ପ୍ରାଥମିକ ବିଦ୍ୟାଳୟରେ ଉପସ୍ଥାନ କମୁଥିବା ନେଇ ବିଧାନସଭାରେ ଉଦବେଗ

ଭୁବନେଶ୍ୱର: ପ୍ରାଥମିକ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମୁଥିବାରୁ ଏହାକୁ ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି। ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ପିଲାଙ୍କ ଉପସ୍ଥାନ କମିବା ସହ ଶିକ୍ଷକଙ୍କ ଅଭାବ ସମସ୍ୟା ଲାଗି ରହିଛି। ଏ ପ୍ରସଙ୍ଗ ନେଇ ଆଜି ଉଭୟ ବିରୋଧୀଙ୍କ ସମେତ ସରକାରୀ ଦଳର ସଦସ୍ୟମାନେ ଉଦବେଗ ପ୍ରକାଶ କରିବା ସହ ସ୍ଥାୟୀ ସମାଧାନ ପାଇଁ ସରକାର ନିର୍ଦ୍ଦିଷ୍ଟ ପଦକ୍ଷେପ ଗ୍ରହଣ ଲାଗି ଦାବି କରିଥିଲେ। ସେପଟେ ଛାତ୍ରଛାତ୍ରୀଙ୍କ ଅଭାବରୁ ରାଜ୍ୟର ୨୬ଟି ଜିଲ୍ଲାରେ ୧୯୬ […]

debi prasad mishra

debi prasad mishra

Rakesh Mallick
  • Published: Thursday, 27 August 2015
  • Updated: 27 August 2015, 07:16 AM IST

ଭୁବନେଶ୍ୱର: ପ୍ରାଥମିକ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମୁଥିବାରୁ ଏହାକୁ ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି। ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ପିଲାଙ୍କ ଉପସ୍ଥାନ କମିବା ସହ ଶିକ୍ଷକଙ୍କ ଅଭାବ ସମସ୍ୟା ଲାଗି ରହିଛି। ଏ ପ୍ରସଙ୍ଗ ନେଇ ଆଜି ଉଭୟ ବିରୋଧୀଙ୍କ ସମେତ ସରକାରୀ ଦଳର ସଦସ୍ୟମାନେ ଉଦବେଗ ପ୍ରକାଶ କରିବା ସହ ସ୍ଥାୟୀ ସମାଧାନ ପାଇଁ ସରକାର ନିର୍ଦ୍ଦିଷ୍ଟ ପଦକ୍ଷେପ ଗ୍ରହଣ ଲାଗି ଦାବି କରିଥିଲେ। ସେପଟେ ଛାତ୍ରଛାତ୍ରୀଙ୍କ ଅଭାବରୁ ରାଜ୍ୟର ୨୬ଟି ଜିଲ୍ଲାରେ ୧୯୬ ସ୍କୁଲକୁ ଏବେ ବନ୍ଦ କରାଯାଇଥିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ସୂଚନା ଦେଇଥିଲେ। ଏସବୁ ସ୍କୁଲରେ ୫ରୁ କମ୍ ଉପସ୍ଥାନ ଥିବାରୁ ସ୍କୁଲ ଗୁଡ଼ିକୁ ବନ୍ଦ କରାଯାଇଛି। ସେହିଭଳି ୫ରୁ ୧୦ ଛାତ୍ରଛାତ୍ରୀ ଥିବା ସ୍କୁଲର ଛାତ୍ରଛାତ୍ରୀଙ୍କୁ ନିକଟସ୍ଥ ଅନ୍ୟ ସ୍କୁଲକୁ ସ୍ଥାନାନ୍ତର କରାଯିବ ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି। ସେପଟେ ସରକାରୀ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି ପାଇଁ ୟୁନିସେଫ୍ ସହାୟତାରେ ଏକ କମିଟି ଓ ଟାସ୍କଫୋର୍ସ ଗଠନ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଥିଲେ।

ଅନ୍ୟପକ୍ଷରେ ବିଧାନସଭାରେ ଶିକ୍ଷକ ଆନ୍ଦୋଳନ ଏବଂ ଶିକ୍ଷାଦାନରେ ବାଧା ନେଇ ବିରୋଧି ମୁଲତବି ପ୍ରସ୍ତାବ ଆଣିବାବେଳେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ମତ ରଖିଥିଲେ। ଶ୍ରୀ ମିଶ୍ର 'ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଭୁଷୁଡ଼ିଲା, ରାଜରାସ୍ତାରେ ଶିକ୍ଷକ, ସ୍କୁଲରେ ତାଲା' ଶୀର୍ଷକ ମତ ରଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story