକ୍ଷ କାଉନସେଲିଂ କରିବେ। ଏଥିପାଇଁ ଛାତ୍ରଛାତ୍ରୀ ଆସନ୍ତାକାଲି ଠାରୁ ଓଜେଇଇ ୱେବସାଇଟ ରେଜିଷ୍ଟ୍ରେସନ କରିପାରିବେ। କାଉନସେଲିଂ ପାଇଁ ଜୁଲାଇ ୧୦ ତାରିଖରେ ରାଜ୍ୟର ପ୍ରମୁଖ ସହରରେ ନୋଡାଲ ସେଣ୍ଟର ଖୋଲିବ […]

cet-results

Rakesh Mallick
  • Published: Wednesday, 01 July 2015
  • , Updated: 01 July 2015, 07:16 AM IST

ଭୁବନେଶ୍ୱର :  ଆଜି ପ୍ରକାଶ ପାଇଛି ଜେଇଇ ମେନ୍ ରାଙ୍କ କାର୍ଡ। ଜେଇଇ ମେନ ୱେବସାଇଟରୁ ଛାତ୍ରଛାତ୍ରୀ ସେମାନଙ୍କ ରାଙ୍କକାର୍ଡ ଡାଉନଲୋଡ୍ କରିପାରିବେ। ଏହି ରାଙ୍କ ଅନୁସାରେ ଛାତ୍ରଛାତ୍ରୀମାନେ ନାମଲେଖାଇ ପାରିବେ। ରାଜ୍ୟରେ ଥିବା ସରକାରୀ ଓ ବେସରକାରୀ ଇଂଜିନିୟରିଂ କଲେଜରେ ଆଡମିଶନ ପାଇଁ ଓଜେଇଇ କର୍ତ୍ତୃପକ୍ଷ କାଉନସେଲିଂ କରିବେ। ଏଥିପାଇଁ ଛାତ୍ରଛାତ୍ରୀ ଆସନ୍ତାକାଲି ଠାରୁ ଓଜେଇଇ ୱେବସାଇଟ ରେଜିଷ୍ଟ୍ରେସନ କରିପାରିବେ। କାଉନସେଲିଂ ପାଇଁ ଜୁଲାଇ ୧୦ ତାରିଖରେ ରାଜ୍ୟର ପ୍ରମୁଖ ସହରରେ ନୋଡାଲ ସେଣ୍ଟର ଖୋଲିବ । ନିଜ ମନୋନୀତ ନୋଡାଲ ସେଣ୍ଟରକୁ ଯାଇ ଛାତ୍ରଛାତ୍ରୀ ଡକ୍ୟୁମେଣ୍ଟ ଭେରିଫିକେସନ୍ କରିବା ସହ ଚଏସ୍ ଲକିଂ ମଧ୍ୟ କରିପାରିବେ।

Related story