ଆଜି ରାୟଗଡ଼ାରେ ଘରୋଇ ବସ୍‌ ଚଳାଚଳ ବନ୍ଦ

ରାୟଗଡ଼ା(ମନୋଜ ପାତ୍ର): ରାୟଗଡ଼ାର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କଣ ସଡ଼କ ଦୁର୍ଘଟଣାରେ ମୃତ୍ୟୁକୁ ନେଇ ଆଜି ରାୟଗଡ଼ାରେ ଘରୋଇ ବସ୍‌ ଚଳାଚଳ ବନ୍ଦ ରହିଛି।  ରାୟଗଡ଼ାରୁ ଗୁଣପୁର, ରାୟଗଡ଼ାରୁ ଗୁଡ଼ାରୀ ଏବଂ ରାୟଗଡ଼ାରୁ ପାରଳାଖେମୁଣ୍ଡି ରୁଟ୍‌ରେ ସମସ୍ତ ଘରୋଇ ବସ୍‌ ଚଳାଚଳକୁ ବନ୍ଦ ରଖାଯାଇଛି। ଏନେଇ ରାୟଗଡ଼ା ଜିଲ୍ଲା  ଘରୋଇ ବସ୍‌ ମାଲିକ ସଂଘର ସାଧାରଣ ସମ୍ପାଦକ ଜିତେନ୍ଦ୍ର ପାଢ଼ୀ କହିଛନ୍ତି,“ଆମର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ଅକାଳ ମୃତ୍ୟୁ ନେଇ […]

rayagada

rayagada

Jyoshna Pradhan
  • Published: Thursday, 26 December 2019
  • Updated: 26 December 2019, 11:04 AM IST

Sports

Latest News

ରାୟଗଡ଼ା(ମନୋଜ ପାତ୍ର): ରାୟଗଡ଼ାର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କଣ ସଡ଼କ ଦୁର୍ଘଟଣାରେ ମୃତ୍ୟୁକୁ ନେଇ ଆଜି ରାୟଗଡ଼ାରେ ଘରୋଇ ବସ୍‌ ଚଳାଚଳ ବନ୍ଦ ରହିଛି।  ରାୟଗଡ଼ାରୁ ଗୁଣପୁର, ରାୟଗଡ଼ାରୁ ଗୁଡ଼ାରୀ ଏବଂ ରାୟଗଡ଼ାରୁ ପାରଳାଖେମୁଣ୍ଡି ରୁଟ୍‌ରେ ସମସ୍ତ ଘରୋଇ ବସ୍‌ ଚଳାଚଳକୁ ବନ୍ଦ ରଖାଯାଇଛି।

ଏନେଇ ରାୟଗଡ଼ା ଜିଲ୍ଲା  ଘରୋଇ ବସ୍‌ ମାଲିକ ସଂଘର ସାଧାରଣ ସମ୍ପାଦକ ଜିତେନ୍ଦ୍ର ପାଢ଼ୀ କହିଛନ୍ତି,“ଆମର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ଅକାଳ ମୃତ୍ୟୁ ନେଇ ଆମେ ସମସ୍ତେ ଦୁଃଖିତ। ତାଙ୍କୁ ସମବେଦନା ଜଣାଇବା ପାଇଁ ଘରୋଇ ବସ୍‌ ଚଳାଚଳ ବନ୍ଦ ରହିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos