ନିର୍ବାଚନ ଲଢ଼ିବେନି ପ୍ରତ୍ୟୁଷା ରାଜେଶ୍ୱରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ଛାଡ଼ି ଆଜି ବିଜେପିରେ ଯୋଗ ଦେଇଥିବା କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ଚଳିତ ଥର ନିର୍ବାଚନ ଲଢ଼ିବେନି। ଆଜି ‘ଓଟିଭି’ ଜନମଞ୍ଚ କାର୍ଯ୍ୟକ୍ରମରେ ସାମିଲ ହୋଇ ସେ ଏହା ଘୋଷଣା କରିଛନ୍ତି। ଏହା ବ୍ୟତୀତ ବିଜେଡିରେ କେବଳ ପ୍ରଭାବଶାଳୀ ଲୋକଙ୍କ ଦ୍ୱାରା ଟିକେଟ୍ ଚୂଡ଼ାନ୍ତ ହୁଏ ଓ ମାତ୍ର ୨-୪ଜଣ ଏହି ନିଷ୍ପତ୍ତି ନିଅନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି। କନ୍ଧମାଳ ଲୋକସଭା ଆସନରେ ସେ ପୁଣିଥରେ ବିଜେଡି ଟିକେଟରୁ ପ୍ରାର୍ଥୀ […]

pratyusha-byte

pratyusha-byte

Tapas Behera
  • Published: Saturday, 23 March 2019
  • Updated: 23 March 2019, 10:33 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ଛାଡ଼ି ଆଜି ବିଜେପିରେ ଯୋଗ ଦେଇଥିବା କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ଚଳିତ ଥର ନିର୍ବାଚନ ଲଢ଼ିବେନି। ଆଜି 'ଓଟିଭି' ଜନମଞ୍ଚ କାର୍ଯ୍ୟକ୍ରମରେ ସାମିଲ ହୋଇ ସେ ଏହା ଘୋଷଣା କରିଛନ୍ତି। ଏହା ବ୍ୟତୀତ ବିଜେଡିରେ କେବଳ ପ୍ରଭାବଶାଳୀ ଲୋକଙ୍କ ଦ୍ୱାରା ଟିକେଟ୍ ଚୂଡ଼ାନ୍ତ ହୁଏ ଓ ମାତ୍ର ୨-୪ଜଣ ଏହି ନିଷ୍ପତ୍ତି ନିଅନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି।

କନ୍ଧମାଳ ଲୋକସଭା ଆସନରେ ସେ ପୁଣିଥରେ ବିଜେଡି ଟିକେଟରୁ ପ୍ରାର୍ଥୀ ହେବାକୁ ଆଶାୟୀ ଥିଲେ। ସମସ୍ତ ସର୍ଭେ ରିପୋର୍ଟ, ଡିଆଇବି ରିପୋର୍ଟ ତାଙ୍କ ସପକ୍ଷରେ ଥିବାବେଳେ କାହିଁକି ତାଙ୍କର ଟିକେଟ କଟାଗଲା ତାହା ସେ ବୁଝିପାରୁ ନାହାନ୍ତି ବୋଲି କହିଛନ୍ତି। ଏପରିକି କେଉଁ ଆଧାରରେ ତାଙ୍କର ଟିକେଟ୍ କଟାଗଲା ସେ ନେଇ କେହି ତାଙ୍କ ସହ ପଦୁଟିଏ ମଧ୍ୟ କଥା ହୋଇନାହାନ୍ତି କି ବୁଝାଇବାକୁ ଚେଷ୍ଟା କରିନାହାନ୍ତି। କେବଳ ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ ଏକ ଫୋନ୍ କଲ ତାଙ୍କୁ ଯାଇଥିଲା,ଯେଉଁଥିରେ ତାଙ୍କୁ କେହିଜଣେ ପାଣ୍ଡିଆନ୍ ସାରଙ୍କୁ ଭେଟି ରାଜ୍ୟସଭାକୁ ଯିବା ପ୍ରସଙ୍ଗରେ ଆଲୋଚନା କରିବାକୁ କହିଥିଲେ।

