ବିଦେଶ ଯିବା ପୂର୍ବରୁ ଓଡ଼ିଶାବାସୀଙ୍କୁ ଝୁରିଲେ ପ୍ରତାପ ଷଡ଼ଙ୍ଗୀ, ଲେଖିଲେ ଏମିତି କଥା

ନୀଳଗିରି( ବିଶ୍ୱମ୍ବର ଦାଶ): ରାଷ୍ଟ୍ରପତିଙ୍କ ସହ ୮ ଦିନିଆ ବିଦେଶ ଗସ୍ତରେ ଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ତେବେ ବିଦେଶ ଗସ୍ତରେ ଯିବା ପୂର୍ବରୁ ନିଜ ଫେସବୁକ୍‌ ଆକାଉଣ୍ଟରେ ବିଦେଶ ଯାଉଥିବାରୁ ବାଲେଶ୍ୱରବାସୀ ତଥା ଓଡ଼ିଶାବାସୀଙ୍କ ପାଇଁ ସମୟ ଦେଇପାରୁନଥୁବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି। ଆଜି ସକାଳ ୮ଟାରେ ଆଠ ଦିନିଆ ବିଦେଶ ଗସ୍ତରେ ରାଷ୍ଟ୍ରପତିଙ୍କ ସହ ଯାଇଛନ୍ତି  କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ସେ ଲେଖିଛନ୍ତି ଯେ, ସେଠାରୁ ଫେରିଲା ପରେ ପାର୍ଲାମେଣ୍ଟ ଚାଲିଥିବ। ପ୍ରାୟ ୧୦ […]

p-1

p-1

Tapas Behera
  • Published: Sunday, 28 July 2019
  • Updated: 28 July 2019, 06:49 PM IST

Sports

Latest News

ନୀଳଗିରି( ବିଶ୍ୱମ୍ବର ଦାଶ): ରାଷ୍ଟ୍ରପତିଙ୍କ ସହ ୮ ଦିନିଆ ବିଦେଶ ଗସ୍ତରେ ଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ତେବେ ବିଦେଶ ଗସ୍ତରେ ଯିବା ପୂର୍ବରୁ ନିଜ ଫେସବୁକ୍‌ ଆକାଉଣ୍ଟରେ ବିଦେଶ ଯାଉଥିବାରୁ ବାଲେଶ୍ୱରବାସୀ ତଥା ଓଡ଼ିଶାବାସୀଙ୍କ ପାଇଁ ସମୟ ଦେଇପାରୁନଥୁବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି। ଆଜି ସକାଳ ୮ଟାରେ ଆଠ ଦିନିଆ ବିଦେଶ ଗସ୍ତରେ ରାଷ୍ଟ୍ରପତିଙ୍କ ସହ ଯାଇଛନ୍ତି  କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ।

ସେ ଲେଖିଛନ୍ତି ଯେ, ସେଠାରୁ ଫେରିଲା ପରେ ପାର୍ଲାମେଣ୍ଟ ଚାଲିଥିବ। ପ୍ରାୟ ୧୦ ଅଗଷ୍ଟ ବେଳକୁ ତାଙ୍କର ଫେରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟ ମଧ୍ୟରେ ଯାହାର ଯାହା ସମସ୍ୟା ରହିଛି ସମସ୍ତେ ସ୍ଥାନୀୟ ବିଧାୟକ ପ୍ରାର୍ଥୀ ବା ବିଧାୟକ, ମଣ୍ଡଳ ସଭାପତି କିମ୍ବା ମୋର ଲୋକସଭା କ୍ଷେତ୍ରର ପ୍ରତିନିଧି ଉମାକାନ୍ତ ମହାପାତ୍ରଙ୍କୁ ଭେଟି ଲିଖିତ ଭାବେ ଜଣାଇପାରିବେ। ଆଉ ଏହାର ପ୍ରତିକାର କରାଯିବ।

ଏହି ଗସ୍ତର କାର୍ଯ୍ୟକ୍ରମ ଅଗଷ୍ଟ ଚାରି ତାରିଖ ପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଫ୍ରିକାର ଜିନିଆ ,ଗାମ୍ବିଆ ଓ ବେନିନ ଅଞ୍ଚଳକୁ ଗସ୍ତ କରୁଥିବା ବେଳେ ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଓ ପଶ୍ଚିମବଙ୍ଗର ଏମ୍‌ପି ଦିଲୀପ ଘୋଷ ଗସ୍ତ କରିଛନ୍ତି। ଏହି ବିଦେଶ ଗସ୍ତ ପରେ ଆଫ୍ରିକା ଓ ଭାରତ ମଧ୍ୟରେ ସୁସଂପର୍କ ସ୍ଥାପନ ହୋଇପାରିବ। ପୂର୍ବରୁ ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସଂକ୍ରାନ୍ତ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ଚମତ୍କାର ଭାଷଣ ଦେଇ ପ୍ରତାପ ଷଡ଼ଙ୍ଗୀ ଦେଶ ବିଦେଶରେ ଚର୍ଚ୍ଚିତ ଚେହେରା ପାଲଟିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story