ଶିକ୍ଷୟିତ୍ରୀଙ୍କୁ ପିଟି ମାରିଥିଲେ, ଧରାପଡ଼ିଲେ

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ନିରାକାରପୁର ଥାନା ବଡପୋଖରିଆରେ ଶିକ୍ଷୟିତ୍ରୀ ଅଞ୍ଜଳି ଦେହୁରୀ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ପୋଲିସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁନୁ ଜେନାକୁ ଗିରଫ କରିଛି। ନାବାଳିକା ଶାଳୀ ସହିତ ଅନୈତିକ ସମ୍ପର୍କ ଦେଖିଦେବାରୁ ଘଟଣା ପ୍ରଘଟ ହେବା ଆଶଙ୍କାରେ ଅଭିଯୁକ୍ତ କୁନୁ, ଶିକ୍ଷୟିତ୍ରୀଙ୍କୁ ହତ୍ୟା କରିଥିବା ପୋଲିସ କହିଛି। ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଏହି ଚର୍ଚ୍ଚିତ ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ଦେଇଛନ୍ତି। ଅଭିଯୁକ୍ତ କୁନୁ ଜେନାର ଶ୍ୱଶୁଙ୍କ ଘର […]

khorda-final

khorda-final

Rakesh Mallick
  • Published: Saturday, 20 January 2018
  • Updated: 20 January 2018, 04:45 PM IST

Sports

Latest News

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ନିରାକାରପୁର ଥାନା ବଡପୋଖରିଆରେ ଶିକ୍ଷୟିତ୍ରୀ ଅଞ୍ଜଳି ଦେହୁରୀ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ପୋଲିସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁନୁ ଜେନାକୁ ଗିରଫ କରିଛି। ନାବାଳିକା ଶାଳୀ ସହିତ ଅନୈତିକ ସମ୍ପର୍କ ଦେଖିଦେବାରୁ ଘଟଣା ପ୍ରଘଟ ହେବା ଆଶଙ୍କାରେ ଅଭିଯୁକ୍ତ କୁନୁ, ଶିକ୍ଷୟିତ୍ରୀଙ୍କୁ ହତ୍ୟା କରିଥିବା ପୋଲିସ କହିଛି। ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଏହି ଚର୍ଚ୍ଚିତ ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ଦେଇଛନ୍ତି।

ଅଭିଯୁକ୍ତ କୁନୁ ଜେନାର ଶ୍ୱଶୁଙ୍କ ଘର ବଡପୋଖରିଆ ଗାଁରେ। ସେଠାରେ ଶିକ୍ଷୟିତ୍ରୀ ଅଞ୍ଜଳି ଭଡାରେ ରହୁଥିଲେ। ତେବେ ଘଟଣା ଘଟିବାର ପୂର୍ବଦିନ କୁନୁ ନିଜ ନାବାଳିକା ଶାଳୀ ସହିତ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ଅଞ୍ଜଳି ଦେଖିନେଇଥିଲେ। ଘଟଣା କାଳେ ବାହାରେ ପ୍ରଘଟ କରିଦେବେ, ସେହି ଆଶଙ୍କାରେ ଶିକ୍ଷୟିତ୍ରୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଥିଲା କୁନୁ। ହତ୍ୟା ପରେ ସେ ସୁରଟ ପଳାଇ ଯାଇଥିଲା। ପୋଲିସ ପରିବାର ଲୋକଙ୍କ ସହାୟତାରେ ଅଭିଯୁକ୍ତ କୁନୁକୁ ସୁରଟରୁ ଗିରଫ କରିଛି। ଏହାଛଡ଼ା ତା’ ନିକଟରୁ ଗୋଟିଏ ବାଇକ୍, କଟୁରି, ରକ୍ତଭିଜା ସାର୍ଟ ଓ ପ୍ୟାଣ୍ଟ ଜବତ କରିଛି।

ଗତ ୪ ତାରିଖରେ ଘଟିଥିଲା ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ। ସ୍କୁଲ ଛୁଟି ପରେ ଅଞ୍ଜଳି ନିଛାଟିଆ ବିଲ ରାସ୍ତାରେ ଚାଲି ଚାଲି ଆସୁଥିବା ବେଳେ ଆକ୍ରମଣ ହୋଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରିକି ଅଭିଯୁକ୍ତଙ୍କ ଗିରଫ ଦାବିରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story