‘ଧର୍ମେନ୍ଦ୍ର ଯେଉଁଦିନ ଯାହା କହିଛନ୍ତି, ତା ପରଦିନ ତାହା ଘଟିଛି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବନାବିରାରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇଙ୍କ ସମେତ ୪ଜଣଙ୍କୁ ଆକ୍ରମଣ ଘଟଣାରେ ବିଜେଡି ମୁଖପାତ୍ର ପ୍ରତାପ ଦେବ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଧର୍ମେନ୍ଦ୍ର ଯେଉଁଦିନ ଯାହା କହିଛନ୍ତି, ତା ପରଦିନ ତାହା ଘଟିଛି। ଉଦାହରଣ ଦେଇ ସେ କହିଛନ୍ତି, ଧର୍ମେନ୍ଦ୍ର ବ୍ୟୁରୋକ୍ରାଟଙ୍କ ବିରୋଧରେ କହିଲେ। ତା’ ପରଦିନ ତାଙ୍କ ଘରକୁ ଗୋବରମାଡ଼ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କଲେ, ତା’ପରଦିନ ମୁଖ୍ୟମନ୍ତ୍ରୀଙ୍କୁ ଚପଲ ଫିଙ୍ଗା ହେଲା। ମନ୍ତ୍ରୀ ସୁଶାନ୍ତଙ୍କ ବିରୋଧରେ […]

bbb

bbb

Rakesh Mallick
  • Published: Sunday, 25 February 2018
  • Updated: 25 February 2018, 03:57 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବନାବିରାରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇଙ୍କ ସମେତ ୪ଜଣଙ୍କୁ ଆକ୍ରମଣ ଘଟଣାରେ ବିଜେଡି ମୁଖପାତ୍ର ପ୍ରତାପ ଦେବ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଧର୍ମେନ୍ଦ୍ର ଯେଉଁଦିନ ଯାହା କହିଛନ୍ତି, ତା ପରଦିନ ତାହା ଘଟିଛି।

ଉଦାହରଣ ଦେଇ ସେ କହିଛନ୍ତି, ଧର୍ମେନ୍ଦ୍ର ବ୍ୟୁରୋକ୍ରାଟଙ୍କ ବିରୋଧରେ କହିଲେ। ତା’ ପରଦିନ ତାଙ୍କ ଘରକୁ ଗୋବରମାଡ଼ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କଲେ, ତା’ପରଦିନ ମୁଖ୍ୟମନ୍ତ୍ରୀଙ୍କୁ ଚପଲ ଫିଙ୍ଗା ହେଲା। ମନ୍ତ୍ରୀ ସୁଶାନ୍ତଙ୍କ ବିରୋଧରେ ପ୍ରେସ୍‌ମିଟ୍ ହେଲା। ତା’ ପରଦିନ ତାଙ୍କ ଭାଇଙ୍କୁ ଆକ୍ରମଣ ହୋଇଥିଲା। ଏହା ଧାରାବାହିକ ଭାବେ ଚାଲିଛି। ସବୁ ପୂର୍ବ ନିର୍ଦ୍ଧାରିତ ଯୋଜନା। ନିର୍ବାଚନକୁ ବାତିଲ କରିବା ପାଇଁ ଏହା ସବୁ ବିଜେପିର ଚାଲ୍। ଓଡ଼ିଶାର ଲୋକେ ମୂକବଧିର ନୁହଁନ୍ତି, ସବୁ ଜାଣିଲେଣି। ବିଜେପିର କଳା ଚେହେରା ଲୋକେ ଦେଖିଲେଣି। ସେ ଆଉ କ’ଣ କହିଛନ୍ତି ଶୁଣନ୍ତୁ-

ପ୍ରତାପଙ୍କ ଆରୋପର ଜବାବ ରଖିଲା ବିଜେପି। ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି-“ଜଣେ ନୀରିହ ଲୋକଙ୍କୁ ଆଣି ଚପଲ ମାଡ଼ କରି ଅନୁକମ୍ପା ସାଉଣ୍ଟିବାକୁ ଚେଷ୍ଟା କରିଥିଲେ ବିଜେଡି। ତାହା ଆଜି ବିଫଳ ହୋଇଛି। ସେହିପରି ବନାବିରାରେ ହୋଇଥିବା ଗଣ୍ଡଗୋଳରେ ଗୁଳି କାହା ଦେହରେ ବାଜି ନାହିଁ ବୋଲି ଡାକ୍ତର କହୁଛନ୍ତି। ମାତ୍ର ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଜେଡିର ସବୁ ନେତା କହୁଛନ୍ତି ଗୁଳିରେ ଦିଲେଶ୍ୱର ସାହୁଙ୍କ ମୃତ୍ୟୁ ହେଲା ଓ ସୁବ୍ରତ ସିଂ ଆହତ ହେଲେ। ତେବେ ଏହି ଗୁଳିଟି କିଏ ଚଳାଥିଲେ ଓ କାହା ଉପରକୁ ଚଲାଯାଇଥିଲା, ତାହାର ଉତ୍ତର ପ୍ରାୟ ବିଜେଡି ପାଖରେ ନାହିଁ। ତେବେ ଏଠି ପ୍ରଶ୍ନ ଉଠୁଛି, ଏତେ ରାତିରେ ସୁବ୍ରତ ଓ ତାଙ୍କ ସାଥୀମାନେ ସେଠାରେ କଣ କରୁଥିଲେ? ଏହାର ଉତ୍ତର ପ୍ରତାପ ଦେବ ଓ ତାଙ୍କ ନେତାମାନେ ଦେବା ଦରକାର।”
ସେ ଆହୁରି କହିଛନ୍ତି-“ବନାବିରାରେ ଏକ ଭୟଙ୍କର ଗଣ୍ଡଗୋଳ ବିଜେଡି ଆରମ୍ଭ କରିଥିଲା। ବିଜେପି ନେତାଙ୍କୁ ଅପହରଣଠାରୁ ଆରମ୍ଭ କରି ରହୁଥିବା ଘରେ ଚଢ଼ାଉ କରାଯାଇଥିଲା। ଏପରିକି ପେଟ୍ରୋଲ ପମ୍ପ ଆଗରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ବାଡେଇବା ପରି ହୀନ ରାଜନୀତି ବିଜେଡି କରିଛି। ଏଥିରୁ ଜଣାପଡ଼ୁଛି ବିଜେଡି କେତେ ରକ୍ତ ମୁଖା ହୋଇଛି? ଏହା ହେଉଛି ବାସ୍ତବ ସତ। ବିଜେଡି ଏବେ ସେହି ଦୋଷକୁ ବିଜେପି ଉପରକୁ ଠେଲୁଛି। ବିଜେପୁରରେ କ’ଣ ଫଳାଫଳ ଆସିବ, ତାହା ପ୍ରତାପବାବୁ ଜାଣିଛନ୍ତି ଓ ମୁଁ ବି ଜାଣିଛି। ବିଜେପୁରରେ ବିଜେପି ବହୁ ଭଲରେ ଜିତିବାକୁ ଯାଉଛି। ବିଜେପିର ବିକାଶ ଯାତ୍ରା ବିଜେପୁରରୁ ଆରମ୍ଭ ହେବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story