ସେ କହିଛନ୍ତି, କନ୍ଧମାଳ ସାଂସଦ ଭାବେ ତାଙ୍କର ପ୍ରଦର୍ଶନ ସବୁଠୁ ଭଲ ରହିଥିଲା। ସେ କନ୍ଧମାଳର ବିଭିନ୍ନ ଦୁର୍ଗମ ଅଞ୍ଚଳକୁ ଯାଇ ଜନସେବା କାର୍ଯ୍ୟରେ ବ୍ରତୀ ଥିଲେ। ତା’ଛଡ଼ା ସଂସଦରେ ମଧ୍ୟ ତାଙ୍କର ପ୍ରଦର୍ଶନ ଭଲ ଥିଲା। ସର୍ଭେ ରିପୋର୍ଟ ମଧ୍ୟ ତାଙ୍କ ସପକ୍ଷରେ ଥିଲା। ସେ ଦଳ ପ୍ରତି ଶତପ୍ରତିଶତ ଆନୁଗତ୍ୟ ପୋଷଣ କରିଥିଲେ। ଏସବୁ ସତ୍ତେ୍ୱ ବିକ୍ରମ କେଶରୀ ଆରୁଖ୍ ଓ ଅରୁଣ ସାହୁଙ୍କ କଥାରେ ତାଙ୍କର ଟିକେଟକୁ କଟାଗଲା ବୋଲି ସେ ଅଭିଯୋଗ କରିଛନ୍ତି। ବିଜେଡିରେ ତାଙ୍କୁ ଦୀର୍ଘବର୍ଷ ଧରି ହଇରାଣ କରାଯାଉଥିଲା। ସେ ଏନେଇ ବାରମ୍ବାର ଦଳକୁ ଜଣାଇଥିଲେ। କିନ୍ତୁ କିଛି ସୁଫଳ ମିଳିନଥିଲା। ସେ ସାଂସଦ ହୋଇଥିଲେ ମଧ୍ୟ ବିକ୍ରମ ଆରୁଖ ତାଙ୍କୁ ଭଞ୍ଜନଗର ନିର୍ବାଚନମଣ୍ଡଳୀରେ ସାଢ଼େ ୪ବର୍ଷ କାଳ ପ୍ରବେଶ କରିବାକୁ ଦେଉନଥିଲେ। ସେହିପରି ନୟାଗଡ଼ରେ ତାଙ୍କୁ କୌଣସି ରାଜନୀତିକ କାର୍ଯ୍ୟକ୍ରମ ନକରିବା ପାଇଁ ଦଳ ନିର୍ଦ୍ଦେଶ ଦେଇଥିଲା। ଅରୁଣ ସାହୁ କାମ ତୁଳନାରେ ସେଠାରେ ଅଧିକ ଦୁର୍ନୀତିରେ ଲିପ୍ତ ଥିଲେ। ସେମାନେ ମିଳିମିଶି ତାଙ୍କର ଟିକେଟ କାଟିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ବିଜେପିରେ ସାମିଲ ହେବା ପ୍ରସଙ୍ଗରେ ସେ କହିଛନ୍ତି ଯେ, କୌଣସି ପୂର୍ବ ସର୍ତ୍ତ ରଖି ସେ ବିଜେପିରେ ଯୋଗ ଦେଇନାହାନ୍ତି। ତାଙ୍କ ଦିବଂଗତ ପତିଙ୍କ ଇଚ୍ଛାକୁ ପୂରଣ କରିବା ପାଇଁ ସେ ନୟାଗଡ଼ବାସୀଙ୍କର ସେବା କରିବେ। ସେ ଚଳିତଥର ନିର୍ବାଚନ ନଲଢ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story