ବିଜେଡ଼ି ଛାଡ଼ିଲେ ପ୍ରତ୍ୟୁଷା: କହିଲେ, ଅରୁଣ ହଇରାଣ କରୁଥିଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟିକେଟ୍ ନ ମିଳିବାରୁ ବିଜେଡିରୁ ଇସ୍ତଫା ଦେଇଛନ୍ତି କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ। ଚଳିତ ନିର୍ବାଚନରେ ତାଙ୍କ ବଦଳରେ କିସ୍ ଓ କିଟ୍ର ପ୍ରତିଷ୍ଠାତା ତଥା ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତଙ୍କୁ କନ୍ଧମାଳରୁ ଟିକେଟ୍ ଦିଆଯିବାରୁ ସେ ଦଳରୁ ଇସ୍ତଫା ଦେଇଛନ୍ତି। ପ୍ରତ୍ୟୁଷା ତାଙ୍କ ଇସ୍ତଫାପତ୍ର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ନବୀନଙ୍କୁ ପଠାଇଥିବା ଇସ୍ତଫାପତ୍ରରେ ପ୍ରତ୍ୟୁଷା ତାଙ୍କ ଅସନ୍ତୋଷ ଜାହିର କରିଛନ୍ତି। ସେ […]

pratyusha

pratyusha

Jitendra Garnayak
  • Published: Wednesday, 20 March 2019
  • Updated: 20 March 2019, 03:24 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟିକେଟ୍ ନ ମିଳିବାରୁ ବିଜେଡିରୁ ଇସ୍ତଫା ଦେଇଛନ୍ତି କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ। ଚଳିତ ନିର୍ବାଚନରେ ତାଙ୍କ ବଦଳରେ କିସ୍ ଓ କିଟ୍ର ପ୍ରତିଷ୍ଠାତା ତଥା ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତଙ୍କୁ କନ୍ଧମାଳରୁ ଟିକେଟ୍ ଦିଆଯିବାରୁ ସେ ଦଳରୁ ଇସ୍ତଫା ଦେଇଛନ୍ତି। ପ୍ରତ୍ୟୁଷା ତାଙ୍କ ଇସ୍ତଫାପତ୍ର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି।

ନବୀନଙ୍କୁ ପଠାଇଥିବା ଇସ୍ତଫାପତ୍ରରେ ପ୍ରତ୍ୟୁଷା ତାଙ୍କ ଅସନ୍ତୋଷ ଜାହିର କରିଛନ୍ତି। ସେ ଲେଖିଛନ୍ତି,“ଅତି ଦୁଃଖର ସହିତ କହିବାକୁ ପଡୁଛି ଯେ ଦଳ ଓ ମୋ ନିର୍ବାଚନ ମଣ୍ଡଳୀର ଲୋକଙ୍କ ପ୍ରତି ମୋର ଆନୁଗତ୍ୟ ଥିବା ସତ୍ତ୍ୱେ ମୋ ପ୍ରତି ଅନ୍ୟାୟ କରାଗଲା। କନ୍ଧମାଳ ଓ ନୟାଗଡ଼ରେ ମୋର କଠିନ ପରିଶ୍ରମକୁ ଅଣଦେଖା କରାଗଲା। ମୁଁ ଏଥର ବି ଲୋକଙ୍କ ସେବା କରିବା ପାଇଁ ଆଗ୍ରହୀ ଥିଲି। ମହିଳାଙ୍କ ପାଇଁ ୩୩% ଆସନ ସଂରକ୍ଷଣ କରିବାକୁ ଘୋଷଣା କଲେ। କିନ୍ତୁ କନ୍ଧମାଳରୁ ପ୍ରଥମ ମହିଳା ଭାବେ ମୁଁ ନିର୍ବାଚନ ଲଢ଼ି ଜିତିଥିବା ବେଳେ ଆପଣ ଟିକେଟ୍ କାଟି ଦେଲେ। ସାର୍, ଏହା କ’ଣ ମୋ ପୁରସ୍କାର।”

