ଖଟିଆରେ ବୁହା ହେଲେ ପ୍ରସୂତି

ବାରିପଦା (ମାଣିକଲାଲ୍ ପାଣି): ପୁଣି ଖଟିଆରେ ବୁହା ହେଲେ ପ୍ରସୂତି। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଚାଉଳଘେରି ଗାଁରେ। ଆଜି ସକାଳେ ଗାଁର ଟୁମି ସିଂଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା। ତେଣୁ ତାଙ୍କ ପରିବାର ଲୋକେ ୧୦୨ ଆମ୍ୱୁଲାନ୍ସକୁ ଫୋନ୍ କରିଥିଲେ। ହେଲେ ଗାଁକୁ ରାସ୍ତା ନଥିବାରୁ ଆମ୍ୱୁଲାନ୍ସ ଆସି ନଈ ଆର ପାଖରେ ଠିଆ ହୋଇଥିଲା। ଏହାପରେ ମହିଳାଙ୍କୁ ତାଙ୍କ ପରିବାର ଲୋକେ ପ୍ରାୟ ୧ କିଲୋମିଟର ଏକ ଖଟିଆରେ ବୋହି ନେଇଥିଲେ ଓ ନଈ […]

cot

cot

Jitendra Garnayak
  • Published: Thursday, 04 October 2018
  • Updated: 04 October 2018, 10:43 AM IST

Sports

Latest News

ବାରିପଦା (ମାଣିକଲାଲ୍ ପାଣି): ପୁଣି ଖଟିଆରେ ବୁହା ହେଲେ ପ୍ରସୂତି। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଚାଉଳଘେରି ଗାଁରେ।

ଆଜି ସକାଳେ ଗାଁର ଟୁମି ସିଂଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା। ତେଣୁ ତାଙ୍କ ପରିବାର ଲୋକେ ୧୦୨ ଆମ୍ୱୁଲାନ୍ସକୁ ଫୋନ୍ କରିଥିଲେ। ହେଲେ ଗାଁକୁ ରାସ୍ତା ନଥିବାରୁ ଆମ୍ୱୁଲାନ୍ସ ଆସି ନଈ ଆର ପାଖରେ ଠିଆ ହୋଇଥିଲା।

cot2ଏହାପରେ ମହିଳାଙ୍କୁ ତାଙ୍କ ପରିବାର ଲୋକେ ପ୍ରାୟ ୧ କିଲୋମିଟର ଏକ ଖଟିଆରେ ବୋହି ନେଇଥିଲେ ଓ ନଈ ପାର କରିଥିଲେ। ସେଠାରେ ଥିବା ଆମ୍ୱୁଲାନ୍ସରେ ତାଙ୍କୁ ପ୍ରଥମେ ବାଙ୍ଗିରିପୋଷି ଡାକ୍ତରଖାନାକୁ ନିଆଯାଇଥିଲା। ଏହାପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବାରିପଦା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story