ପୁଣି ଜନନୀ ଯନ୍ତ୍ରଣା: ଗର୍ଭବତୀଙ୍କୁ କାନ୍ଧେଇ ନଦୀପାରି

ଜୟପୁର(ଓଡ଼ିଶା ରିପୋର୍ଟର):ପୁଣି ଜନନୀ ଯନ୍ତ୍ରଣା। ଯାତାୟତ ପାଇଁ ରାସ୍ତା ଖଣ୍ଡେ ନଥିବାରୁ ଜଣେ ଗର୍ଭବତୀଙ୍କୁ କାନ୍ଧେଇ ନଦୀପାରି ହେବାକୁ ପଡ଼ିଛି। ଏଭଳି ଏକ ଘଟଣା କୋରାପୁଟ ଜିଲ୍ଲା ଦାସମନ୍ତପୁର ବ୍ଲକ ଫୁଣ୍ଡାଗୁଡା ଗାଁରେ ଦେଖିବାକୁ ମିଳିଛି। ମହିଳା ଜଣକୁ କିଛି ଲୋକ କାନ୍ଧେଇ ନଦୀ ପାର ହୋଇ ସାଢେ ୩ କିମି ଆସିବା ପରେ ଆମ୍ବୁଲାନ୍ସରେ ମେଡିକାଲକୁ ନିଆଯାଇଥିଲା। ସୂଚନା ଅନୁଯାୟୀ, ଆଜି ସକାଳେ ଫୁଣ୍ଡାଗୁଡା ଗାଁର ପଦ୍ମିନୀ ବିଶୋଇଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା। ସ୍ୱାମୀ ଓ […]

421

421

Tapas Behera
  • Published: Wednesday, 24 July 2019
  • Updated: 24 July 2019, 09:28 PM IST

Sports

Latest News

ଜୟପୁର(ଓଡ଼ିଶା ରିପୋର୍ଟର):ପୁଣି ଜନନୀ ଯନ୍ତ୍ରଣା। ଯାତାୟତ ପାଇଁ ରାସ୍ତା ଖଣ୍ଡେ ନଥିବାରୁ ଜଣେ ଗର୍ଭବତୀଙ୍କୁ କାନ୍ଧେଇ ନଦୀପାରି ହେବାକୁ ପଡ଼ିଛି। ଏଭଳି ଏକ ଘଟଣା କୋରାପୁଟ ଜିଲ୍ଲା ଦାସମନ୍ତପୁର ବ୍ଲକ ଫୁଣ୍ଡାଗୁଡା ଗାଁରେ ଦେଖିବାକୁ ମିଳିଛି। ମହିଳା ଜଣକୁ କିଛି ଲୋକ କାନ୍ଧେଇ ନଦୀ ପାର ହୋଇ ସାଢେ ୩ କିମି ଆସିବା ପରେ ଆମ୍ବୁଲାନ୍ସରେ ମେଡିକାଲକୁ ନିଆଯାଇଥିଲା।

ସୂଚନା ଅନୁଯାୟୀ, ଆଜି ସକାଳେ ଫୁଣ୍ଡାଗୁଡା ଗାଁର ପଦ୍ମିନୀ ବିଶୋଇଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା। ସ୍ୱାମୀ ଓ ଗାଁ ଲୋକେ ମିଶି ତାଙ୍କୁ  ସକାଳ ୮ଟାରେ  ଗିରଳିଗୁମ୍ମା ରାସ୍ତାକୁ ଆଣିଥିଲେ। ଏଥିପାଇଁ ନଦୀ ପାର ହେବାକୁ ପଡ଼ିଥିଲା। ସେଠାରୁ ଆମ୍ବୁଲାନ୍ସ ଯୋଗେ ଦସମନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ପଦ୍ମିନୀଙ୍କ ସ୍ୱାମୀ ମହାଦେବ ବିଶୋଇ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story