[caption id="attachment_355748" align="alignnone" width="1120"] ଅରୁଣ ସାହୁଙ୍କ ବିରୋଧରେ ଅଭିଯୋଗ ବାଢ଼ିଲେ ପ୍ରତ୍ୟୁଷା[/caption]

କ୍ଷୁବ୍ଧ ପ୍ରତ୍ୟୁଷା ଏଥିରେ ଆହୁରି ଲେଖିଛନ୍ତି ଯେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରିବା ପୂର୍ବରୁ ଅତିକମ୍‌ରେ ତାଙ୍କୁ ଏ ବିଷୟରେ ଅବଗତ କରାଯାଇ ପାରିଥାଆନ୍ତା।

ଇସ୍ତଫାପତ୍ରରେ ସେ ବିକ୍ରମ କେଶରୀ ଆରୁଖଙ୍କ ଉପରେ ବର୍ଷିଛନ୍ତି। ସେ ଲେଖିଛନ୍ତି,“ମୋତେ ମନୋନୀତ କରାଯିବ କି ନାହିଁ, ସେଥିରେ ବିକ୍ରମ ଆରୁଖ କାହିଁକି ମୁଣ୍ଡ ଖେଳାଇବେ? ମୁଁ ଦଳର ନୀତି ଓ ନିର୍ଦ୍ଦେଶରେ କାର୍ଯ୍ୟ କରିବି। ବିକ୍ରମ ଆରୁଖଙ୍କ ନିର୍ଦ୍ଦେଶରେ କାହିଁକି କାମ କରିବି?”

[caption id="attachment_355749" align="alignnone" width="1098"] (ଫାଇଲ୍‌ ଫଟୋ) ପୁରୁଣା ସ୍ମୃତି: ନବୀନଙ୍କ ପାଖରେ ପ୍ରତ୍ୟୁଷା[/caption]

ସେହିପରି ବିଧାୟକ ଅରୁଣ ସାହୁଙ୍କ ଉପରେ ବର୍ଷି ପ୍ରତ୍ୟୁଷା ଲେଖିଛନ୍ତି- “ମୋ ସ୍ୱାମୀ ହେମେନ୍ଦ୍ର ଚନ୍ଦ୍ର ସିଂହଙ୍କ ପରଲୋକ ପରେ ନୟାଗଡ଼ରେ ମୋତେ ହଇରାଣ କରାଯାଉଛି। ଅରୁଣ ସାହୁଙ୍କ ଦ୍ୱାରା ମୋତେ ହଇରାଣ କରାଯାଉଛି। ଗତ ଚାରି ବର୍ଷରେ ଆଇନଗତ ମାମଲାରେ ଏକାଧିକ ଥର ଅରୁଣ ସାହୁ ହଇରାଣ କରିଛନ୍ତି। ଏ ବିଷୟରେ ମୁଁ ମୋ ଦଳକୁ ଅନେକ ଥର ଅବଗତ କରାଇଛି। କିନ୍ତୁ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ।”

ପ୍ରତ୍ୟୁଷା ଗତକାଲି କହିଥିଲେ ଯେ, ସେ ନୟାଗଡ଼ରୁ ବିଧାନସଭା ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି। ଯଦି ଦଳ ତରଫରୁ ଟିକେଟ ନମିଳେ, ତାହାହେଲେ ସ୍ୱାଧୀନ ଭାବେ ଲଢ଼ିବି।

ସୂଚନାଯୋଗ୍ୟ, ଟିକେଟ୍ ନ ପାଇବା ଯୋଗୁ କନ୍ଧମାଳ ଲୋକସଭା ଅଧୀନରେ ଆସୁଥିବା ନୟାଗଡ଼ ଜିଲ୍ଲାର ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ମଧ୍ୟ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ଦଶପଲ୍ଲାରେ ତାଙ୍କ ବଦଳରେ ରମେଶ ବେହେରାଙ୍କୁ ଟିକେଟ୍ ଦେଇଛି ବିଜେଡି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story